ରିସେପସନ୍ ଦିନ ଚାଲିଗଲା ବରର ଜୀବନ, ନୂଆ ବୋହୂ କା-ନ୍ଦି କା-ନ୍ଦି ବେହୋସ୍ , ପରିବାର ଓ ଗାଁ ଲୋକ ସ୍ତବ୍ଧ

ଯେଉଁ ପରିବାର ହସ ଖୁସିରେ ଫାଟି ପଡୁଥିଲା ହଟାତ ସେହି ପରିବାର କା-ନ୍ଦ ବୋବାଳିରେ କମ୍ପି ଉଠୁଛି । ଯେଉଁ ବନ୍ଧୁ ବାନ୍ଧବ ସାହି ପଡିସା ଖୁସିରେ ବିବାହକୁ ମନ ଭରି ଉପଭୋଗ କରୁଥିଲେ ଆଜି ସେହି ପରିବାରରେ ଖେଳି ଯାଇଛି ଦୁଃ-ଖର ଲହରୀ । ଚାରି ଆଡ଼େ ଖେଳି ଯାଇଛି ଶୋକାକୁଳ ପରିବେଶ । ନା ହାତରୁ ମେହେନ୍ଦୀ ଛାଡିଛି । ନା ପାଦରୁ ଅଳତା ଲିଭିଛି ଏଇ ତ ଏବେ ଏବେ ନୂଆ କରି ବିବାହ ବନ୍ଧନରେ ଦୁହେଁ ଆବଦ୍ଧ ହୋଇଥିଲେ ।

ହେଲେ ଚତୁର୍ଥୀ ଭୋଜି ସରିନି ଚାଲିଗଲା ସ୍ୱାମୀର ଜୀବନ ସ୍ୱାମୀ ସ୍ତ୍ରୀକୁ ସବୁଦିନ ପାଇଁ ଛାଡି ଅଫେରା ରାଇଜକୁ ଚାଲିଯାଇଛି । ବିବାହ ବେଳେ ସ୍ୱାମୀ ସ୍ତ୍ରୀ ଆଖିରେ ଥିଲା ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ । ବିବାହ ହେବ ନବ ବଧୁ ଘରକୁ ଆସିବେ । ଜୀବନର ଆଉ ଏକ ରୋମାଞ୍ଚକର ନୂତନ ଅଧ୍ୟାୟ ଆରମ୍ଭ ହେବ । ଏତେ ସବୁ ଭିତରେ କେବଳ ବର ନୁହେଁ କନିଆ ମଧ୍ୟ ଏହି ସମାନ କଥା ଭାବୁଥିଲେ ।

ହେଲେ କିଏ ଜାଣିଥିଲା ଏଇ ଏବେ ଏବେ ନୂଆ ଏକ ଜୀବନ ଆରମ୍ଭ କରିବା ପୂର୍ବରୁ ସବୁକିଛି ହଟାତ ହୋଇଯିବ ଏପଟ ସେପଟ । ଯେଉଁ ପରିବାରରେ ଖୁସିର ଢେଉ ମାରୁଥିଲା ସେହି ପରିବାରରେ ଦୁଃ-ଖର ଲହରୀ ଖେଳିଯିବ । ଏଇ ମାତ୍ର ଦୁଇ ଦିନ ତଳେ ହୋଇଥିଲା ବିବାହ ଆଉ ଗତକାଲି ଥିଲା ସେମାନଙ୍କର ଚତୁର୍ଥୀ ଭୋଜି । ହେଲେ ଏତିକି ବେଳେ ଯେଉଁ ଖବର ସାରା ଗାଁରେ ପ୍ରଚାରିତ ହେଲା ତାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେବ । ପୋଖରୀରେ ଗାଧଉ ଥିବା ବେଳେ ଚାଲିଗଲା ସ୍ୱାମୀର ଜୀବନ

ଯେଉଁ ମଥାରେ ନୂଆ ନୂଆ ସିନ୍ଦୁର ପିନ୍ଧିଥିଲେ ସ୍ତ୍ରୀ ତାହା ଦୁଇ ଦିନ ପରେ ଲିଭି ଯାଇଛି । ଘରୁ ବନ୍ଧୁ ବାନ୍ଧବ ମାନଙ୍କ ଭିଡ଼ କମିନି ଦୁଃ-ଖର କଳା ପାହାଡ଼ ଘର ଉପରେ ପୁଣିଥରେ ଛିଡି ପଡିଛି । ସ୍ତ୍ରୀ ସ୍ୱାମୀଙ୍କ ମୃ-ତ୍ୟୁ ଖବର ଶୁଣି ଦୁଃ-ଖରେ ଭାଙ୍ଗି ପଡୁଛି । ଚେତା ଶୂ-ନ୍ୟ ହୋଇ ପଡୁଛି । ଖାଲି କା-ନ୍ଦି କା-ନ୍ଦି କହୁଛି କଣ ହେଲା ମୋ ସହିତ ମୁଁ କି ଭୁଲ କରିଥିଲି । ସଂସାର ଆରମ୍ଭ କରିବା ପୂର୍ବରୁ ସଂସାର ଉଜୁଡି ଗଲା ।

ବନ୍ଧୁଗଣ ବାଲେଶ୍ଵର ଜିଲ୍ଲାରେ ଏମିତି ଏକ ଦୁଃ-ଖଦ ଘ-ଟଣା ଘଟିଛି ଯାହା ଶୁଣିବା ପରେ ଜୀବନ ଉପରୁ ଏକ ଦମ ଭାବେ ଭରଷା ଉଠିଯିବ । ଏମିତି ବି ଜୀବନ ଏଇ ଅଛି ଏଇ ନାଇଁ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠିବ । ଯେଉଁ ସ୍ତ୍ରୀ ଦୁଇ ଦିନ ହୋଇ ନାହିଁ ମଥାରେ ସିନ୍ଦୁର ପିନ୍ଧି ସାଧବା ହେବାର ସୌଭାଗ୍ୟ ଅର୍ଜନ କରିଥିଲା ଆଜି ସେ ଦୁଇ ଦିନ ବିବାହକୁ ପୁରୀ ନାଇଁ ବିଧବା ହୋଇଗଲେ ।

ବେଳେ ବେଳେ ଜୀବନରେ ଏମିତି ଅନେକ ଘ-ଟଣା ଦୁର୍ଘ-ଟଣା ଘଟେ ଯାହା ମଣିଷ ମଣିଷ କେବେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରି ନଥାଏ । ସେହିଭଳି ଜୀବନ ମାତ୍ର ଦୁଇ ଦିନର ଏ କଥା କିଏ ଜାଣିଥିଲା । କିଏ ଜାଣିଥିଲା ସବୁକିଛି ଏପଟ ସେପଟ ହୋଇଯିବ ବୋଲି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ପାଦରୁ ଅଳତା ଲିଭିନି ମଥାରୁ ସିନ୍ଦୁର ପୋଛି ହୋଇଗଲା । ହାତରୁ ମେହେନ୍ଦୀ ଛାଡିନି ସ୍ୱାମୀ ଆର ପାରିକୁ ଚାଲିଗଲା ।

ଏମିତି ଦୁଃ-ଖଦ ସମୟରେ ଚାରି ଆଡ଼େ କେବଳ ଦୁଃ-ଖ ଆଉ ଦୁଃ-ଖ। ସ୍ତ୍ରୀ କାନ୍ଦି କାନ୍ଦି କହୁଥିଲେ ମୋ ସହିତ ଏ କଣ ଘ-ଟିଗଲା । ମୁଁ ଜାଣି ପାରିଲି ନାହିଁ । ମୋ ଜୀବନରେ ଯଦି ଏମିତି ଦୁଃ-ଖ ଲେଖା ହୋଇଥିଲା ତାହାଲେ କାହିଁକି ମତେ ଭଗବାନ ବିବାହ ବନ୍ଧନରେ ମାତ୍ର ଦୁଇ ଦିନ ପାଇଁ ଆବଦ୍ଧ କରାଉ ଥିଲେ । ଯଦି ମୋ ଜୀବନରେ ଦୁଃ-ଖ ଲେଖା ହୋଇଥିଲା ତେବେ କାହିଁକି ଆଉ ଏକ ନୂଆ ଜୀବନ ଖୁବ କମ ଦିନ ପାଇଁ ଆରମ୍ଭ କରିବାକୁ ସୁଯୋଗ ଦେଉଥିଲେ । ସବୁକିଛି ସରିଗଲା ମୋ ଜୀବନରେ ଏମିତି କହି ଭୋ ଭୋ ହୋଇ କା-ନ୍ଦୁଥିଲେ ପତ୍ନୀ । ସ୍ତ୍ରୀଙ୍କୁ ବୁଝାଇବା ପାଇଁ ମଧ୍ୟ କାହା ପାଖରେ ନଥିଲା ସାହାସ ।

Leave a Reply

Your email address will not be published. Required fields are marked *