ଶାଶୁ ବୋହୁ ଶୋଇଥିଲୁ ମ-ଦୁଆ ପୋ-ଲିସ କବାଟ ଭାଙ୍ଗି ଘରେ ପଶିଲେ ।

ପୋ-ଲିସ ହେଉଛନ୍ତି ସମାଜର ରକ୍ଷା କର୍ତ୍ତା । ଯାହାଙ୍କୁ ଏ ଦୁନିଆ ବହୁତ୍ ସମ୍ମାନ ଦିଏ । ନ୍ୟା-ୟ ପାଇଁ, ସୁର-କ୍ଷା ପାଇଁ ମଣିଷ ଧାଇଁ ଯାଏ ପୋ-ଲିସ ପାଖକୁ । ହେଲେ ସେହି ପୋ-ଲିସ ନାମରେ ଅଭି-ଯୋଗ ଆଣିଛନ୍ତି ଜଣେ ମହିଳା । କି ସେ ଆଉ ତାଙ୍କ ବୋହୁ ଘରେ ସୋଇଥିବା ବେଳେ ମ-ଦୁଆ ପୋ-ଲିସ ତାଙ୍କ ଘର କବାଟ ଭାଙ୍ଗି ତାଙ୍କ ଘର ଭିତରେ ଧସେଇ ପସିଥିଲେ। ଆଉ ତା ପରେ ରାତିରେ ଘର ଭିତରେ ସୋଇଥିବା ଶାଶୁ ବୋହୂଙ୍କୁ ଦୁର୍ବ-ବ୍ୟହାର କରିବା ସହିତ ଘର ଲୋକଙ୍କ କହିବା ଅନୁଯାୟୀ ସୁନା ଗହଣା ଓ କିଛି ଟଙ୍କା ପୋ-ଲିସ ନେଇ ଚାଲି ଯାଇଛନ୍ତି । ତେବେ ମହିଳାଙ୍କ ଅଭି-ଯୋଗ ପୋ-ଲିସ ଅତି ଅମା-ନୁଷିକ ଭାବେ ରାତି ଅଧରେ ଘର କବାଟ ଭାଙ୍ଗି ଘର ଭିତରେ ପଶି ଥିଲେ ।

ଆଉ ଶାଶୁ ବୋହୁ ଦୁହେଁ ବାରଣ କରିଥିଲେ ବି ପୋ-ଲିସ ସେମାନଙ୍କ କଥା ମାନି ନଥିଲେ ଅନେକ ଖରାପ ଭାଷାରେ ଗା-ଳି ଗୁ-ଲଜ କରିବା ସହିତ ଘରେ ଯାହା ଟଙ୍କା ପଇସା ଥିଲା ସବୁ ଲୁ-ଟି ନେଇ ଚାଲିଗଲେ । ଯଦି ଆମେ ପୋ-ଲିସ ପାଖରେ ନିଜକୁ ସୁର-କ୍ଷିତ ନ ଭାବିବୁ । ସମାଜର ର-କ୍ଷକ ହୋଇ ଯଦି ଏପରି ଦୁର୍ବ୍ୟ-ବହାର କରିବେ ତାହାଲେ ଆମେ କାହା ପାଖରେ ନିଜକୁ ସୁର-କ୍ଷିତ ମଣିବୁ ବୋଲି ପ୍ରଶ୍ନ କରିଛନ୍ତି ମହିଳା ଜଣଙ୍କ । ଯଦି ଘରର ସାନ ପୁଅ କିଛି ଭୁଲ କରିଥିଲା ଆ-ଇନ ଅନୁଯାୟୀ ତାକୁ ଦ-ଣ୍ଡ ଦେବାର କଥା ଥିଲା । ହେଲେ ପୋ-ଲିସ ହୋଇ ରାତି ଅଧରେ ସିଭିଲ ଡ୍ରେସରେ ଆସି ଘରର ସମସ୍ତ ଆସବା ପତ୍ର ଭଙ୍ଗା ରୁ-ଜ୍ଜୁ କରିବା କେତେ ଦୂର ଠିକ୍ ।

ଏଭଳି ଘଟ-ଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀ ବଜାର ବସ୍ତିରେ । ପୋଲିସର ଏଭଳି କାର୍ଯ୍ୟକୁ ସେମାନେ ନି-ନ୍ଦା କରିବା ସହିତ ନ୍ୟା-ୟ ଭିକ୍ଷା କରିଛନ୍ତି । ପରିବାରର ବଡ ପୁଅଙ୍କ କହିବା ଅନୁଯାୟୀ ଯଦି ମୋ ସାନ ଭାଇ କୌଣସି ଅଭି-ଯୋଗ କରିଛି ତେବେ ଦ-ଣ୍ଡ ଦିଆ ଯାଉ ହେଲେ ଏମିତି ରାତି ଅଧରେ ଗୁ-ଣ୍ଡାଙ୍କ ଭଳି । ଆମ ଘରେ କେହି ନଥିବା ସମୟରେ ପୋ-ଲିସ ଘର ଭିତରେ ପଶି କୌଣସି ଭୁଲ ନ କରନ୍ତୁ କାରଣ ଏହା ଦ୍ବାରା ଘରର ମହିଳା ମାନେ ନିଜକୁ ସୁର-କ୍ଷିତ ଭାବୁ ନାହାନ୍ତି । କାଲି ରାତିରେ ଆମ ଘରର ମହିଳା ମାନେ ଭ-ୟଭୀ-ତ ହୋଇ ପଡ଼ିଥିଲେ । କାରଣ ସମସ୍ତେ ସାଧା ପୋଷାକରେ ଥିଲେ । ଜଣେ ମାତ୍ର ହାବିଲଦାର ପୋ-ଲିସ ପୋଷାକରେ ଥିଲେ ।

ତେବେ ଏହି ଘ-ଟଣା ଘଟିବା ପରେ ପରିବାର ଲୋକେ କହିଛନ୍ତି କି ଚୋ-ର ଚୋ-ରୀ କଲେ ଲୁ-ଟ କଲେ ପୋ-ଲିସ ପାଖକୁ ଯାଇ ଅଭି-ଯୋଗ କରିବାକୁ ପଡେ । ହେଲେ ଯଦି ପୋ-ଲିସ ସେହି କାର୍ଯ୍ୟ ଭିଆଇବ ତେବେ ଆମେ ନ୍ୟା-ୟ ପାଇଁ କାହା ପାଖକୁ ଯିବୁ । କିଛି ଏଭଳି କହିଛନ୍ତି ପରିବାର ଲୋକେ । ସେପଟେ ନ୍ୟା-ୟ ପାଇଁ ଗଣମାଧ୍ୟମ ସାମ୍ନାରେ ଗୁହାରି କରିଛନ୍ତି ପରିବାର । ତେବେ ଦେଖିବାକୁ ବାକି ରହିଲା ଏହି ପରିବାରକୁ କେଉଁ ପ୍ରକାର ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *