ମିଳି ମିଶି ମୋ ଝିଅକୁ ମା-ରିଦେଲେ ..୩ ଜଣ ପିଲା ଥିଲେ…

ମୋ ଝିଅକୁ ତା ତିନି ସାଙ୍ଗ ମିଶି ମା-ରିଦେଲେ । ମୋ ଝିଅକୁ ମାରି ମୋ ମାର କୋଳ ଶୂନ୍ୟ କରିଦେଲେ । ମୋର ମୋ ଝିଅ କଥା ଖୁବ ଅଧିକ ମନେ ପଡୁଛି । ମୋ ଝିଅ କୁଆଡେ ଗଲା ଯେ ମୁଁ ଏତେ ଦିନ ହେଲାଣି ତାକୁ ଟିକେ ଆଖିରେ ଦେଖିନି । ସମସ୍ତେ କହୁଛନ୍ତି ମୋ ଝିଅ ଅଫେରା ରାଇଜକୁ ଚାଲିଯାଇଛି । ଯେଉଁଠିକୁ ଯିଏ ଥରେ ଗଲେ ଆଉ କେବେ ହେଲେ ମଧ୍ୟ ଫେରନ୍ତି ନାହି । ହେଲେ ମୋ ଝିଅ ସେମାନଙ୍କର କେଉଁ ଭୁଲ କରିଥିଲା କାହିଁକି ସେମାନେ ମୋ ଝିଅର ଜୀବନ ନେଇଗଲେ ।

ମୁଁ ଜାଣିଥାନ୍ତି ଯଦି ମୋ ଝିଅ ଚିନ୍ମୟୀକୁ ସେମାନେ ମା-ରିବାକୁ ଚ-କ୍ରାନ୍ତ କରୁଛନ୍ତି ତେବେ ମୁଁ କେବେ ହେଲେ ମଧ୍ୟ ତାଙ୍କୁ ମୋ ଝିଅକୁ ମା-ରିବାକୁ ସୁଯୋଗ ଦେଇ ନଥାନ୍ତି । ହେଲେ ମୁଁ ଜାଣିନଥିଲି ସେମାନଙ୍କ ମନରେ ଏଇ ଭାବନା ଅଛି ବୋଲି । ମୋ ଅଜାଣତରେ ସବୁକିଛି ଏପଟ ସେପଟ ହୋଇଗଲା । ମୋ ଝିଅର ଜୀବନ ତା ସାଂଗ ମାନେ ହିଁ ନେଇଗଲେ ଅଫେରା ରାଇଜକୁ ।

ମା କାନ୍ଦି କାନ୍ଦି ଏପରି କିଛି କହୁଛନ୍ତି କି ମୁଁ ଜାଣିନଥିଲି ସେମାନେ ମୋ ଝିଅକୁ ମା-ରିବାକୁ ଯୋଜନା କରୁଛନ୍ତି ବୋଲି ମୋ ଝିଅଟା ତ ବହୁତ କଠିନ ଥିଲା ତା ମନବୋଲ ଆଦୌ ଦୁର୍ବଳ ନଥିଲା । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ମୋ ଝିଅର ଜୀବନ ମାଟିରେ ମିଶେଇ ଦେଲେ ତା ସାଙ୍ଗ ମାନେ ଯାହା ମୁଁ କେବେ ହେଲେ ମଧ୍ୟ ଚିନ୍ତା କରି ନଥିଲି ।

ମୋ ଝିଅକୁ ମା-ରିବା ବି ଏତେ ସହଜ ନଥିଲା ହେଲେ ସେ ପ୍ରୀତିମାନ ସହ ଆଉ ତିନି ଜଣ ସାଙ୍ଗ ମିଶି ତାକୁ ମା-ରିଦେଇଛନ୍ତି । ଆଉ ଘଟ-ଣାକୁ ଜୀବନ ହାରିଥିବାର ରୂପ ଦେଇ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି । କେବଳ ଏତିକି ନୁହେଁ ମା କା-ନ୍ଦି କା-ନ୍ଦି କହୁଛନ୍ତି ମୋ ଝିଅ ପାଣିରେ ଡେଇଁବାକୁ ଯିବ କାହିଁକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଘ-ଟଣା ସ୍ଥଳରେ ଆଉ ତିନି ଜଣ ସାଙ୍ଗ ସାଥିରେ ଥିଲେ । ତେବେ ମୋ ଝିଅ ପାଣିକୁ ଡେଇଁଲା କିପରି ।

