ମା’ ନାମରେ ଲାଗିଲା ପୁଣି କଲଙ୍କର ଛିଟା । ନବଜାତ ଶିଶୁକୁ ଜନ୍ମ କରି ପୁଣି ମ-ରିବାକୁ ଛାଡ଼ି ଦେଇଗଲା ମା’ ।

କୁହାଯାଏ ଦୁନିଆରେ କେହିବି ନିଜର ନୁହଁନ୍ତି କେବଳ ମା’କୁ ଛାଡ଼ି । କାରଣ ଜଣେ ମା’ ନିଜ ଶିଶୁକୁ ନିସ୍ୱାର୍ଥପର ଭାବରେ ପ୍ରେମ କରିଥାଏ । କିନ୍ତୁ ବୋଧହୁଏ ଏହା ସମ୍ପୂର୍ଣ୍ଣ ସତ ନୁହେଁ । କାରଣ ଆଜିକା ଦୁନିଆରେ କେହିବି କାହାର ନୁହେଁ କହିଲେ ଚଳେ । ଆଜିକାଲି କିଛି ମା’ଙ୍କ କାରନାମା ପାଇଁ ପୁରା ମା’ ଜାତି ବଦ-ନାମ ହୋଇ ଯାଉଛି ।

କେଉଁଠି ଜଣେ ମା’ ନିଜ ସନ୍ତାନର ହ-ତ୍ୟା କରୁଛି ତ କେଉଁଠି ନବଜାତ ଶିଶୁକୁ ଛାଡ଼ି ସ୍ୱାର୍ଥପର ହୋଇ ମୁହଁ ବୁଲାଇ ଚାଲି ଯାଉଛି । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି । ଯାହା ଶୁଣିଲେ ଆପଣବି ଦୁଃ-ଖରେ ଭା-ଙ୍ଗି ପଡ଼ିବେ ନିଶ୍ଚୟ ।

ଘଟ-ଣା ଅନୁଯାୟୀ ମୟୁରଭଞ୍ଜ ସାରସକଣା ବ୍ଲକରେ ଏଭଳି ଏକ ସମ୍ବେଦନଶୀଳ ଘଟ-ଣା ଘଟି ଯାଇଛି । ଏକ ଅଞ୍ଚଳରୁ ଜଣେ ଏକ ନବଜାତ ଶିଶୁର ମୃ-ତ ଦେହ ମିଳିଛି । ଯାହାକି ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ରହିଛି । ଘ-ଟଣା ବିଷୟରେ ଶୁଣିବା ମାତ୍ରେ ଲୋକଙ୍କ ର-କ୍ତ ଗରମ ହୋଇ ଯାଉଛି ।

ଏମିତିରେ ମାନବିକତା ଅନୁଯାୟୀ ଲୋକେ କିଭଳି ଜଣେ ମଣିଷକୁ ମ-ରିବାକୁ ଛାଡ଼ିପାରେ । ପୁଣି ଏ ତ ଜଣେ ମା’ ସେ ପୁଣି କିଭଳି ଅପରି କଦ-ର୍ଜ କାମ କରି ପାରିଲା ତାହା ଆଶ୍ଚର୍ଯ୍ୟ ଜନକ ଅଟେ । ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥା-ନା ଅନ୍ତର୍ଗତ ପାଣ୍ଡରା ଗ୍ରାମପଞ୍ଚାୟତ ରୋଳାସାହି ଗ୍ରାମ ନିକଟ ବିଲ ଭିତରେ ଥିବା ଏକ ଶାହାଡ଼ା ଗଛ ମୂଳରେ ଏକ ମୃ-ତ ଶିଶୁ ପୁତ୍ରକୁ ଉ-ଦ୍ଧାର କରାଯାଇଛି ।

ମୃ-ତ ଶିଶୁର ନାଭିରେ ଡାକ୍ତରଖାନାରକ୍ଲିପ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ମୃ-ତ ଶିଶୁ ପୁତ୍ରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସକାଳୁ ଗୋରୁ ଚରାଳି ମାନେ ପ୍ରଥମେ ଏହି ଦୃ-ଶ୍ୟ ଦେଖିବା ପରେ ଝାରପୋଖରିଆ ଥା-ନାରେ ଖବର ଦେଇଥିଲେ ।

ଘଟ-ଣାସ୍ଥଳରେ ପୋ-ଲିସ ପହଞ୍ଚି ମୃ-ତ ଶିଶୁକୁ ଉ-ଦ୍ଧାର କରି ବାରିପଦା ମେଡିକାଲକୁ ପଠାଇ ଦେଇଥିଲା । ତେବେ ବର୍ତ୍ତମାନ ପୋଲି-ସର ଉଦ୍ୟମ ଏହା ଯେ ନବଜାତ ଶିଶୁ ସେହି ସ୍ଥାନକୁ କିଭଳି ଆସିଲା ଏବଂ ସେଠାରେ ଶିଶୁକୁ କିଏ ଏଭଳି ନି-ର୍ଦୋୟ ଭାବରେ ଛାଡ଼ି ଦେଇ ଗଲା । ତେବେ ବର୍ତ୍ତମାନ ଏହି ମାମ-ଲା ଉପରେ ପୋଲି-ସର ତ-ଦନ୍ତ ଜାରି ରହିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *