ପର-କୀୟା ପ୍ରୀ-ତିକୁ ସ-ନ୍ଦେହ କରି ୨ ବର୍ଷ ତଳେ ନିଜ ସ୍ତ୍ରୀର ବେକ କା-ଟି ହ-ତ୍ୟା କରିଥିଲା ସ୍ୱାମୀ । ଆଉ ବର୍ତ୍ତମାନ ଘ-ଟଣା ସାମ୍ନାକୁ ଆସିବା ପରେ ହେଲା କିଛି ଏଭଳି ।

୨ ବର୍ଷ ତଳେ ସ୍ତ୍ରୀର ବେକ କା-ଟି ହ-ତ୍ୟା କରିଥିଲା ପବିତ୍ର ଖୁଣ୍ଟିଆ । ସେହିଦିନ ଠାରୁ ପୋ-ଲିସ ମଧ୍ୟ ଅଭି-ଯୁକ୍ତକୁ ଖୋଜୁଥିଲେ ହେଁ ତାର ସ-ନ୍ଧାନ ପାଇ ନଥିଲା । ଆଉ ବର୍ତ୍ତମାନ ଅଭି-ଯୁକ୍ତ ନିଜେ ବର୍ତ୍ତମାନ କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ କହିଛନ୍ତି ଯେ କିଭଳି ନିଜ ସ୍ତ୍ରୀର ବେକ କା-ଟି ତାକୁ ନି-ର୍ମମ ଭାବରେ ହ-ତ୍ୟା କରିଥିଲା ଅଭି-ଯୁକ୍ତ । ଖାଲି ସେତିକି ନୁହେଁ ନିଜ କୁନି ପୁଅକୁ ମଧ୍ୟ ମା-ରିବାକୁ ଚାହିଁଥିଲା କିନ୍ତୁ ସେ ବର୍ତ୍ତି ଯାଇଥିଲା । ପୁରା ହ-ତ୍ୟା ଘ-ଟଣା ନିଜ ମୁହଁରେ ବଖାଣିବା ସହିତ ଅଭି-ଯୁକ୍ତ ଏହା ମଧ୍ୟ କହିଥିଲା ଯେ ଓଡ଼ିଶା ପୋ-ଲିସ ଦୁଇ ବର୍ଷ ସୁଦ୍ଧା ବି ତାକୁ ଧରି ପାରିଲା ନାହିଁ ।

ଆଉ ସେ ଟା-ର୍ଗେଟ ମଧ୍ୟ ଦେଇଥିଲା ଯେ ସେ ଟ୍ରେନରେ ବାଙ୍ଗାଲୋର ଯିବା ପୂର୍ବରୁ ବି ପୋ-ଲିସ କୁଆଡ଼େ ତାକୁ ଧରି ପାରିବ ନାହିଁ । ବର୍ତ୍ତମାନ କିନ୍ତୁ ପୋ-ଲିସ ଆକ୍ସନ ମୋଡ଼କୁ ଆସି ଅଭି-ଯୁକ୍ତକୁ ଗି-ରଫ କରିଛି । ତେବେ କହି ରଖିବୁ ଯେ ଏହି ହ-ତ୍ୟାରେ କେବଳ ସେ ଜଣେ ନୁହେଁ ତାର ଭାଇ ବସନ୍ତ ଖୁଣ୍ଟିଆ ମଧ୍ୟ ସାମିଲ ଥିବା ସାମ୍ନାକୁ ଆସିଛି । ଏହା ଜାଣିବାକୁ ମିଳିଛି ଯେ ପବିତ୍ରର ପୁଅ କୁଆଡ଼େ ନିଜ ଔରସରୁ ନୁହେଁ ସ-ନ୍ଦେହ କରି ନିଜ ବଡ଼ ଭାଇ ବସନ୍ତକୁ କଲ କରି ଡାକିଥିଲା । ଏହାପରେ ନିଜ ସ୍ତ୍ରୀକୁ ପବିତ୍ର ଜଙ୍ଗଲକୁ ନେଇ ଯାଇଥିଲା ଏବଂ ସେଠାରେ ବେକ କା-ଟି ହ-ତ୍ୟା କରିଥିଲା ।

ବର୍ତ୍ତମାନ ପୋ-ଲିସ ଦୁଇ ଅଭି-ଯୁକ୍ତକୁ ଗି-ରଫ କରିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜମ୍ବୁ ଅଞ୍ଚଳରେ ଏଭଳି ଏକ ଘ-ଟଣା ଘଟିଥିଲା । ମାର୍ଶାଘାଇ ଅନ୍ତର୍ଗତ ଖାମୁଗଡ଼ବିନ୍ଧା ଗାଁର ପବିତ୍ର ଖୁଣ୍ଟିଆ ରଙ୍ଗ ନମ୍ବରରେ ଗପୁଥିଲେ । କେଉଁଝର ଜିଲ୍ଲାର ଡାହାଙ୍ଗହାଟ ଗ୍ରାମର ସୋନାଲି ବେହେରାଙ୍କୁ ପ୍ରେମ କରି ବସିଥିଲେ । ଦୁହିଁଙ୍କ ମଧ୍ୟରେ ରୋଙ୍ଗ ନମ୍ବରରେ ପ୍ରେମ ହୋଇଥିଲା ଏବଂ ବିବାହ ପରେ ୮ ବର୍ଷର ଘର ସଂସାର । ମାତ୍ର ପର-କିୟା ପ୍ରୀ-ତି ସନ୍ଦେ-ହରେ ପରେ ସ୍ୱାମୀ ନିଜ ବଡ଼ ଭାଇ ବସନ୍ତ ଖୁଣ୍ଟିଆ ସହିତ ମିଶି ବାହାନା କରି ସ୍ତ୍ରୀକୁ ୨୦୨୧ ଜାନୁଆରୀ ୨୫ ରେ ଜମ୍ବୁର ଜଙ୍ଗଲକୁ ନେଇ ସେଠାରେ ବେକ କା-ଟି ହ-ତ୍ୟା କରିଥିଲେ ।

ସେ ନିଜ ସ୍ତ୍ରୀର ବେକ କା-ଟି ତାକୁ ହ-ତ୍ୟା କରିଥିଲା । ୨ ବର୍ଷ ପରେ ବିଶିଷ୍ଟ ସୂତ୍ରରୁ ଖବର ପାଇ ଦେହୁରିଆ ପୋ-ଲିସ ଅଭି-ଯୁକ୍ତ ସ୍ୱାମୀ ପବିତ୍ର ଖୁଣ୍ଟିଆ ଏବଂ ଦେଢଶୁର ବସନ୍ତ ଖୁଣ୍ଟିଆକୁ ଗି-ରଫ କରିଛି । ଏହାସହିତ ଏକ ସୁନା ଲକେଟ ଏବଂ ଛୁ-ରୀ ମଧ୍ୟ ଜ-ବତ କରାଯାଇଛି ।

Leave a Reply

Your email address will not be published. Required fields are marked *