ଝରକା ପଟୁ ପୁଅର ଏଭଳି କା-ଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଲେ ବାପା । ଘର ଭିତରେ ଥିଲା ପୁଅର …….

ବାପା ପୁଅ ପରିବାର କହିଲେ ଚଳେ । କିନ୍ତୁ ପୁଅ ଯେ ଏଭଳି ଭାବରେ ବାପାକୁ ଛାଡ଼ି ଚାଲିଯିବ । ତାହା ବାପା କେବେବି କଳ୍ପନା ସୁଦ୍ଧା କରି ନଥିଲେ । ବାପା ଘରକୁ ଆସି ଯେତେବେଳେ ଦେଖନ୍ତି ଯେ ଘର ଭିତରୁ ପୁଅ କବାଟ ଲଗେଇ ଦେଇଛି , ଆଉ ସ-ନ୍ଦେହ କରି ଯେତେବେଳେ ବାପା ଝରକା ପଟେ ଦେଖିଲେ ସେତେବେଳେ ଯେମିତି ପାଦ ତଳୁ ମାଟି ଖସିଗଲା । କାରଣ ତାଙ୍କ ପୁଅ ଆଉ ନଥିଲା । ତେଣୁ ବାପା ସଙ୍ଗେ ସଙ୍ଗେ ଗ୍ରାମରକ୍ଷୀଙ୍କୁ ଡାକି ଘରର କବାଟ ଭାଙ୍ଗିଥିଲେ । ସେତେ ବେଳକୁ ପୁଅର ଜୀବନ ଚାଲି ଯାଇଥିଲା । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବାଙ୍ଗୁରିପୋଷି ଥା-ନା ଅଞ୍ଚଳରେ ଘଟି ଯାଇଛି ।

ବାଙ୍ଗୁରିପୋଷି ଥା-ନା ଅଞ୍ଚଳର କଣ୍ଟାପାଳ ଗ୍ରାମର ପିଅନଙ୍କ ବଡ଼ ପୁଅ ବାସୁଦେବ ନାୟକ ଏବଂ ତାଙ୍କ ବାପା ବିଗତ ୧୩ ବର୍ଷ ହେବ ବିଶୋଇ ଥା-ନା ଅନ୍ତର୍ଗତ ଜମିରଡିହା ଅନ୍ତର୍ଗତ ରାଇରଙ୍ଗପୁରର କ୍ଷେମକାଙ୍କ ଏକ ଗୋଦାମରେ ଜଗୁଆଳି ଭାବରେ କାର୍ଯ୍ୟ କରି ଆସୁଥିଲେ । ଆଉ ସେଠାରେ ଉଭୟେ ଭଲ ଥିଲେ ।

କିନ୍ତୁ ଗତକାଲି ତାଙ୍କ ବାପା କୌଣସି କାମରେ ଘରକୁ ଯାଇଥିଲେ । ଆଉ ଘରେ କାମ ସାରି ଯେତେବେଳେ ଫେରିଥିଲେ ସେତେବେଳେ ଘର ଭିତରେ ପୁଅର ମୃ-ତ ଶରୀର ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଘର ଭିତରେ ବାପା ପୁଅର ମୃତ ଦେହ ଦେଖିବାକୁ ପାଇଥିଲେ । ଆଉ ଏହା ଦେଖି ସେ ସଙ୍ଗେ ସଙ୍ଗେ ଗ୍ରାମରକ୍ଷୀଙ୍କୁ ଜଣାଇଥିଲେ ।

ଗ୍ରାମରକ୍ଷୀ ଆସିବା ପରେ ତାଙ୍କ ସହିତ ଘରର କବାଟ ଭାଙ୍ଗିଥିଲେ । ପରେ ବିଶୋଇ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ । ଅଭି-ଯୋଗ ଆଧାରରେ ବିଶୋଇ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଶ-ବକୁ ଜ-ବତ କରିବା ସହିତ ଏକ ଅ-ପମୃ-ତ୍ୟୁ ମାମ-ଲା ରୁ-ଜ୍ଜୁ କରି ଶ-ବ ବ୍ୟବ-ଚ୍ଛେଦ ପାଇଁ ରାଇରଙ୍ଗପୁର ମେଡ଼ିକାଲକୁ ପଠାଇଛି । ବାପାଙ୍କ ଅନୁଯାୟୀ ପୁଅର ଏଭଳି ମୃ-ତ୍ୟୁର କାରଣ ସେ କିଛିବି ଜାଣି ନଥିବା କହିଛନ୍ତି । ପୁଣି ପୁଅକୁ ହରାଇ ବାପା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି । ତେବେ ଘଟ-ଣାର ସତ୍ୟାସତ୍ୟ ଶ-ବ ବ୍ୟବ-ଚ୍ଛେଦ ପରେ ଜଣା ପଡ଼ିବ ବୋଲି ବିଶୋଇ ପୋ-ଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *