ଘରକୁ ମ-ଦ ପିଇ ସ୍ୱାମୀ ଆସିବା ପରେ ସ୍ତ୍ରୀ କରିଥିଲା ବାରଣ । ତାପରେ ସ୍ୱାମୀ କରିଦେଲା ମର-ଣାନ୍ତକ ଆକ୍ର-ମଣ ।

ପରିବାରରେ ମ-ଦ୍ୟପ କିମ୍ବା କୌଣସିବି ନି-ଶାଶକ୍ତ ବ୍ୟକ୍ତି ରହିଲେ ନିଶ୍ଚିତ ଭାବରେ ଘରେ କ-ଳହ ଝ-ଗଡ଼ା ହେବ । ପରିବାରରେ ଅଶାନ୍ତି ଦେଖାଦେବ । କିନ୍ତୁ ନି-ଶାରେ ଆ-ଶକ୍ତ ଥିବା ବ୍ୟକ୍ତି ଏହା କେବେବି ବୁଝି ପାରେ ନାହିଁ । ଯେଉଁ କାରଣରୁ ଗୁରୁ-ତର କ-ଳି ଝ-ଗଡ଼ା ହୋଇଯାଏ । ଯାହାକି ଅନେକ ସମୟରେ ଉଗ୍ର ରୂପ ନିଏ ଏବଂ ଅକାରଣେ ଅନେକ ଜୀବନ ଚାଲିଯାଏ । ତାପରେ ସାମାନ୍ୟ କ୍ରୋ-ଧବି ମନୁଷ୍ୟରୁ ଜୀବନକୁ ବଦଳାଇ ଦେଇଥାଏ । ବର୍ତ୍ତମାନ ସମୟରେ ଏଭଳି କିଛି ଅମା-ନବୀୟ ଘ-ଟଣା ଘଟିଯାଇଛି । ଯେଉଁଥିରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ମ-ଦ ପିଇବାକୁ ବାରଣ କରିବାରୁ ସ୍ୱାମୀ ନିଜ ସ୍ତ୍ରୀ ଉପରକୁ ମର-ଣାନ୍ତକ ଆକ୍ର-ମଣ କରି ଦେଇଛି ।

ଏଭଳି ଏକ ଘ-ଟଣା ବିଶ୍ୱାସ ହେଉ ନଥିଲେ ବି ସତ ଅଟେ । ସୂଚନା ଅନୁଯାୟୀ ଏଭଳି ଏକ ଅମା-ନବୀୟ ଘ-ଟଣା କନ୍ଧମାଳ ଜିଲ୍ଲା ବଳିଗୁଡ଼ା ଥା-ନା ଅନ୍ତର୍ଗତ କାମପଡ଼ା ଗାଁରେ ଘଟିଛି । କାମପଡ଼ା ଗାଁର ବିରୁପାକ୍ଷ ଦିଗାଲ ଅଧିକାଂଶ ସମୟରେ ମ-ଦ ପିଇ ସ୍ତ୍ରୀ ଅନିତା ଦିଗାଲଙ୍କୁ ଅ-ତ୍ୟାଚା-ର କରୁଥିବା ବେଳେ ଗୁରୁବାର ଘରେ ସ୍ତ୍ରୀ ଓ ୧୩ ବର୍ଷର ପୁଅ ଶୋଇଥିଲେ । ଏହି ସମୟରେ ସ୍ୱାମୀ ବିରୁପାକ୍ଷ ମ-ଦ୍ୟ ପାନ କରି ଆସି ସ୍ତ୍ରୀ ଅନିତାଙ୍କୁ ଅତି ଅମା-ନୁଷିକ ଭାବରେ ଶାରୀ-ରିକ ନିର୍ଯା-ତନା ଦେଇଥିଲେ । ତେବେ ପୁଅ ମୁନାକାନ୍ତ ଯେତେ ଚେଷ୍ଟା କରିଥିଲେ ମଧ୍ୟ ମା’ କୁ ବାପା କବଳରୁ ର-କ୍ଷା କରି ପାରି ନଥିଲେ । ଫଳରେ ଅନିତା ସେଠାରେ ଚେ-ତାଶୂ-ନ୍ୟ ହୋଇ ପଡ଼ିଥିଲେ ।

ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ଏ ସମ୍ବ-ନ୍ଧରେ ଖବର ପାଇ ଅନିତାଙ୍କୁ ଗୁରୁ-ତର ଭାବରେ ଉ-ଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଅନିତାଙ୍କ ଝିଅ ଏବଂ ଭାଇ କହିଛନ୍ତି । ତାଙ୍କ ଝିଅଙ୍କ କହିବା ଅନୁଯାୟୀ ଅନିତା ହିଁ ତାଙ୍କ ଦୁଇ ପିଲାଙ୍କ ପାଠ ପଢ଼ା ଠାରୁ ଆରମ୍ଭ କରି ସବୁକିଛି ଖର୍ଚ୍ଚ ଏବଂ ଲାଳନ ପାଳନ କରୁଥିଲେ । ତାଙ୍କ ବାପା ଏ ବିଷୟରେ କିଛିବି ବୁଝୁ ନଥିଲେ ବରଂ ଘରେ ଅନିତାଙ୍କ ଉପରେ ଅ-ତ୍ୟାଚା-ର କରୁଥିଲେ । ତେବେ ଶେଷରେ ଏଭଳି ଏକ ଘ-ଟଣା ଘଟିଯିବ ବୋଲି କେହିବି ଆଶା କରି ନଥିଲେ ।

ତେବେ ବର୍ତ୍ତମାନ ଅନିତା ନିଜ ସ୍ୱାମୀଙ୍କ ବିରୋଧରେ ବାଲିଗୁଡ଼ା ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି । ଅନିତାଙ୍କ ଅଭି-ଯୋଗ କ୍ରମେ ପୋ-ଲିସ ମାମ-ଲାର ତ-ଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ଏବଂ ସମ୍ପ-ର୍କୀୟ କହିଛନ୍ତି ଯେ ଏଭଳି ମାମ-ଲା କେବଳ ବର୍ତ୍ତମାନ ନୁହେଁ ବରଂ ପୂର୍ବରୁ ମଧ୍ୟ ହୋଇଛି । ଯାହାଦ୍ୱାରା ପୂର୍ବରୁ ଅନେକ ବୁଝାସୁଝା କରି ମାମ-ଲାକୁ ସମାଧାନ କରାଯାଇଥିଲା । କିନ୍ତୁ ଅତ୍ୟଧିକ ହେବାରୁ ଅନିତା ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । କାରଣ ଯେଉଁ ମଣିଷ ଏଭଳି କରି ପାରୁଛି ତେବେ ସେ ମଣିଷର ଜୀବନ ଯେ ନନେଇ ଯିବ ତାହା କିଏ କହିବ ?

Leave a Reply

Your email address will not be published. Required fields are marked *