ଖାଇବାକୁ ନେଦେବାରୁ ଆଈକୁ ଠେଙ୍ଗାରେ ପି-ଟି ପି-ଟି ମା-ରିଦେଲା ନାତି । ପୁରା ଗାଁରେ ଶୋ-କର ଛାୟା ।

ଆଜିକାଲି ସମାଜରେ ଲୋକଙ୍କ ମଧ୍ୟରେ ଆଉ ସମ୍ପ-ର୍କର ମୂଲ୍ୟ ନାହିଁ । କାରଣ ଲୋକଙ୍କ କ୍ରୋ-ଧ ସାମ୍ନାରେ ସମ୍ପର୍କର କୌଣସି ମୂଲ୍ୟ ନାହିଁ । କାରଣ ଲୋକେ କ୍ରୋ-ଧର ନିଜ ମା’ ନିଜ ଆଈର ଜୀବନ ମଧ୍ୟ ନେଇ ଯାଉଛନ୍ତି । ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଘଟ-ଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁ ଘଟଣାକୁ ନେଇ ସବୁଠି ଲୋକେ ସମାଲୋଚନା କରିବାରେ ଲାଗିଛନ୍ତି ଯେ ଜଣେ ନାତି ନିଜ ଆଈର ହ-ତ୍ୟା କିଭଳି କରିପାରେ । ସୂଚନା ଅନୁଯାୟୀ ଏହି ଘ-ଟଣା ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥା-ନା ଅନ୍ତର୍ଗତ ବାବାଜୀ ଗୁଡ଼ା ଠାରେ ଘଟିଛି । ସୂଚନା ମୁତାବକ ଅବଦାନ ହରିଜନ ଦିନ ସାରା ବାହାରେ ବୁଲି ସନ୍ଧ୍ୟା ହେବା ପରେ ଘରକୁ ଆସିଥିଲା ।

ଘରକୁ ଆସି ନିଜ ମା’ଙ୍କୁ ଖାଇବାକୁ ମାଗିବା ପରେ କୌଣସି କାରଣ ବଶତଃ ମା’ ପୁଅ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା । ଯେଉଁ କାରଣରୁ ପୁଅ ରା-ଗିଯାଇ ଏକ ଠେଙ୍ଗାରେ ନିଜ ମା’କୁ ଆ-ଘାତ କରିବାରେ ଲାଗିଥିଲା । ଏହାପରେ ନିଜ ଆଈ ନିଜ ଝିଅକୁ ନାତି କବଳରୁ ବଞ୍ଚାଇବା ପାଇଁ ଅଟକାଇବାକୁ ଚେଷ୍ଟା କରିଥିଲା ।

କିନ୍ତି ଝିଅକୁ ବଞ୍ଚାଇବ କଣ ନିଜେ ନାତିର ଠେଙ୍ଗା ଆଘା-ତରେ ଆଈ ଛଟପଟ ହୋଇ ଶେଷରେ ଅ-ଚେତ ହୋଇ ପଡ଼ିଥିଲା । ଏହାଦେଖି ସ୍ଥାନୀୟ ଲୋକେ ଖୁବଶୀଘ୍ର ତାଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଂଚିବା ବେଳକୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ସେପଟେ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଆଈର ମୃ-ତ ଦେହକୁ ଘରକୁ ଅଣା ଯାଇଛି । ଆଉ ମୃ-ତ ଶ-ବ ଗାଁକୁ ଆସିବା ପରେ ପୁରା ଗାଁରେ ଶୋ-କର ଛା-ୟା ଖେଳି ଯାଇଛି । ପୁରା ଗାଁ ଆଜି ଯେପରି ଦୁଃ-ଖରେ ଭାଙ୍ଗି ପଡ଼ିଛି । ସମସ୍ତଙ୍କ ଆଖିରୁ ଧାର ଧାର ଲୁ-ହ ବୋହି ଯାଉଛି । ଆଈର ମୃ-ତ ଦେହକୁ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ଏପଟେ ପାପଡ଼ା ହାଣ୍ଡି ଥାନା ଅଧିକାରୀ ଅଭି-ଯୁକ୍ତ ଅବଦାନ ହରିଜନକୁ ଥା-ନାକୁ ନେଇ ପଚରା ଉଚୁରା ଜାରି ରଖିଛନ୍ତି । ତେବେ ଏଠାରେ କହିରଖିବୁ ଯେ ଯଦି ମଣିଷର କ୍ରୋ-ଧ ଏହିଭଳି ହୁଏ ତେବେ ଏଭଳି ପରିସ୍ଥିତି ହୋଇପାରେ ।

Leave a Reply

Your email address will not be published. Required fields are marked *