ସବୁ ଯୋଜନା ମୂଳକ ଭାବେ କରାଯାଇଛି । ମୋ ଝିଅକୁ ଜାଣି ଶୁଣି ଯୋଜନା କରାଯାଇ ମା-ରି ଦିଆଯାଇଛି । ମୁଁ ନ ଚାହିଁବି ସେମାନେ ମୋ ଝିଅର ଜୀବନ ନେଇଯାଇଛନ୍ତି । ମୁଁ ଯଦି ଜାଣିଥାନ୍ତି ସେମାନଙ୍କ ମନରେ ଏମିତି ଅଛି ତେବେ ମୁ ତାଙ୍କୁ କେବେ ହେଲେ ମଧ୍ୟ ମା-ରିବାକୁ ଦେଇ ନଥାନ୍ତି । ହେଲେ କି ଲାଭ ପାଇଲେ ସେମାନେ ମୋ ଝିଅକୁ ମାରି କାରଣ ମୁ ଏବେ ମୋ ଝିଅ ବିନା ପାଗଳ ଭଳି ହୋଇପଡିଛି । ମୋ ଝିଅ କଥା ମୋର ଖୁବ ମନେ ପଡୁଛି । ଗୋଟେ ମାର କୋଳ ଶୂନ୍ୟ କରି ତୁମେ କି ଲାଭ ପାଇଲ ।

ମୁଁ କି ଭୁଲ କରିଥିଲି ତୁମର ଯେ ତୁମେ ମୋ ଝିଅକୁ ଜୀବନରୁ ମା-ରି ଦେବାକୁ ପଛ ଘୁଞ୍ଚା ଦେଲ ନାହିଁ । ମୋ ଝିଅର ଯେଉଁ ଦିନ ବୁର୍ଲାରୁ ଭୁବନେଶ୍ୱର ଯିବାର ଥିଲା ସେ ମତେ ସବୁ ଜଣାଇଥିଲା । ସେ ମତେ କହିଥିଲା ମୁଁ ଏଇ ବସରେ ଯିବି ଏତିକି ବେଳେ ଏହିଠାରେ ପହଞ୍ଚିବି । ହେଲେ ତା ସାଂଗ ମାନେ ତାକୁ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ଦେଲେ ନାହିଁ । ତା ସାଂଗ ମାନେ ତା ଜୀବନ ନେଇଗଲେ । ତା ସାଂଗ ମାନେ ତ ମା ହୋଇ ନାହାଁନ୍ତି ତେଣୁ ଗୋଟେ ମାର କ-ଷ୍ଟକୁ ସେ ବୁଝି ପାରୁ ନାହାଁନ୍ତି ।

ମୋ ଝିଅ କଥା ସୋଇଲେ ବସିଲେ ଉଠିଲେ ସବୁବେଳେ ମନେ ପଡୁଛି । ଯେଉଁ ଆଡେ ଗଲେ ମୋ ଝିଅ ଖୁବ ମନେ ପଡୁଛି । ମୋ ଝିଅକୁ ନେଇ ଆମର ଅନେକ ସ୍ୱପ୍ନ ଥିଲା । ମୋ ଝିଅ ପାଠ ପଢା ଶେଷ କରିବ । ଆମେ ତା ବିବାହ କରିବୁ । ଘରେ ଖୁସିର ଲ-ହରୀ ଖେଳିଯିବ । ହେଲେ ସବୁ ସ୍ୱପ୍ନ ସତେ ଯେପରି ପାଣି ଫୋଟକା ପରି ମିଳେଇ ଗଲା । ସବୁକିଛି ହୋଇଗଲା ଏପଟ ସେପଟ ।

Leave a Reply

Your email address will not be published. Required fields are marked *