ଝିଅର ବାପା ଆଗରେ ସ୍ୱାମୀ ଜୋର ଜବ-ରଦସ୍ତ ରଖୁଛି ଶାରୀ-ରିକ ସ-ମ୍ପର୍କ । ସବୁଦିନ ମ-ଦ ଆଉ ଗ-ଞ୍ଜେଇ ପିଇ ଆସି……..

ସ୍ୱାମୀ ସ୍ତ୍ରୀ ମଧ୍ୟରେ ସ-ମ୍ପର୍କ ଖୁବ ପବିତ୍ର ହୋଇଥାଏ । କିନ୍ତୁ ସେହି ମଧ୍ୟରେ ଶାରୀ-ରିକ ସମ୍ପର୍କ କୌଣସି ଜୋର ଜବ-ରଦସ୍ତ ରଖା ଯାଉଥିବା ସ-ମ୍ପର୍କ ନୁହେଁ । ଯଦି ଏଭଳି କେହି କରେ ତେବେ ତାହା ଧ-ର୍ଷଣ ଏବଂ ବଳା-ତ୍କାର ମାମ-ଲା ହେବ । ଆଉ ବର୍ତ୍ତମାନ ସମୟରେ ଏଭଳି ଘ-ଟଣା ଏକାଧିକ ଶୁଣିବାକୁ ମିଳୁଛି ।

ଆଉ କିଛି ଘଟ-ଣାରେ ପୀ-ଡ଼ିତ ମହିଳା କିମ୍ବା ପୁରୁଷ ଲୋକ ଲ-ଜ୍ଜ୍ୟାରେ ମୁହଁ ଖୋଲୁ ନାହାଁନ୍ତି । ଆଉ କିଛି ଲୋକ ସବୁକୁ ସହ୍ୟ କରି ପରିବାର ବଞ୍ଚାଇବାକୁ ରହି ଯାଉଛନ୍ତି । ଆଉ ବର୍ତ୍ତମାନ ସମୟରେ ଜଣେ ମହିଳାଙ୍କୁ ଏଭଳି ଅ-ତ୍ୟାଚା-ର ଅଟେ ଅସହ୍ୟ ହୋଇଛି ଯେ ସେ ଆଉ ନିଜକୁ ଅଟକାଇ ପାରି ନାହିଁ ଏବଂ ସିଧା ଯାଇ ନିଜ ସ୍ୱାମୀ ନାଁରେ ଥାନାରେ ଏକ ଲିଖିତ ମାମ-ଲା ରୁ-ଜ୍ଜୁ କରିଛି ।

କହିରଖିବୁ ଯେ ଜଣେ ବିବାହିତା ମହିଳା ବଳାଙ୍ଗୀ ଥା-ନାରେ ନିଜର ସ୍ୱାମୀଙ୍କ ନାମରେ ବଳାତ୍କାର ଏବଂ ଶାରୀ-ରିକ ନିର୍ଯା-ତନାର ଅଭି-ଯୋଗ ଦେଇଛନ୍ତି । ଯାହାକି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । ସ୍ତ୍ରୀ ଥା-ନାରେ ଅଭି-ଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରତିଦିନ ଛକରୁ ମ-ଦ ଏବଂ ଗ-ଞ୍ଜେଇ ଟାଣି ଘରକୁ ଆସୁଛନ୍ତି ।

ଆଉ ସ୍ତ୍ରୀ ଉପରେ ଶାରୀ-ରିକ ଅ-ତ୍ୟାଚା-ର କରୁଛନ୍ତି । ଖାଲି ଯେ ଶାରୀ-ରିକ ଅ-ତ୍ୟାଚା-ର ତାହା ନୁହେଁ ଜୋର ଜବ-ରଦସ୍ତ ସ୍ତ୍ରୀ ସହିତ ଶାରୀ-ରିକ ସ-ମ୍ପର୍କ ରଖୁଛି । ତାହା ପୁଣି ସ୍ତ୍ରୀର ତ-ଣ୍ଟି ଚି-ପି ଗାମୁଛାରେ ଗୋଡ଼ ହାତ ବାନ୍ଧି ଅତି ନୃ-ଶଂସ ଭାବରେ ସ୍ୱାମୀ ଏପରି କା-ଣ୍ଡ ଘଟାଉଛି ।ଏହାକୁ ନେଇ ସ୍ତ୍ରୀ ଯେତେ ବି-ରୋଧ କଲେ ବି ସ୍ୱାମୀ ମାନି ନାହିଁ । ଏପଟେ ମହିଳାଙ୍କ ବାପା ଥିବା ସମୟରେ ମଧ୍ୟ ରାମଚନ୍ଦ୍ର ମଲିକ ଏଭଳି କାମ କରୁଥିବା କହିଛନ୍ତି ମହିଳାଙ୍କ ବାପା ।

ଆଉ ଯେତେବେଳେ ଶ୍ୱଶୁର ମନା କରିଥିଲେ ଏଭଳି କରିବାକୁ ସେତେବେଳେ ତାଙ୍କୁ ମଧ୍ୟ ମା-ଡ଼ ମା-ରିଥିବା କହିଛନ୍ତି ମହିଳା ଏବଂ ତାଙ୍କ ବାପା । ପ୍ରତିଦିନ ମ-ଦ ଗ-ଞ୍ଜେଇ ଟାଣିବା ସହିତ ଶାରୀ-ରିକ ସ-ମ୍ପର୍କ ରଖିବାକୁ ପାଗଳ ହୋଇ ଯାଉଛନ୍ତି ରାମଚନ୍ଦ୍ର ମଲିକ । କିନ୍ତୁ ମହିଳା ଆଉ ତାହାକୁ ସହ୍ୟ କରି ନପାରି ବଳାଙ୍ଗୀ ଥା-ନାରେ ଅଭି-ଯୋଗ କରିଛନ୍ତି । ବର୍ତ୍ତମାନ ମହିଳା ଏବଂ ତାଙ୍କ ବାପା ଅଭି-ଯୁକ୍ତକୁ ଉଚିତ ଦ-ଣ୍ଡ ସହିତ ନ୍ୟା-ୟ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *