ପ୍ରେମିକାକୁ କରିଥିଲା ବିବାହ । ଆଉ ଶେଷରେ ମ-ଦ ପିଆଇ ପଥର ଛେଚି ହ-ତ୍ୟା କଲା ନିଷ୍ଠୁର ଯୁବକ ।

ବର୍ତ୍ତମାନ ସମୟରେ ଘର ବାହାର ଠାରୁ ଘର ଭିତର ଅଧିକ ଭ-ୟଙ୍କର । କାରଣ ଘର ବାହାରେ ଅଚିହ୍ନା ଲୋକର ଭ-ୟ ଥିଲେ ହେଁ ନିଜର ଲୋକ କେଉଁଠି କମ ନୁହଁନ୍ତି । ଆଜିକାଲି ଏହି କାରଣରୁ ହିଁ କିଛି ଲୋକ ପ୍ରେମ ସ-ମ୍ପର୍କ ଉପରେ କିମ୍ବା ବିବାହ ଉପରେ ଆଉ ଭରସା କରିବାକୁ ଭ-ୟ କରୁଛନ୍ତି ।

ସବୁକିଛି ଘରେ ଠିକ ଥିଲେ ଦମ୍ପତ୍ତି ଠିକ ନଥିବେ । ଆଉ କେଉଁଠି ଦମ୍ପତ୍ତି ଠିକ ଥିଲେ ପରିବାରର ଅନ୍ୟ ଲୋକେ ଠିକ ନଥିବେ । ଆଉ ଏମିତି କଥା ଅନେକ ସମୟରେ ଶୁଣିବାକୁ ମଧ୍ୟ ମିଳିଥାଏ । କହିରଖିବୁ ଯେ ବର୍ତ୍ତମାନ ସମୟରେ ଏକ ଭ-ୟଙ୍କର ଘ-ଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଜଣେ ଯୁବକ ନିଜ ସ୍ତ୍ରୀକୁ ମ-ଦ ପିଆଇ ପଥର ଛେଚି ହ-ତ୍ୟା କରିଛି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାଜସ୍ଥାନର ଜୟପୁର ଅଞ୍ଚଳରେ ଘଟି ଯାଇଛି । ଯେଉଁଠି ଦୁଇ ଯୁବକ ଯୁବତୀ ଅନେକ ଦିନ ଧରି ପରସ୍ପରକୁ ଭଲ ପାଇବା ପରେ ପରସ୍ପରକୁ ବିବାହ ମଧ୍ୟ କରିଥିଲେ ।

ବିବାହର ଦୁଇ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଝ-ଗଡ଼ା ଆରମ୍ଭ ହୋଇଥିଲା ଏବଂ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । କାରଣ ସ୍ତ୍ରୀ ରେଶମା ସବୁବେଳେ ଫେସବୁକରେ ଲାଗି ରହୁଥିଲେ । ଆଉ ଏହି କାରଣରୁ ଧୀରେ ଧୀରେ ସମ୍ପ-ର୍କରେ ତି-କ୍ତତା ଆସିବା କାରଣରୁ ଯୁବକ ଜଣକ ନିଜ ସ୍ତ୍ରୀ ରେଶମାଙ୍କୁ ମା-ଡ଼ ମଧ୍ୟ ମା-ରିବାରେ ଲାଗିଲେ । ଯେଉଁ କାରଣରୁ ଯୁବତୀ ଜଣକ ଗଛ ଛାଡ଼ି ପଳାଇ ଯାଇଥିଲେ ।

କିନ୍ତୁ କିଛି ଦିନ ତଳେ ଯୁବକ ଜଣକ ନିଜ ସ୍ତ୍ରୀକୁ ଭୁଲ ମାଗି ଘରକୁ ଫେରି ଆସିବାକୁ ଅନୁରୋଧ କରିଥିଲେ । ଯୁବତୀ ଜଣକ ମଧ୍ୟ ନିଜ ସ୍ୱାମୀଙ୍କ ପାଖକୁ ବିଶ୍ୱାସ କରି ଫେରି ଆସିଥିଲେ । କିନ୍ତୁ ଯୁବକଙ୍କ ମୁଣ୍ଡରେ ଅନ୍ୟ କିଛି ଚାଲିଥିଲା । ସେ ନିଜ ସ୍ତ୍ରୀକୁ ଅତ୍ୟଧିକ ମ-ଦ ପିଆଇ ପଥର ଛେଚି ହ-ତ୍ୟା କରିଥିଲେ ।

ତେବେ ଏଭଳି ଏକ ଘ-ଟଣା ଘଟିବା ପାଏ ଜୟପୁର ଥା-ନାରେ ଯୁବକଙ୍କ ଅଭି-ଯୋଗରେ ଏକ ମାମ-ଲା ରୁ-ଜ୍ଜୁ ହୋଇଥିଲା ଏବଂ ଯୁବକ ଜଣକ ବର୍ତ୍ତମାନ ଜେ-ଲରେ ଅଛନ୍ତି । ଏହାବ୍ୟତୀତ ସେ ନିଜ ଓକିଲ ଜରିଆରେ ବର୍ତ୍ତମାନ ବେଲ ପାଇଁ ଆବେଦନ କରିଥିବା କଥା ଶୁଣିବାକୁ ମିଳିଛି । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଉକ୍ତ ଅଭି-ଯୁକ୍ତ ଯୁବକଙ୍କୁ ବେଲ ମିଳୁଛି କି ନାହିଁ ଏବଂ ହ-ତ୍ୟା ପାଇଁ କେଉଁ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *