ଅଧ ରାତିରେ ଫାଟିଗଲା ଫ୍ରିଜ୍ , ଆଉ ଚାଲିଗଲା ପାଞ୍ଚ ଜଣଙ୍କ ଜୀବନ

ମୃତ୍ୟୁର ସଠିକ୍ ସମୟ ନାହିଁ , ହଠାତ୍ କେତେବେଳେ ମୃ-ତ୍ୟୁ ଆସିବ ଆଉ ତା ସହିତ ମଣିଷକୁ ନେଇ ଯିବ ସେ କଥା ମଧ୍ୟ କେହି କହିପାରିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ଘଟି ଯାଇଥିବା ଏହି ଦୁଃ-ଖଦ ଘ-ଟଣା ତାର ଏକ ସ୍ପଷ୍ଟ ଉଦାହରଣ। ଏକା ସହିତ ଚାଲିଗଲା ଗୋଟିଏ ପରିବାରର ପାଞ୍ଚ ଜଣକ ଜୀବନ । ଶେଷ ମୁହୂର୍ତ୍ତରେ କେହି କାହାକୁ ଟିକିଏ ଦେଖି ପାରିଲେ ନାହିଁ କି ମନର କଥା ବି କହିପାରିଲେ ନାହିଁ । ଏପରି ଦୁଃ-ଖଦ ଘ-ଟଣା ଗୋଟିଏ ପରିବାରକୁ ପୁରାପୁରି ବୁଡ଼ାଇ ଦେଲା ।

ତେବେ ହଁ ଆଜ୍ଞା ଏପରି ଏକ ଛାତିଥରା ଘ-ଟଣା ଦେଖିବାକୁ ମିଳିଛି , ପଞ୍ଜାବର ଜଳନ୍ଦର ଜିଲ୍ଲାରେ । ସୂଚନା ଅନୁଯାୟୀ , ସହରର ଅନୁଦାନଗର ଅଞ୍ଚଳରେ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ଘଟି ଯାଇଛି ଯାହା ସମସ୍ତଙ୍କୁ ଦୁଃ-ଖରେ ଭସାଇ ଦେଇଛି । ହଠାତ୍ କିଛି କାରଣରୁ ଫ୍ରିଜର କମ୍ପ୍ରେଶର ବିସ୍ଫୋ-ରଣ ହେବାରୁ ଗୋଟିଏ ପରିବାରର ପାଞ୍ଚ ଜଣକ ମୁଣ୍ଡ ଗଡ଼ି ଯାଇଛି । ତେବେ ପଡୋଶୀ ମାନେ ସୂଚନା ପାଇବା ପରେ ପ୍ରଥମେ ସେମାନଙ୍କୁ ସିଭିଲ ହସ୍ପିଟାଲ ଜଳନ୍ଦରକୁ ନେଇ ଯାଇଥିଲେ କିନ୍ତୁ ସେଠାରେ ସମସ୍ତଙ୍କର ମୃ-ତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।

ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ , ସହରରଅନୁଦାନଗର ଅଞ୍ଚଳରେ ୭୦ ବର୍ଷୀୟ ଜଜବାତ ଘାଇ , ୪୦ ବର୍ଷୀୟ ରୁଚି ଘାଇ , ୧୪ ବର୍ଷୀୟ ମାନସ , ୧୨ ବର୍ଷୀୟ ଦୀୟା ଏବଂ ୧୦ ବର୍ଷର ମାନସ ରହୁଥିଲେ । ରାତିରେ ସବୁ କାମ ସାରି ସେମାନେ ଶୋଇବା ପାଇଁ ନିଜ ନିଜ ରୁମ୍ କୁ ଚାଲି ଯାଇଥିଲେ । କିନ୍ତୁ କେହି ଜାଣି ନଥିଲେ ଯେ , ମୃ-ତ୍ୟୁ ସେମାନଙ୍କୁ ଅନାଇ ବସିଛି । ତେବେ ରାତି ଅଧରେ ଏତେ ବଡ ଦୁର୍ଘ-ଟଣା ଘଟି ଯାଇଥିଲା । ଫ୍ରିଜ ଫା-ଟିବା ଶବ୍ଦ ପାଖ ପଡିଶା ଘରକୁ ଶୁଭା ଯାଇଥିଲା ।

ତେବେ ସେମାନେ ଧାଇଁ ଆସିଥିଲେ ଆଉ ଦେଖିଲା ବେଳକୁ ଚାରିଆଡ଼େ ନି-ଆଁ ମା-ଡ଼ି ଯାଇଥିଲା । ତେବେ ଏହାପରେ ସେମାନେ ଅଗ୍ନିଶମ ବାହିନୀକୁ ଫୋନ୍ କରିବା ସହିତ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଚାଲି ଯାଇଥିଲା ସମସ୍ତଙ୍କ ଜୀବନ । ତେବେ ବର୍ତ୍ତମାନ ସମୟରେ ଘ-ଟଣା ସ୍ଥଳରେ ଫରେନ୍ସିକ ଦଳ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି । ନମୁନା ସଂଗ୍ରହ କରାଯାଇ ତାର ଯା-ଞ୍ଚ କରାଯାଉଛି । ତେବେ ଆଗକୁ ସ୍ପଷ୍ଟ କାରଣ ଜଣା ପଡ଼ିବ ବୋଲି ପୋ-ଲିସ କହିଛି ।

Leave a Reply

Your email address will not be published. Required fields are marked *