ଭୁବନେଶ୍ବରରେ ଏକ ଲଜ ଭିତରୁ ସ୍ତ୍ରୀ ଆଉ ପ୍ରେମିକଙ୍କୁ ଧରିଲା ସ୍ୱାମୀ ।

ମତେ ଧୋ-କା ଦେଲା ମୋ ସ୍ତ୍ରୀ । କେବଳ ସ୍ତ୍ରୀ ନୁହେଁ ମୋ ସ୍ତ୍ରୀ ଆଉ ପଡୋଶୀ ଭାଇ ମିଶି ମତେ ଧୋ-କା ଦେଇ ଦେଲେ । ଭାଉଜ ଭାଉଜ ଡାକି ପାଖ ପଡୋଶୀ ଘର ଯୁବକ ଆମ ଘରକୁ ଆସୁଥିଲା । ମୋ ସ୍ତ୍ରୀ ସହ କଥା ହେଉଥିଲା ମୋ ସ୍ତ୍ରୀ ସାଥିରେ ମିଶୁଥିଲା । ଆଉ ମତେ ଭାଇ ମୋ ସ୍ତ୍ରୀକୁ ଭାଉଜ ବୋଲି କହୁଥିଲା । ହେଲେ ମୁଁ ଜାଣିନି ମୋ ପଛ ପଟେ ମୋ ସ୍ତ୍ରୀ ଆଉ ସେ ଯୁବକ ଏମିତି କା-ଣ୍ଡ କରୁଥିଲେ ମତେ ଜଣା ନଥିଲା । ସ୍ବାମୀ କହୁଛି ମୋ ସ୍ତ୍ରୀ ଆଉ ପଡୋଶୀ ଘର ଯୁବକ ମତେ ଧୋ-କା ଦେଇ ଦେଲେ । ମୋ ସ୍ତ୍ରୀ ମତେ ଛାଡ଼ି ଦିଅର ପ୍ରେମରେ ପାଗେଲି ସାଜିଲା । ଆଉ ମୁଁ ଶେଷରେ ତାଙ୍କୁ ଏପରି ଭାବରେ ଧରି ନେଲି ।

ହଁ ଆଜ୍ଞା ଘରୁ ସ୍ବାମୀ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଫେ-ରାର ହୋଇଯାଇଥିବା ସ୍ତ୍ରୀ ଆଉ ଦିଅରକୁ ପୋ-ଲିସ ସହାୟତାରେ ଭୁବନେଶ୍ବରର ଏକ ହୋଟେଲ ଲଜ୍‌ରୁ ଉଭୟଙ୍କୁ କାବୁ କରିଛି ସ୍ବାମୀ । ଆଉ ଏହି ଘ-ଟଣା ପୁରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଖୋର୍ଦ୍ଧା ଜିଲା ଜଙ୍କିଆ ଅଞ୍ଚଳର ବଳରାମ ଜେନା । ପେଷାରେ ଓଲା ଡ୍ରାଇଭର । ବଲରାମ ୨୦୧୭ ମସିହାରେ ପ୍ରେମିକାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଵିଵାହ ପରେ ସ୍ତ୍ରୀକୁ ଘରେ ଛାଡ଼ି ଭୁବନେଶ୍ବର ଆସି ଡ୍ରାଇଭର କାମ କରନ୍ତି ବଳରାମ । ଆଉ ଏହାର ସୁଯୋଗ ନେଇ ପଡୋଶୀ ଘରର ବିଭୁତି ପାଇକରାୟ ନିକଟତର ହୋଇଥିଲେ ।

ଦିଅର ପ୍ରେମରେ ଭାଉଜ ଏମିତି ଉବୁଟୁବୁ ହେଉଥିଲେ ଯେ ଶେଷରେ ଘର ଲୋକଙ୍କ ଅଜାଣତରେ ଘରୁ ପଳେଇ ଆସିଥିଲେ ସ୍ତ୍ରୀ । ସାଙ୍ଗରେ ଘରୁ ଆସିବା ବେଳେ ବଳରାମ ଦେଇଥିବା ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋ-ରି କରି ନେଇ ଆସିବା ସହ ୪ବର୍ଷର ପୁଅକୁ ଧରି ଉଭାନ ହୋଇଯାଇଥିବା ଜଙ୍କିଆ ଥା-ନାରେ ଅଭି-ଯୋଗ କରିଥିଲେ ବଳରାମ । ଆଉ ଏହା ପରେ ସ୍ବାମୀ କୌଣସି ସୂତ୍ରରୁ ଜାଣିଥିଲେ ଯେ ସ୍ତ୍ରୀ ହୋଟେଲ ଭିତରେ ପ୍ରେମିକ ଦିଅର ସହ ଅଛନ୍ତି । ଆଉ ଏହା ପରେ ଏନେଇ କ୍ୟାପିଟାଲ ଥା-ନା ପୋଲି-ସକୁ ଜଣାଇବା ପରେ ପିସିଆର ସହ ବିଳମ୍ବିତ ରାତିରେ ଲଜର ୧୫ ନମ୍ବର ରୁମରେ ପହଂଚିଥିଲେ l

ଆଉ ହୋଟେଲ ରୁମ କବାଟ ଖୋଲିଲା ବେଳକୁ ସ୍ତ୍ରୀ ଓ ବିଭୁତି ଅସଂ-ଯତ ଅବସ୍ଥାରେ ଧ-ରା ପଡ଼ିଥିଲେ । ଘରୁ ଆଣିଥିବା ସୁନା ଗହଣା ମଧ୍ୟ ହୋଟେଲ ରୁମରୁ ଜ-ବତ କରିଛି ପୋ-ଲିସ । ଦିଅର ଭାଉଜଙ୍କୁ ଏପରି ଅସଂ-ଜତ ଅବସ୍ଥାରେ ଦେଖି ପାଗଳ ହୋଇଯାଇଥିଲା ସ୍ବାମୀ । ଆଉ ଶେଷରେ ବଳରାମଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକକୁ ଥା-ନାରେ ଅଟକ ରଖି ପଚ-ରାଉ-ଚରା କରିଥିଲା କ୍ୟାପିଟାଲ ପୋ-ଲିସ ।

Leave a Reply

Your email address will not be published. Required fields are marked *