ଜ୍ୱ-ଳନ୍ତ ପ୍ରେମର ଆଉ ଏକ ଉଦାହରଣ , ମୃ-ତ ପ୍ରେମିକା ମଥାରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ

କୁହାଯାଏ ଆଜି ବି ଦୁନିଆଁରେ ପ୍ରକୃତ ପ୍ରେମ ଜୀ-ବିତ ହୋଇ ରହିଛି । ଆଜି ବି କିଛି ଲୋକ ଅଛନ୍ତି , ଯେଉଁ ମାନେ ପ୍ରକୃତ ପ୍ରେମର ଉଦାହରଣ ଦେଇ ଆସୁଛନ୍ତି ଆଉ କିଛି ଲୋକଙ୍କ କାମ ନିଛୁକ ପ୍ରେମ ବିଷୟରେ ଜଣାଇ ଦେଉଛି । ପ୍ରେମକୁ ଶାଶ୍ଵତ ଆଉ ଚିରନ୍ତନ କୁହା ଯାଇଥାଏ । ସେଥିପାଇଁ ତ ପ୍ରେମରେ ସବୁକିଛି ଠିକ୍ ହୋଇଥାଏ ବୋଲି କୁହା ଯାଇଥାଏ । ତେବେ ଏପରି ଏକ ଘ-ଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପକାଇବ । ଜଣେ ପ୍ରେମିକ ଆଉ ତାଙ୍କ ପ୍ରେମିକାର ଏ ହେଉଛି କାହାଣୀ । ଦୁହିଁଙ୍କ ପ୍ରେମ କେତେ ପ୍ରକୃତ ଥିଲା , ତାହା ଏହି ଘ-ଟଣା ଜଣାଇ ଦେଉଛି ।

ତେବେ ଏହି ଘଟ-ଣା ଶୁଣିବା ପରେ ସାରା ଭାରତରେ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ସତରେ ଆଜି ବି ସେହି ପ୍ରକୃତ ପ୍ରେମ ଅଛି ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ସେହି ଶାହାଜାହାନଙ୍କ ପରେ ଏ ହେଉଛନ୍ତି ଏମିତି ଜଣେ ପ୍ରେମିକ ଯିଏ ନିଜ ପ୍ରେମିକାର ଶେଷ ଇଚ୍ଛା ପୂରଣ କରିବେ ବୋଲି ମଶାଣି ପାଖକୁ ଚାଲି ଯାଇଥିଲେ ଆଉ ସେଠାରେ ସମସ୍ତଙ୍କ ଆଖି ଆଗରେ ଏମିତି କିଛି କା-ଣ୍ଡ କରିଥିଲେ , ଯାହାକୁ ଦେଖିବା ପରେ ସମସ୍ତେ ଅବାକ୍ ହୋଇ ଉଠିଥିଲେ । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ତ୍ରିପୁରା ଜିଲ୍ଲାରେ ।

ସୂଚନା ଅନୁଯାୟୀ , ତ୍ରିପୁରା ଜିଲ୍ଲାର ରୂପା ନାମକ ଜଣେ ଯୁବତୀଙ୍କ ସହିତ ସେହି ଜିଲ୍ଲାର ଓମ୍ ସରକାର ନାମକ ଜଣେ ଯୁବକଙ୍କ ପ୍ରେମ ସଂ-ପର୍କ ରହିଥିଲା । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଆଉ ଦୁହେଁ ନିଜର ଏକ ଦୁନିଆଁ ଗଢ଼ିବା ପାଇଁ ଚାହୁଁଥିଲେ। ରୂପା ସବୁବେଳେ ଓମ୍ କୁ କହୁଥିଲେ କି , କେବେ ସେମାନେ ବିବାହ କରିବେ ଆଉ ଏକାଠି ରହିବେ। ଆଉ ଓମ୍ ତାଙ୍କୁ ସବୁବେଳେ କହିଥିଲେ କି , ଖୁବ୍ ଶୀଘ୍ର ସେ ଦିନ ଆସିବ ଆଉ ଆମେ ବିବାହ କରିବା । କିନ୍ତୁ ସବୁକିଛି ହେବା ଆଗରୁ ସବୁ ସରିଗଲା । କାହିଁକି ନା ରୂପାଙ୍କ ପରିବାର ଲୋକ ପ୍ରେମ ବିରୁ-ଦ୍ଧରେ ଥିଲେ । ଆଉ ଝିଅ କାହାକୁ ଭଲ ପାଉଛି ବୋଲି ସେମାନେ ଜାଣି ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲେ । ଅନେକ ସମୟରେ ସେମାନେ ରୁପାଙ୍କୁ ମା-ଡ଼ ମା-ରୁଥିଲେ ଆଉ ଘରେ ବନ୍ଦ କରି ଦେଉଥିଲେ ।

ଏମିତି କି , ରୃପାଙ୍କ ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ଯାହା ରୂପାଙ୍କୁ ବହୁତ କ-ଷ୍ଟ ଦେଇଥିଲା ଆଉ ରୂପା ଶେଷରେ ଘର ଭିତରେ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ପରିବାର ଲୋକ ରୂପାର ଆ-ତ୍ମହ-ତ୍ୟା ଖବର ଜାଣିବା ପରେ ତୁରନ୍ତ ଶ୍ମ-ଶାନ ପାଖକୁ ନେଇ ଯାଇଥିଲେ ଆଉ ଶ-ବ ସ-ତ୍କାର କରିବା କଥା କହିଥିଲେ । କିନ୍ତୁ ତୁରନ୍ତ ଖବର ପାଇ ପ୍ରେମିକ ଓମ୍ ଯାଇ ସେଠାରେ ପହଞ୍ଚି ଯାଇଥିଲେ ଆଉ ପ୍ରେମିକାର ହାତ ଧରି ଜୋର୍ ସୋର୍ ରେ କା-ନ୍ଦିବାକୁ ଲାଗିଥିଲେ ଆଉ କହିଥିଲେ କି , ତୋର ଶେଷ ଇଚ୍ଛା ମୁଁ ପୁରା କରିବି। ଆଉ ଶେଷ ଇଛା ପୁରା କରିବାକୁ ଯାଇ ସେ ରୁପାଙ୍କ ହାତରେ ଚୁଡ଼ି ପିନ୍ଧାଇବା ସହିତ ମଥାରେ ସିନ୍ଦୂର ଦେଇ ବାହା ହୋଇଥିଲେ ।ତେବେ ଅନ୍ୟ ପକ୍ଷରେ ପ୍ରେମିକ ଓମ୍ ଙ୍କ କହିବା ଅନୁଯାୟୀ ପରିବାର ଲୋକଙ୍କ ପାଇଁ ଆଜି ରୂପା ଆ-ତ୍ମହ-ତ୍ୟା କରି ଦେଇଛନ୍ତି ।ତେଣୁ ସେମାନଙ୍କୁ କଠୋର ଶା-ସ୍ତି ମିଳିବା ଉଚିତ୍ ।

Leave a Reply

Your email address will not be published. Required fields are marked *