ସାଧାରଣ କଥାରୁ ହୋଇଥିଲା କଥା କଟାକଟି । ଆଉ ତାପରେ ସ୍ତ୍ରୀକୁ ମାର-ଣାସ୍ତ୍ରରେ ହ-ତ୍ୟା କଲା ସ୍ୱାମୀ ।

ବିବାହ ସମୟରେ ଜଣେ ଝିଅ ନିଜ ପରିବାର ଛାଡ଼ି ଆଉ ଏକ ପରିବାରକୁ କେବଳ ନିଜ ସ୍ୱାମୀ ଭରସାରେ ଯାଇଥାଏ । ତେଣୁ ସ୍ୱାମୀ ନିଜ ସ୍ତ୍ରୀର ସବୁ ଦେଖାଶୁଣା କରିବା ଉଚିତ ବୋଲି ମାନା ଯାଇଥାଏ । କିନ୍ତୁ ଯଦି ସେହି ସ୍ୱାମୀ ରାକ୍ଷସ ପାଲଟି ଯାଏ ଏବଂ ନିଜ ସ୍ତ୍ରୀକୁ ନିର୍ଯା-ତନା ଦେଇଥାଏ କିମ୍ବା ହ-ତ୍ୟା କରିବାକୁ ଉଦ୍ୟମ କରେ ତେବେ ଏହାଠାରୁ ଆଉ ଦୁଃ-ଖଦ ଖବର କଣ ହୋଇପାରେ । ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ଏକ ଅତି ଦୁଃ-ଖଦ ଘ-ଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ମାର-ଣାସ୍ତ୍ରରେ ହ-ତ୍ୟା କରିଛି । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥା-ନା ଗଣ୍ଡାପାଞ୍ଚୁ ଗାଁରେ ଘଟି ଯାଇଛି ।

ଯେଉଁଭଳି ଭାବରେ ଏହି ଛାତିଥରା ଘ-ଟଣା ଘଟିଛି ତାହା ଦେଖି ଲୋକେ ସବୁ ଭ-ୟଭୀ-ତ ହୋଇ ଯାଇଛନ୍ତି । ଘ-ଟଣା ଏହା ଯେ ଗଣ୍ଡାପାଞ୍ଚୁ ଗାଁର ସ୍ୱାମୀ ଈଶ୍ୱରୀ ନାୟକ ଏବଂ ସ୍ତ୍ରୀ ଦୁର୍ଲାଭଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଝ-ଗଡ଼ା ଲାଗି ରହୁଥିଲା । ଆଉ ଆଜିବି ସେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କିନ୍ତୁ ସବୁଦିନ ଭଳି ଆଜି ଘ-ଟଣା ଅଧିକ ଉଗ୍ର ରୂପ ନେଇଥିଲା । ଯେଉଁ କାରଣରୁ ସ୍ୱାମୀ ନିଜ ସ୍ତ୍ରୀର ଜୀବନ ନେଇ ଯାଇଛି । ନୃ-ଶଂସ ସ୍ୱାମୀ ଯେତେବେଳେ ସ୍ତ୍ରୀର ଜୀବନ ନେଇଥିଲା ତାପରେ ଧା-ରୁଆ ମାର-ଣାସ୍ତ୍ରକୁ ଧରି ଗାଁ ଗାଁରେ ବୁଲିଥିଲା ଏବଂ ଆ-ତଙ୍କ ଖେଳାଇ ଥିଲା । କୌଣସି କଥାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ।

ତାପରେ ସ୍ୱାମୀ ସ୍ତ୍ରୀର କଥାକୁ ସହି ନପାରି ଘର ଭିତରୁ ଏକ ଧା-ରୁଆ ମାର-ଣାସ୍ତ୍ର ବାହାର କରି ଆଣିଥିଲା । ତାପରେ ବାରମ୍ବାର ଆକ୍ର-ମଣ କରି ଚାଲିଥିଲା । ଘ-ଟଣା ସ୍ଥଳରେ ପୁରୁଣା କଟକ ଥା-ନା ପୋ-ଲିସ ପହଞ୍ଚି ଶ-ବକୁ ଜ-ବତ କରିବା ସହିତ ନୃସିଂହ ସ୍ୱାମୀକୁ ଗି-ରଫ କରିଛି ଏବଂ ଥା-ନାକୁ ନେଇଛି ।

ସେଠାରେ ଅଭି-ଯୁକ୍ତ ନୃ-ଶଂସ ସ୍ୱାମୀକୁ ପୋଲି-ସ ପଚରା ଉଚୁରା କରିଛି । ମୃ-ତକ ଦୁର୍ଲଭାଙ୍କ ଶ-ବକୁ ଜବତ କରି ପୋ-ଲିସ ଶ-ବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଶ-ବ ବ୍ୟବଚ୍ଛେଦର ରି-ପୋର୍ଟ ଆସିବା ପରେ ଯାଇ ଦୁର୍ଲଭାଙ୍କର ଶ-ବ ସ-ତ୍କାର କରାଯିବ । ଆଉ ବର୍ତ୍ତମାନ ଏହି ଘ-ଟଣା ପରେ ପୁରା ଅଞ୍ଚଳରେ ଆ-ତଙ୍କ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *