ବାଉଁଶ ପୋଲରେ ଖସିଗଲା ଛାତ୍ରର ଗୋଡ କୁମ୍ଭୀର ଝା-ମ୍ପି ନେବାକୁ ଧାଇଁ ଆସିଲା ।

କୁନି ଛାତ୍ର ଆଉ କୁମ୍ଭୀର ହେଲେ ମୁହାଁ ମୁହିଁ । ବାଉଁଶ ପୋଲ ଦେଇ କୁନି ଛାତ୍ର ସ୍କୁଲ ଯିବା ବେଳେ ପୋଲ ଉପରେ ଖସିଗଲା କୁନି ଛାତ୍ରର ଗୋଡ । ବାସ ତା ପରେ କୁନି ଛାତ୍ର ସହ ଯାହା ଘ-ଟିଲା ତାହା ସ୍ଵପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ । କୁନି ଛାତ୍ରଟି ସବୁ ଦିନ ପରି ଆଜି ମଧ୍ୟ ଡ-ରି ଡ-ରି ସ୍କୁଲ ବାହାରି ଥିଲା । ସ୍କୁଲ ଯିବା ବେଳେ କୁନି ଛାତ୍ରର ଗୋଡ ହଟାତ୍ ଖସି ଯାଇଥିଲା । ଆଉ ଏହି ସମୟରେ ତଳେ ଥିବା କୁମ୍ଭୀର ବଡ ପାଟି କରି ଛାତ୍ରଙ୍କ ନିକଟକୁ ଧାଇଁ ଆସିଥିଲା ।

ଯେବେ ଠୁ ଓଡ଼ିଶାରେ କୁମ୍ଭୀର ଆ-ତଙ୍କ ସୃଷ୍ଟି ହୋଇଛି ସେବେ ଠାରୁ ସମସ୍ତଙ୍କ ମନରେ ଭ-ୟ ରହିଛି । କାରଣ ଓଡ଼ିଶାରେ ଏବେ କଲବଲ କରୁଛି କୁମ୍ଭୀର ଆ-ତଙ୍କ । ଯେଉଁ ଆଡ଼େ ଦେଖିଲେ ସିଆଡେ କୁମ୍ଭୀର କୁମ୍ଭୀର ଆଉ କୁମ୍ଭୀର । କୁମ୍ଭୀର ଭୟରେ ଲୋକେ ନଦୀ ପାଣିରେ ଗୋଡ ମଧ୍ୟ ବୁଡାଉ ନାହାନ୍ତି । ଆଉ ଏପରି ପରିସ୍ଥିତିରେ କୁମ୍ଭୀର ମଣିଷ ଭିତରେ ହେଉଛି ଘମାଘୋଟ ଲ-ଢେଇ । କୁମ୍ଭୀର ଭ-ୟରେ ସ୍କୁଲ ପିଲା ମଧ୍ୟ ନଦୀ ପାରି ହୋଇ ବାଉଁଶ ପୋଲ ଉପରେ ଚଢ଼ି ସ୍କୁଲ ଯିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି ଘ-ଟଣା ଘଟିଥିଲା ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା । ବାଉଁଶ ପୋଲ ଉପରେ ଝୁଲି ରହିଥିଲା କୁନି ଛାତ୍ର ଆଉ ତଳେ ଚାହିଁ ରହିଥିଲା ମଣିଷ ଖିଆ କୁମ୍ଭୀର । କେତେବେଳେ କୁନି ଛାତ୍ର ତଳକୁ ଆସିବ ଆଉ ତାକୁ ମଣିଷ ଖିଆ କୁମ୍ଭୀର ଝାଂପି ନେବ ତାହା ଭାବୁଥିଲା କୁମ୍ଭୀର । ହେଲେ କୁନି ଛାତ୍ରର ଆୟୁଷ ବଳ ପାଇଁ ବୋଧେ ହୁଏ କୁନି ଛାତ୍ର ଆଜି କୁମ୍ଭୀର ମୁହଁରୁ ବଞ୍ଚି ପାରିଛି । ହଁ ଆଜ୍ଞା ଯେତେବେଳେ କୁନି ଛାତ୍ରର ଗୋଡ ଖସିଯାଇ ଥିଲା ବାଉଁଶ ପୋଲ ଉପରେ । ସେହି ସମୟରେ ଛାତ୍ରଟି ନିଜ ଜୀବନ ଉପରୁ ଆଶା ଛାଡ଼ି ଦେଇଥିଲା ।

ହେଲେ ଖୁସିର କଥା ସଠିକ୍ ସମୟରେ ଗ୍ରାମବାସୀ ଏହି ଅଘ-ଟଣ ଘଟିବା ପୂର୍ବରୁ ପହଞ୍ଚି ଯାଇଥିଲେ । ଆଉ ଛାତ୍ରଟିକୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ । ତେବେ ଗ୍ରାମକୁ ପୋଲ ନଥିବାରୁ ଆଜି ଅକାଳରେ ଏକ କୁନି ଛାତ୍ରର ଜୀବନ କୁମ୍ଭୀର ମୁହଁରେ ଚାଲି ଯାଇଥାନ୍ତା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ନାଳରେ ପୋଲ ।

Leave a Reply

Your email address will not be published. Required fields are marked *