ବାଲେଶ୍ବରରେ ମା-ତିଛନ୍ତି ଭୂତ ବାହାନଗାରେ ଯାତ୍ରୀଙ୍କୁ କରାଉଛନ୍ତି ଭ-ୟଭୀ-ତ ।

ବାହାନଗାରେ ମା-ତିଛନ୍ତି ଶହ ଶହ ଭୁତ । ସନ୍ଧ୍ୟା ନଇଁଲେ କିମ୍ବା ଟ୍ରେନ ବାହାନଗା ପାଖରେ ପହଞ୍ଚିଲେ ଭୂ-ତ ମାନେ ନେଉଛନ୍ତି ପ୍ରତି-ଶୋଧ । ହଁ ବନ୍ଧୁଗଣ ସେ ଦିନ ଥିଲା କାଳ ଶୁକ୍ରବାର ଜୁନ ୨ ତାରିଖ । ସନ୍ଧ୍ୟା ସମୟରେ ସମସ୍ତେ ସମସ୍ତଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବ୍ୟାକୁଳ ହେଉଥିଲେ । ଏହି ସମୟରେ ଘଟିଥିଲା ଏକ ଭ-ୟଙ୍କର ଦୁର୍ଘ-ଟଣା । ଆଖି ଆଗରେ ମୃ-ତ୍ୟୁ ବରଣ କରିଥିଲେ ଶହ ଶହ ଲୋକେ । ହେଲେ ଅଚାନକ ଏମିତି କେହିବି ମରିବାକୁ ଚାହୁଁ ନଥିଲେ କାରଣ କିଏ ନିଜ ଘରକୁ ଫେରୁଥିଲା ତ ଆଉ କେହି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବ୍ୟସ୍ତ ବିବତ୍ର ହେଉଥିଲା । ହେଲେ କର ମଣ୍ଡଳ ସେ ଦିନ କାଳ ସାଜି କରିଥିଲା ଲୌହ ଦାନବ ର-କ୍ତର ଭୋଜି ।

ତେବେ ସେହି ଗୋଟିଏ ବିରାଟ ଦୁର୍ଘ-ଟଣାରେ ୨୮୮ ଜଣ ପ୍ରା-ଣ ବିକଳରେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବି ପାରି ନଥିଲେ । ଆଉ ସେହି ଠାରେ ହିଁ ସେ ମୃ-ତ୍ୟୁ ବ-ରଣ କରିଥିଲେ । ତେବେ ଏହାର କିଛି ଦିନ ପରେ ପୁଣି ଆଉ ଏକ ଛୋଟ ଦୁର୍ଘ-ଟଣା ଘଟିଥିଲା ଯାହା ସମସ୍ତଙ୍କ ମନରେ ଭ-ୟ ସୃଷ୍ଟି କରାଇ ଦେଇଥିଲା । ଯାତ୍ରୀ ମାନେ ଭ-ୟଭୀ-ତ ହୋଇ ଟ୍ରେନ ରୁ ଓହ୍ଲାଇ ପଡ଼ିଥିଲେ । ଏବଂ ତା ପରେ ଜଣା ପଡିଥିଲା କି ଟ୍ରେନ ରେ ଥିବା ସମସ୍ତ ଯାତ୍ରୀ ସୁର-କ୍ଷିତ ଅଛନ୍ତି ।

ବାହାନଗା ଟ୍ରେନ ଦୁର୍ଘ-ଟଣା ପରେ ଗୋଟିଏ ପରେ ଗୋଟିଏ ଟ୍ରେନ ଦୁର୍ଘ-ଟଣା ମାନ ଘଟି ଚାଲିଛି । ଟ୍ରେନରେ ଯାତ୍ରା କରିବାକୁ ଯାତ୍ରୀ ମାନେ ଆଉ ସୁର-କ୍ଷିତ ଭାବୁ ନାହାଁନ୍ତି । ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ମାନେ ଏବେ ସବୁବେଳେ ଭଗବାନଙ୍କୁ ଡାକୁଛନ୍ତି । କାରଣ ଯାତ୍ରୀ ମାନେ କହୁଛନ୍ତି ଟ୍ରେନ ଯେତେବେଳେ ବାହାନଗା ଷ୍ଟେସନ ନିକଟତର ହେଉଛି ସେହି ସମୟରେ ଭ-ୟରେ ଛାତି ଥରି ଯାଉଛି । ବାହାନଗା ରେଳ ଦୁର୍ଘ-ଟଣାରେ ମୃ-ତ୍ୟୁ ବ-ରଣ କରିଥିବା ଲୋକଙ୍କ କଥା ଆଖି ଆଗରେ ନାଚି ଉଠୁଛି । ଆଉ ବାହାନଗା ରେଳ ଦୁର୍ଘ-ଟଣା ପରେ ଭୂତ ମାନେ ନେଉଛନ୍ତି ପ୍ରତି-ଶୋଧ ।

ହଁ ବନ୍ଧୁଗଣ ଯାତ୍ରୀ ମାନଙ୍କ ମନରେ ଭ-ୟ ଏଥି ପାଇଁ ବସା ବାନ୍ଧିଛି କି ଯାତ୍ରୀ ମାନେ ଜାଣି ସାରିଲେଣି । କି ବାହାନଗା ରେଳ ଦୁର୍ଘ-ଟଣା ପରେ ବାହାନଗା ଆଖ ପାଖ ରେ ଅନେକ ଦୁର୍ଘ-ଟଣା ମାନ ଘଟି ସାରିଲାଣି । କେତେବେଳେ ଯାତ୍ରୀ ବାହି ଟ୍ରେନରୁ ନି-ଆଁ ବାହାରୁଛି ତ ଆଉ କେତେବେଳେ ଟ୍ରେନ ତଳେ ଚାପି ହୋଇ କିଏ ମୃ-ତ୍ୟୁ ବରଣ କରୁଛନ୍ତି । ଲୋକେ କହୁଛନ୍ତି ବର୍ତ୍ତମାନ କେବଳ ଜୀବନ ବିକଳରେ ଟ୍ରେନରେ ଯାତ୍ରା କରିବାକୁ ପଡୁଛି ସିନା ହେଲେ ଭୂତଙ୍କ କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି ।

Leave a Reply

Your email address will not be published. Required fields are marked *