ଶ-ବ ସହ ଦୁ-ଷ୍କର୍ମ କଲା ସଫେଇ କର୍ମଚାରୀ , ତାପରେ ଯାହା ହେଲା …..

ସାରା ବିଶ୍ବରେ ମହିଳାଙ୍କ ପ୍ରତି ଶାରୀ-ରିକ ନିର୍ଯା-ତନା ବଢ଼ି ବଢି ଚାଲିଛି । ଆଉ ତା ବ୍ୟତୀତ ଦୁ-ଷ୍କର୍ମ ମାମ-ଲା ମଧ୍ୟ କିଛି ପଛରେ ନାହିଁ । ଦିନକୁ ଦିନ ଏହି ମାମ-ଲା ବଢ଼ି ବଢି ଚାଲିଛି ଆଉ ଛୋଟ ଠାରୁ ଆରମ୍ଭ କରି ବଡ ମାନଙ୍କୁ ଛାଡୁ ନାହାଁନ୍ତି ଏହି ଦୁଷ୍କ-ର୍ମକାରୀ ମାନେ । ତେବେ ପୁଣି ଥରେ ଏପରି ଏକ ଛାତିଥରା ଘଟ-ଣା ସାମ୍ନାକୁ ଆସିଛି , ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ । ଜଣେ ସଫେଇ କର୍ମଚାରୀ ଜଣେ ଯୁବତୀଙ୍କ ଶରୀରକୁ ଛିନଭିନ କରି ଝୁଣି ପକାଇଛନ୍ତି ।

ତେବେ ଘଟ-ଣାଟି ମୁମ୍ବାଇର କୋୱାଇରେ ଘଟିଛି । ସୂଚନା ଅନୁଯାୟୀ , ରୂପା ଲବରେ ନାମକ ଜଣେ ଯୁବତୀ ଏୟାରହୋଷ୍ଟେଶ ପାଇଁ ଟ୍ରେନିଂ ମୁମ୍ବାଇରେ ରହି ନେଉଥିଲେ । ଆଉ ଯାହାଙ୍କ ଘର ଛତିଶଗଡ଼ର ରାୟପୁର ଅଞ୍ଚଳରେ । ତେବେ ଏକୁଟିଆ ସେ ଏକ ଭଡ଼ା ଘରେ ରହୁଥିଲେ । ଯେଉଁଠିକି ସଫେଇ କର୍ମଚାରୀ ଭାବରେ ବିକ୍ରମ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଆସୁଥିଲେ । ତେବେ ରୂପା ଦେଖିବା ପାଇଁ ଏତେ ସୁନ୍ଦର ଥିଲେ ଯେ , ବିକ୍ରମ ତାଙ୍କୁ ଭଲ ପାଇ ବସିଥିଲା । ଆଉ ତାଙ୍କ ଶରୀର ବେଶି ପସନ୍ଦ ଥିଲା । ଯାହାକୁ ସେ ନିଜର କରିବା ପାଇଁ ଚାହୁଁଥିଲା ।

କିନ୍ତୁ ସେ ଭଲ ଭାବରେ ଜାଣିଥିଲା କି , କେବେ ବି ରୂପା ତାର ହୋଇପାରିବେ ନାହିଁ । ତଥାପି ତାର ଲୋଭ ରୁପାଙ୍କ ଉପରେ ରହିଥିଲା । ଆଉ ସବୁଦିନ ଭଳି ସେଦିନ ପାଇଁ ଘରୁ ଯୋଜନା କରି ଆସିଥିଲା କି , ସର୍ବ ପ୍ରଥମେ ରୁପାଙ୍କୁ ପ୍ରପୋଜ କରିବ ଆଉ ଯଦି ସେ ନ ମାନିବେ , ତେବେ ପ୍ରଥମେ ତାଙ୍କୁ ହ-ତ୍ୟା କରିବ ଆଉ ତାପରେ ତାଙ୍କୁ ଦୁ-ଷ୍କର୍ମ କରି ଚାଲି ଆସିବ । ଆଉ ତାହା ମଧ୍ୟ କରିଥିଲା , ନିଜ ଯୋଜନା ମୁତାବକ ଘରୁ ବାହାରି ଯାଇଥିଲା ସେ । ଆଉ ରୂପାଙ୍କ ଘରେ ପହଞ୍ଚି ପ୍ରଥମେ ପ୍ରେମ ନିବେଦନ କରିଥିଲା କିନ୍ତୁ ଯାହାକୁ ମନା କରି ଦେଇଥିଲେ ରୂପା ।

ଆଉ ଯାହା ପରେ ତାଙ୍କୁ ଅନେକ ମାଡ ମାରି ହ-ତ୍ୟା କରି ଦେଇଥିଲା । ଆଉ ଏହାପରେ ତାଙ୍କ ଶ-ବ ସହିତ ୫ ଘଣ୍ଟା ଧରି ମନ ଭରି ଦୁ-ଷ୍କର୍ମ କରିଥିଲା । ଏହାପରେ ଶ-ବକୁ ଛାଡି ଦେଇ ଘରକୁ ପଳାଇ ଯାଇଥିଲା । କିନ୍ତୁ ଯେତେବେଳେ ସବୁ ଘଟ-ଣାର ପରଦାଫାଶ ହୋଇଥିଲା ସବୁ ସତ ଜଣା ପଡି ଯାଇଥିଲା। ଆଉ ବର୍ତ୍ତମାନ ସେହି ନୃ-ଶଂସ ବିକ୍ରମକୁ ଧରି ନେଇଛି ପୋ-ଲିସ । ତେବେ ବିକ୍ରମକୁ କଠୋର ରୁ ଅତି କଠୋର ଦ-ଣ୍ଡ ମିଳୁ ବୋଲି ସମସ୍ତେ ଦାବି କରିଛନ୍ତି । ଏପଟେ ରୂପାଙ୍କ ପରିବାର ଲୋକ ପୁରାପୁରି ଭାଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *