ମୋ ନିଦ ଭାଙ୍ଗିଗଲା ରାତିରେ ,ଖଟ ଉପରେ ମୋ ସ୍ତ୍ରୀ ସହ ସ-ମ୍ପର୍କ ରଖୁଥିଲା ମୋରି ସାଙ୍ଗ

ଏପରି ସ୍ତ୍ରୀ ଆପଣ ଆଗରୁ କେବେ ଦେଖି ନ ଥିବେ , ଆଉ ଏପରି ସ୍ତ୍ରୀଙ୍କୁ ଦୁରୁ ଜୁହାର । ଯିଏ ନିଜ ସ୍ୱାମୀଙ୍କ ପଛ ପଟେ ନୁହେଁ ବରଂ ଆଗ ପଟେ ହିଁ ଦେଇ ଚାଲିଥିଲେ ସ୍ବାମୀଙ୍କୁ ଧୋ-କା । ଆଉ ବିଲେଇ ଯେପରି ଲୁ-ଚି ଲୁ-ଚି କ୍ଷୀର ପିଉଥାଏ , ଠିକ୍ ସେହିପରି କାମ କରୁଥିଲେ । ଭାବୁଥିଲେ ନିଜ ସ୍ବାମୀଙ୍କୁ ତାଙ୍କ କଳା କାରନାମା ବିଷୟରେ ଜଣା ପଡ଼ିବ ନାହିଁ ।

କିନ୍ତୁ କୁହାଯାଏ ନା ସତ ବେଶୀ ଦିନ ପର୍ଯ୍ୟନ୍ତ ଲୁ-ଚି ରହେ ନାହିଁ । ଆଉ ଠିକ୍ ତାହା ହିଁ ହୋଇଥିଲା । ଗୋଟି ଗୋଟି କରି ସବୁ ସତ ସାମ୍ନାକୁ ଆସିବାରେ ଲାଗିଥିଲା । ଜଣେ ସ୍ତ୍ରୀଙ୍କ କାହାଣୀ ବିଷୟରେ କହି ଆଖିରୁ ଲୁହ ଝରାଇଛନ୍ତି ସ୍ଵାମୀ । ଭଲ ପାଇ ବିବାହ କରିଥିଲେ ଆଉ ତାଙ୍କ ସହିତ ଦେଖିଥିଲେ କେତେ ଯେ ସ୍ବପ୍ନ । କିନ୍ତୁ କିଛି ପୁରା ହୋଇ ପାରିଲା ନାହିଁ । କାହିଁକି ନା ସ୍ତ୍ରୀ ଚାଲିଗଲା ପର ପୁରୁଷ ସହିତ ।

ତେବେ ବର୍ତ୍ତମାନ ସମୟରେ ଏପରି କିଛି କଥା କହିଛନ୍ତି ଜଣେ ସ୍ଵାମୀ ଆଉ ଜୀବନରେ କେବେ ବି ଯଦି ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ଫେରି ଆସନ୍ତି , ତାଙ୍କୁ ସେ ଆଉ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ ନିଶାରେ ଅଟୋ ଡ୍ରାଇଭର ଅଟନ୍ତି । ଗାଆଁରେ ରହୁଥିବା ସମୟରେ ନିଜ ଘର ଆଗରେ ଏକ ଝିଅକୁ ଭଲ ପାଇ ବସିଥିଲେ ଆଉ ତାପରେ ତାଙ୍କୁ ବିବାହ କରିଥିଲେ ।

ତେବେ ସ୍ତ୍ରୀଙ୍କ ସବୁ ଆଶା ଏବଂ ଇଚ୍ଛା ପୂରଣ କରିବେ ବୋଲି ସ୍ଵାମୀ ନିଜ ସ୍ତ୍ରୀଙ୍କୁ ନେଇ ଭୁବନେଶ୍ବର ବାହାରି ଆସିଥିଲେ । ଆଉ ଏଠାରେ ଅଟୋ ଚଲେଇ ନିଜ ଗୁଜୁରାଣ ମେଣ୍ଟାଇବା ସହିତ ସ୍ତ୍ରୀର ପେଟ ମଧ୍ୟ ପୋଷିଥିଲେ ଆଉ ଖୁସିରେ ମଧ୍ୟ ରହିଥିଲେ । ତେବେ ଏହାରି ମଧ୍ୟରେ ସ୍ଵାମୀ ସ୍ତ୍ରୀଙ୍କ ଜୀବନକୁ ଆସିଥିଲା କୁନି ଝିଅ । ଯାହାକୁ ନେଇ ଆଖିରେ ଆଖିଏ ସ୍ବପ୍ନ ଦେଖିଥିଲେ ସେମାନେ ।

