ମଡ଼ର୍ଣ୍ଣ ବୋହୁ ମା-ଡ଼ରେ ମ-ରିଗଲା ଶାଶୁ ।

ମଡ଼ର୍ଣ୍ଣ ବୋହୂର ମା-ଡ଼ରେ ଶାଶୁ ମୃ-ତ । ପୁଅ କହୁଛି ମୋ ସ୍ତ୍ରୀ ପି-ଟି ପି-ଟି ମୋ ମାକୁ ମା-ରି ଦେଇଛି । ହଁ ଆଜ୍ଞା ବୋହୁ ପି-ଟିଲା ପି-ଟିଲା ଶାଶୁ ସବୁ ଦିନ ପାଇଁ ଆଖି ବୁଝିଦେଲା । ଧୀରେ ଧିରେ ଶାଶୁ ମାନେ କେବଳ ବୋହୂଙ୍କୁ ଡରୁଥିଲେ । ହେଲେ ଏବେ ବୋହୁ ମାନେ ଶାଶୁ ମାନଙ୍କୁ ଜୀବନରୁ ମା-ରି ଦେଉଥିବାର ଅଭି-ଯୋଗ ଆସିଛି । ସ୍ବାମୀ ନିଜେ କହୁଛି ମୋ ମାର ହ-ତ୍ୟାକା-ରୀ ହେଉଛି ମୋ ସ୍ତ୍ରୀ ।

ସମୟ ଏବେ ପରିବର୍ତ୍ତନ ହେଉଛି ମଡ଼ର୍ଣ୍ଣ ବୋହୁ ମାନଙ୍କ ମାଡ଼ରେ ଶାଶୁ ମୃ-ତ୍ୟୁ ବ-ରଣ କରିବାର ଏହି ଖବର ନୂଆ ହୋଇଥିଲେ ବି ଏହା ସତ୍ୟ । କାରଣ ଏ ବୋହୁ ଜଣଙ୍କ ଶାଶୁଙ୍କୁ ଏପରି ନି-ର୍ଦ୍ଦୟ ଭାବରେ ମା-ଡ ମା-ରିଲେ ଯେ ଶାଶୁ ଚି-ତ୍କାର କରି କରି ଶେଷରେ ସବୁଦିନ ପାଇଁ ଆଖି ବୁଝିଦେଇଥିଲେ । ଶାଶୁ କହୁଥିଲା ବଞ୍ଚାଅ ବଞ୍ଚାଅ ହେଲେ ନିଷ୍ଠୁର ବୋହୁ କିନ୍ତୁ ଶାଶୁକୁ ଛାଡିବାର ନାଁ ନେଉନଥିଲା।

ଆଉ ଶେଷରେ ସବୁ ଦିନ ପାଇଁ ବୋହୂର ମାଡ଼ରେ ଶାଶୁ ମୃ-ତ୍ୟୁ ବରଣ କରିଥିଲେ । ଶାଶୁ ବୋହୂର ସ-ମ୍ପର୍କ ହେଉଛି ଖୁବ୍ ପବିତ୍ର । ଏପରିକି ମା ଝିଅର ସ-ମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଆଜି କାଲି କିଛି ମଡ଼ର୍ଣ୍ଣ ବୋହୁ ମାନେ ଉ-ଦ୍ଧତ୍ ର ସୀମା ପାର କରିଛନ୍ତି । ନା କାହାକୁ ଡ-ର ଅଛି ନା କାହାକୁ ଭ-ୟ କରୁଛନ୍ତି । ନା ଶାଶୁଘର ପରିବାର ଲୋକଙ୍କୁ ଡ-ରୁଛନ୍ତି ନା ହିଁ ନିଜ ସ୍ବାମୀଙ୍କୁ ଭ-ୟ କରୁଛନ୍ତି ।

ତେବେ ବର୍ତ୍ତମାନ ବୋହୁ ଜଣଙ୍କ ଶାଶୂଙ୍କ ଜୀବନ ନେବା ପରେ ଖୋଦ୍ ପୁଅ ନିଜେ ଯାଇ ତାଙ୍କ ମାଙ୍କୁ ତାଙ୍କ ସ୍ତ୍ରୀ ପି-ଟି ପି-ଟି ମା-ରିଦେଇଥିବା ନେଇ ଥା-ନାରେ ଅଭି-ଯୋଗ କରିଛନ୍ତି । ସ୍ବାମୀଙ୍କ ଅଭି-ଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ସାଜିଥିଲେ ଖୁବ୍ ନୃ-ଶଂସ । ଆଉ ନିଜର ହିତାହିତ ଜ୍ଞାନ ଭୁଲି କରିଥିଲେ ଅତି ଅମା-ନୁଷିକ କା-ଣ୍ଡ ।

ଘରୋଇ କଳହରୁ ପ୍ରଥମେ ଶାଶୁ ବୋହୂଙ୍କ ମଧ୍ୟରେ ଝ-ଗଡା ହୋଇଥିଲା ଆଉ ତା ପରେ ବୋହୂର ମା-ଡ଼ରେ ଶାଶୁ ମୃ-ତ୍ୟୁ ବରଣ କରିଥିଲେ । ଆଉ ଏହି ଘଟ-ଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବେଳେ ଏଭଳି ଘ-ଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଓଡ଼ା ଡିହା ଗ୍ରାମରେ ମୃ-ତ ମହିଳା ଜଣଙ୍କ ହେଲେ ଶେଫାଳୀ କର । ତେବେ ଦୀର୍ଘ ଦିନରୁ ଶାଶୁ ବୋହୂଙ୍କ ଭିତରେ ଘରୋଇ କଳହ ଲାଗି ରହୁଥିଲା ।

ଆଉ ଘରେ କେହି ନଥିବା ସମୟରେ କୌଣସି ଏକ କାରଣରୁ ଶାଶୁ ବୋହୂଙ୍କ ଭିତରେ ଝଗ-ଡା ଲାଗିଥିଲା । ତେବେ କୌଣସି କାରଣକୁ କେନ୍ଦ୍ର କରି ବୋହୁ ସଙ୍ଗୀତା ଶାଶୂଙ୍କୁ ମା-ଡ ମା-ରିଥିଲେ । ଆଉ ଏହା ପରେ ଶାଶୂଙ୍କ ହାତ ମୋଡି ଦେଇଥିବାରୁ ଶାଶୁ ତଳେ ପଡିଯାଇଥିଲେ ।

ଆଉ ଶାଶୁ ତଳେ ପଡିଯିବାରୁ ତାଙ୍କ ମଥାରେ ଗୁରୁ-ତର ଆ-ଘାତ ଲାଗିଥିଲା । ଆଉ ଶାଶୁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଆଉ ସେହି ସମୟରେ ତାଙ୍କର ଜୀବନ ଚାଲିଯାଇଥିଲା । ପୂର୍ବରୁ ମଧ୍ୟ ଶାଶୁ ବୋହୁ ଝ-ଗଡା ଲାଗୁଥିଲେ ହେଲେ ଏଥର ଝଗ-ଡା କିନ୍ତୁ ଶଶୁର ଜୀବନ ନେଇଯାଇଥିଲା । ତେବେ ବର୍ତ୍ତମାନ ଏହି ଘ-ଟଣା ସାରା ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *