ଦୁଇ ବର୍ଷ କାଳ କାଳିଆ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଥିଲା ମାଉସୀ ଦେଖୁଥିଲା ।

କାଳିଆ ଲଗେଇ ଦେଲା ମୋ ଦେହରେ କଳଙ୍କର କଳା ଦାଗ । ଦୁଇ ବର୍ଷ କାଳ କାଳିଆ ମୋ ସହିତ ରଖିଲା ଶାରୀ-ରିକ ସ-ମ୍ପର୍କ । ହେଲେ ଏତିକିରେ ବି ତା ମନ ଶାନ୍ତି ହେଲାନି ଯେ ସେ ମତେ ନେଇ ମାଉସୀ ଘରକୁ ଚାଲିଗଲା । ଆଉ ମାଉସୀକୁ ଢାଲ କରି ମତେ ତା ମନ ଇଚ୍ଛା ଦୁଇ ରାତି ଉପଭୋଗ କଲା । ମୋ ଇ-ଜ୍ଜତ ଲୁ-ଟି ସାରିବା ପରେ ମତେ ଛାଡ଼ି ଦେଲା କାଳିଆ ।

ହଁ ବନ୍ଧୁଗଣ ମନିଷା ଆଉ କାଳିଆ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ପ୍ରେମ କରି କାଳିଆ ମନିଷାର ମନ କିଣିବା ପରେ ନିଜ ଇଚ୍ଛା ଅନୁସାରେ ଯେତେବେଳେ ଚାହୁଥିଲା ମନିଷାକୁ ଉପଭୋଗ କରୁଥିଲା । ବିବାହ କରିବା କଥା କହି ନିଜର ସ୍ବାର୍ଥ ପୂରଣ କରି ଚାଲିଥିଲା । ଆଉ ମନୀଷା ଯେହେତୁ କାଳିଆକୁ ଭଲ ପାଉଥିଲା ତେଣୁ ମନିଷା କାଲିଆକୁ ବାରଣ କରୁ ନଥିଲା ।

ଆଉ ଦୁଇ ବର୍ଷ କାଳ କାଳିଆ ଅନେକ ସମୟରେ ମନିଷାକୁ ମନ ଭରି ଉପଭୋଗ କରୁଥିଲା । ଆଉ ସେହି ଦୁଇ ବର୍ଷ ଭିତରେ ଉଭୟଙ୍କ ସ-ମ୍ପର୍କ ବହୁତ୍ ଭଲ ଥିଲା । କେହି କାହାକୁ ନ ଦେଖିଲେ ରହି ପାରୁ ନଥିଲେ । କାଳିଆ ସବୁବେଳେ କହୁଥିଲା ମୁଁ ମନୀଷା କୁ ବିବାହ କରି ସାଥିରେ ଆମ ଘରକୁ ନେଇଯିବି । ମନୀଷା ମଥାରେ ସିନ୍ଦୂର ଦେଇ ସବୁଦିନ ପାଇଁ ନିଜର କରି ନେବି । ମନିଷା ବି କାଳିଆ ନାଁରେ ସିନ୍ଦୂର ପିନ୍ଧିବା ପାଇଁ ଚାତକ ଭଳି ଚାହିଁ ରହିଥିଲା । ତେବେ ଏମିତି କିଛି ଦିନ ସବୁ କିଛି ଠିକ୍ ଠାକ୍ ଚାଲିବା ପରେ ହେଲେ ହଟାତ୍ ମନିଷାର ମନ ବଦଳି ଯାଇଥିଲା ।

କାଳିଆ ଯେତେବେଳେ ମନିଶାଙ୍କୁ ବିବାହ କରିବାର କଥା କହିଥିଲେ । ମନିଷା ସେତେବେଳେ କାଳିଆକୁ ବିବାହ କରିବେ ନାହିଁ ବୋଲି ସିଧା ସଳଖ ମନା କରିଥିଲେ । ଆଉ ତା ପରେ କାଳିଆ ରଚିଥିଲା ଷ-ଡ଼ଯ-ନ୍ତ୍ର । ଆଉ କାଳିଆ ମନିଷାଙ୍କୁ କହିଥିଲା ଯଦି ତୁମେ ମତେ ବିବାହ ନ କରିବ ତେବେ ମୁଁ ଜୀବନ ହାରି ଦେବି । କାଳିଆର ଧମକରେ ଶେଷରେ ମନିଷା ରାଜି ହୋଇଯାଇଥିଲା କଳିଆକୁ ବିବାହ କରିବା ପାଇଁ । ବାପା ମାଆଙ୍କ ଅଜାଣତରେ ମନିଷା ଘରୁ ଗୋଡ ଥିଲା । ଆଉ ତା ପରେ କାଳିଆ ମନିଷା କୁ ନେଇ ମାଉସୀ ଘରକୁ ଚାଲିଯାଇଥିଲା । ଆଉ ମାଉସୀ ଘରେ ପୁଣି ଥରେ ରଚା ଯାଇଥିଲା ଷଡ଼ଯନ୍ତ୍ର ।

କାଳିଆର ମଉସା ଏବଂ ମାଉସୀ ମନିଶାଙ୍କୁ କହିଥିଲେ ତୁମେ ତୁମ ଘରୁ ଆଧାର କାର୍ଡ ନେଇ ଆସ । ଆଉ ମନିଷା ଯେତେବେଳେ ସେମାନଙ୍କ କଥାରେ ରାଜି ହୋଇ ଘରକୁ ଆସି ଆଧାର କାର୍ଡ ପାଇଁ ଘର ଭିତରକୁ ଯାଇଥିଲେ ସେତେବେଳେ ମନିଷା ଙ୍କୁ ଛାଡି ମାଉସୀ ସେହି ସ୍ଥାନରୁ ମାରିଥିଲେ ଚମ୍ପଟ । ଏବେ ନ୍ୟା-ୟ ପାଇଁ ମନିଷା ଗଣମାଧ୍ୟମରେ ମୁଁହ ଖୋଲିଛନ୍ତି ।

କାରଣ ଯାହା ଉପରେ ସେ ଭରଷା କରି ଘରୁ ଗୋଡ କାଢ଼ିଥିଲେ ସେ ତାଙ୍କୁ ଆଜି ଅଧା ବାଟରେ ଧୋ-କା ଦେଇଛନ୍ତି । ଦୁଇ ବର୍ଷ କାଳ ମନିଶାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ଏବେ ନିଜର ସ୍ବାର୍ଥ ପୂରଣ ହେବା ପରେ କାଳିଆ ମା-ରିଛି ଚ-ମ୍ପଟ । ତେବେ ଦେଖିବାକୁ ବାକି ରହିଲା ଆଗକୁ ମନିଷା କୁ ନ୍ୟା-ୟ ମିଳୁଛି ନା ନାହିଁ ।

Leave a Reply

Your email address will not be published. Required fields are marked *