କିନ୍ତୁ ସବୁକିଛି ପୂରଣ ହେବା ଆଗରୁ ଶେଷ ହୋଇଗଲା । କାହିଁକି ନା ସ୍ତ୍ରୀର ମନ ଆଉ ସେହି ସ୍ଵାମୀ ଏବଂ ଝିଅ ପାଖରେ ସୀମିତ ରହିଲା ନାହିଁ । ସ୍ତ୍ରୀ ଆଉ ଜଣେ ବ୍ୟକ୍ତିଙ୍କୁ ଭଲ ପାଇ ବସିଲେ ଆଉ ସେ ଥିଲେ ତାଙ୍କ ସ୍ବାମୀଙ୍କ ସାଙ୍ଗ । ଖାଲି ଏତିକି ନୁହେଁ , ଯେତେବେଳେ ସ୍ଵାମୀ ରାତିରେ ଶୋଇ ପଡୁଥିଲେ , ସେତେବେଳେ ସ୍ତ୍ରୀ ସ୍ଵାମୀଙ୍କ ସାଙ୍ଗକୁ ଘରକୁ ଡାକି ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ।

ଆଉ ଏହି କଥା ସ୍ଵାମୀ ଜାଣି ପାରି ଥିଲେ । ଏହାପରେ ସେମାନଙ୍କୁ ଧରି ପକାଇ ଥିଲେ । କଥା କେବଳ ଏତିକିରେ ଅଟକି ଯାଇ ନଥିଲା । ସ୍ଵାମୀଙ୍କ ଫୋନରେ ହିଁ ସେମାନେ ଫୋଟ ଉଠାଇ ଥିଲେ , ଯାହା ସ୍ବାମୀଙ୍କୁ ଚକିତ କରି ଦେଇଥିଲା । ତେବେ ବର୍ତ୍ତମାନ ଆଉ ଏକ କଥା ଶୁଣିବାକୁ ମିଳିଛି । କଥାଟି ହେଲା ସ୍ତ୍ରୀ ଆଉ ଜଣକ ସହିତ ଲୁ-ଚି ପଳାଇଛି ।

ଯାହା ପରେ ସ୍ଵାମୀ ଆଉ ନିଜକୁ ସମ୍ଭାଳି ପାରି ନାହାଁନ୍ତି। ବାସ୍ ସେ ସିଧା ସିଧା କହି ଦେଇଛନ୍ତି , ଏପରି ସ୍ତ୍ରୀକୁ ସେ ଆଉ କେବେ ପାଖରେ ରଖିବେ ନାହିଁ । ଆଉ କେବେ ତାକୁ ଗ୍ରହଣ ମଧ୍ୟ କରିବେ ନାହିଁ। କେବଳ ଏତିକି ନୁହେଁ , ଯେଉଁ ବ୍ୟକ୍ତିଙ୍କ ସହିତ ସ୍ତ୍ରୀ ଶାରୀ-ରିକ ସ-ମ୍ପର୍କ ରଖିଥିଲେ , ତାଙ୍କ ସହିତ ସ୍ଵାମୀ କଥାବାର୍ତ୍ତା ହୋଇଥିଲେ । ଆଉ ଏପରି କାହିଁକି କରିଲ ବୋଲି ପଚାରି ଥିଲେ ।

ତେବେ ବର୍ତ୍ତମାନ ସେ ଯାହାବି ହେଉ ନା କାହିଁକି ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ସ୍ଵାମୀ । ଆଉ ଜୀବନରେ କେବେ ତାଙ୍କୁ ଗ୍ରହଣ କରିବେ ନାହିଁ । ଏକୁଟିଆ ନିଜ ଝିଅକୁ ନେଇ ରହିବେ ଆଉ ନିଜ ଝିଅକୁ ବଡ ମଣିଷ କରିବାର ଅନେକ ସ୍ବପ୍ନ ଦେଖିଛନ୍ତି ବ୍ୟକ୍ତି ଜଣକ । ଆଉ କେବେ ଭାବିବେ ନାହିଁ ତାଙ୍କର ଗୋଟିଏ ସ୍ତ୍ରୀ ଥିଲା ବୋଲି ସେ ସମସ୍ତଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *