ଗ୍ୟାସ ସିଲିଣ୍ଡର ଥିଲେ ବଡ଼ ଖବର। ଜୁନ ୧ ରୁ ବନ୍ଦ ହେବାକୁ ଯାଉଛି ଏହିସବୁ ସେବା।

ଗ୍ୟାସ ସିଲିଣ୍ଡର ଉପଭକ୍ତାଙ୍କ ପାଇଁ ବଡ଼ ଖବର।ଜୁନ ୧ ରୁ ବନ୍ଦ ହେବାକୁ ଯାଉଛି ଏହିସବୁ ସେବା। ଏ କାମ ନକଲେ ପଡିବେ ସମସ୍ୟାରେ।ବନ୍ଧୁଗଣ ଜୁନ ୧ ତାରିଖରୁ ସବସିଟ ଯୁକ୍ତ LPJ ସିଲିଣ୍ଡର ପାଇଁ ନୂଆ ନିୟମ ଲାଗୁ କରିବାକୁ କେନ୍ଦ୍ରସରକାର ଯୋଜନା କରୁଛନ୍ତି। ୧୪ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ବର୍ତ୍ତମାନ ୮୫୫ ଟଙ୍କାରେ ବିକ୍ରି ହେଉଛି। ତୈଳ କମ୍ପାନୀରୁ କିଣା ଯାଇଥିବା ଏହି LPG ସିଲିଣ୍ଡର ଉପରେ କେନ୍ଦ୍ରସରକାର ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଟ ଜମା କରୁଛନ୍ତି

ତେବେ ଆୟୋକର ପୈଠ କରିବାର ଅସମର୍ଥ ଲୋକଙ୍କୁ ୪୦.୭୧ କୋଟି ଟଙ୍କାର ସବସିଟ ଯୋଗାଉଥିବା କେନ୍ଦ୍ରସରକାର ଅତିରିକ୍ତ ସବସିଟ ଉଜ୍ଵଲା ଯୋଜନାରେ ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ। ତେବେ ଏଥିପାଇଁ ଗ୍ରାହକଙ୍କୁ ବାଲାନ୍ସ ରାଶି ଦେବାକୁ ପଡିବ ଆଉ ସେଥିପାଇଁ ସିଲିଣ୍ଡର କିଣିବାକୁ ପଡିବ।

ତେବେ LPG ସିଲିଣ୍ଡର ବ୍ୟବହାର କରୁଥିବା ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ କେନ୍ଦ୍ରସରକାରଙ୍କ ଠାରୁ ଗୋଟିଏ ଟଙ୍କା ସବସିଟ ମଧ୍ୟ ପାଇନାହାନ୍ତି। ତେଣୁ ଏମାନେ ସମସ୍ତେ LPG ଗ୍ରାହକ ଗ୍ୟାସ ଏଜେନ୍ସିକୁ ଯାଇ ଜୁନ ୧ ପୂର୍ବରୁ ସେମାନଙ୍କର ଆଧାର ଲିଙ୍କ କରିନେବା ଉଚିତ।

କେନ୍ଦ୍ରପେଟ୍ରୋଲିୟମ ମନ୍ତ୍ରାଳୟ ଫିଙ୍ଗର ପ୍ରିଣ୍ଟ କରିବାକୁ ନିର୍ଦେଶ ଦେଇଛନ୍ତି। ଜୁନ ୧ ପୂର୍ବରୁ କୌଣସି ସମୟ ସୀମା ନିର୍ଧାରଣ କରାଯାଇନଥିଲା। ବର୍ତ୍ତମାନ କେବଳ ମେ ୩୧ କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଜୁନ ୧ ରୁ କେବଳ ଯେଉଁମାନେ KYC ସମ୍ପୂର୍ଣ୍ଣ କରିଥିବେ ସେମାନେ ହିଁ ସବସିଟ ପାଇବେ।

ଏହା ବ୍ୟତୀତ କେନ୍ଦ୍ରସରକାର ନୂଆ ନିୟମ ଆଣିଛନ୍ତି ଯେଉଁମାନେ KYC କରାଉନାହାନ୍ତି ସେମାନଙ୍କୁ କମ ସିଲିଣ୍ଡର ଦିଆଯିବ ଆଉ ସେମାନଙ୍କୁ ସବସିଟ ଦିଆଯିବ ନାହିଁ। ସେଗୁଡିକ କାର୍ଯ୍ୟକାରୀ କରାଯିବ। ତେଣୁ ଏମିତି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ KYC ତୁରନ୍ତ କରାଇନେବା ନିହାତି ଜରୁରୀ। ତେବେ ଏ ବିଷୟରେ ଅଧିକ ସୂଚନା ପାଇଁ ଆପଣଙ୍କ ନିକଟସ୍ଥ ଗ୍ୟାସ ଏଜେନ୍ସି କାର୍ଯ୍ୟଳୟରେ ଚାହିଁଲେ ମଧ୍ୟ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *