ସୀମା ହାଇଦର ନାମରେ ଅଭି-ଯୋଗ ଆଣିଲେ ସ୍ଵାମୀ , ମିଳି ପାରେ ଫା-ଶୀ ଦ-ଣ୍ଡ

ସାରା ଭାରତରେ ପରିଚିତ ହୋଇ ଯାଇଥିବା ପାକିସ୍ତାନୀ ମହିଳା ହେଉଛନ୍ତି ସୀମା ହାଇଦର । ଯିଏ ନିଜ ସ୍ବାମୀଙ୍କୁ ଛାଡି ଦେଇ ନିଜ ପ୍ରେମିକ ପାଇଁ କରାଚି ରୁ ଆସି ଭାରତର ନୋଏଡା ଠାରେ ପହଞ୍ଚି ଯାଇଛନ୍ତି ।ଆଉ ସାଙ୍ଗରେ ନିଜର ଚାରି ପିଲାଙ୍କୁ ମଧ୍ୟ ନେଇ କରି ଆସି ଯାଇଛନ୍ତି । ତେବେ ସୀମା ଜଣେ ପାକିସ୍ତାନୀ ଗୁଇନ୍ଦା ବୋଲି ସମସ୍ତଙ୍କ ମନରେ ସ-ନ୍ଦେହ ରହିଥିଲା । ଆଉ ଏଥିପାଇଁ ତାଙ୍କୁ ଅନେକ ଯାଞ୍ଚ କରାଯିବା ସହିତ ସିବିଆଇ ଜେରା ମଧ୍ୟ କରା ଯାଇଥିଲା । ଯାହା ପରେ ସେ ସତରେ ନିଜ ପ୍ରେମିକ ସଚିନ ପାଇଁ ଭାରତ ଆସିଛନ୍ତି ବୋଲି ଜଣା ପଡିଥିଲା ।

ତେବେ ବର୍ତ୍ତମାନ ସମୟରେ ସୀମା ନିଜ ପ୍ରେମିକ ସଚିନ ଆଉ ଚାରି ପିଲାଙ୍କୁ ନେଇ ଉତ୍ତରପ୍ରଦେଶ ନୋଏଡାରେ ରହୁଛନ୍ତି । ସୀମାଙ୍କୁ ଆଉ ଭାରତରେ ସ-ନ୍ଦେହ କରା ଯାଉ ନାହିଁ । ତାଙ୍କର ଅନେକ ସାକ୍ଷାତକାର ମଧ୍ୟ ନିଆ ଯାଇଛି । ଅନେକ ସମୟରେ ତାଙ୍କୁ ଭାରତୀୟ ପୋଷାକରେ ଜଣେ ହିନ୍ଦୁ ଭାବରେ ସଜେଇ ହୋଇଥିବାର ଦେଖା ଯାଇଛି । ଏପରିକି ଅଗଷ୍ଟ ୧୫ ରେ ତାଙ୍କୁ ଜାତୀୟ ସଙ୍ଗୀତ ଗାଉଥିବାର ମଧ୍ୟ ଦେଖା ଯାଇଥିଲା । ଯାହା ପରେ ତାଙ୍କୁ ଚଳଚିତ୍ର ପାଇଁ ମଧ୍ୟ ଅଫର ଆସିଛି ।

ଅନ୍ୟ ପକ୍ଷରେ ଏପଟେ ସିନା ସୀମା ନିଜ ପ୍ରେମିକ ସଚିନ ଆଉ ଚାରି ପିଲାଙ୍କ ସହିତ ଖୁସିରେ ଅଛନ୍ତି । କିନ୍ତୁ ସେପଟେ ସୀମାଙ୍କ ସ୍ଵାମୀଙ୍କ ମନରେ ଲାଗିଛି ନି-ଆଁ । ସେ ନିଜ ସ୍ତ୍ରୀଙ୍କ ଏପରି କା-ଣ୍ଡକୁ ପ୍ରଶୟ ଦେଇ ନାହାନ୍ତି । ଆଉ ସେ ସିମାଙ୍କ ନାମରେ ଆଣିଛନ୍ତି ସାଂଘା-ତିକ ଅଭି-ଯୋଗ। ସୀମା ତାଙ୍କ ଚାରି ପିଲାଙ୍କୁ ଲୁ-ଚାଇ ନେଇ ପଳାଇ ଯାଇଛନ୍ତି ବୋଲି ଗୁଲାମ ହାଇଦର କହିଛନ୍ତି । ବର୍ତ୍ତମାନ ସେ ସୀମାଙ୍କ ବିରୁ-ଦ୍ଧରେ ଅଦା-ଲତକୁ ଯିବେ ଆଉ ମାମ-ଲା ଲ-ଢ଼ିବେ । ଆଉ ଶୁଣିବାକୁ ମିଳିଛି କି , ଏଥିପାଇଁ ସେ ନିଜ ଓକିଲ ମଧ୍ୟ ଠିକ୍ କରି ସାରିଛନ୍ତି ।

ଆଉ ଯଦି ଗୁଲାମ୍ ଏହିପରି କାମ କରନ୍ତି , ତେବେ ସୀମାଙ୍କୁ ଫା-ଶୀ ଦ-ଣ୍ଡ ମିଳି ପାରେ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ଅନ୍ୟ ପକ୍ଷରେ ଗୁଲାମ କହିଛନ୍ତି କି , ତାଙ୍କ ପିଲା ମାନେ ବଡ ହେବେ ଆଉ ଦିନେ ନା ଦିନେ ନିଜ ମାଆର ଏପରି କାମ ପାଇଁ ନିଶ୍ଚିତ ଭାବରେ ପ୍ରତି-ଶୋଧ ନେବ ବୋଲି କହିଛନ୍ତି ।ତେବେ ଦେଖାଯାଉ ଆଗକୁ କଣ ହେଉଛି ଆଉ ସୀମା ହାଇଦରଙ୍କୁ ପ୍ରକୃତରେ ଦ-ଣ୍ଡ ମିଳୁଛି କି ନାହିଁ ।

Leave a Reply

Your email address will not be published. Required fields are marked *