ନାବା-ଳିକା ଦୁଷ୍କ-ର୍ମକାରୀର ବାପା ଦେଲେ ଏଭଳି ବୟାନ । ‘ କହିଲେ ତାକୁ ଅଧିକ ଦିନ ଜେ-ଲରେ ନରଖି ଫା-ଶୀ ଦିଆଯାଉ । ‘

ଗତ ସୋମବାର ଦିନ ମଧ୍ୟପ୍ରଦେଶ ଉଜ୍ଜୟିନୀ ମହାକାଳ ଥା-ନା ବଡ଼ନଗର ଅଞ୍ଚଳରେ ଏଭଳି ଏକ ଘ-ଟଣା ଘଟି ଯାଇଥିଲା ଯାହା ସମସ୍ତଙ୍କୁ ଥରାଇ ଦେଇଥିଲା । କାରଣ ଏଭଳି ଏକ ଘ-ଟଣା ସିସିଟିଭିରେ ରେ-କର୍ଡ଼ ହୋଇଥିଲା ଯାହା ଦେଖିଲେ ଆପଣ ଦୁଃଖିତ ହେବେ । ତେବେ ସେଥିରେ ଏହା ଦେଖିବାକୁ ମିଳିଥିଲା ଯେ ଜଣେ ୧୨ ବର୍ଷୀୟ ନାବାଳିକା ର-କ୍ତାକ୍ତ ଅବସ୍ଥାରେ ଅ-ର୍ଦ୍ଧନ-ଗ୍ନ ହୋଇ ରାସ୍ତାରେ ବୁଲି ଲୋକଙ୍କୁ ସାହାଯ୍ୟ ମାଗୁଥିଲେ । କିନ୍ତୁ ମାନବିକତା ନଥିବା ଆଜିର ମଣିଷ କିଭଳି ବ୍ୟବହାର ଦେଖାଉ ଥିଲା ତାହା ଆପଣ ସେହି ଭିଡ଼ିଓରେ ନିଶ୍ଚୟ ଦେଖିଥିବେ । ଏମିତିକି ଜଣେ ବ୍ୟକ୍ତି ତାଙ୍କୁ ତଡ଼ି ଦେଇଥିଲେ ମଧ୍ୟ ।

ତେବେ ନାବା-ଳିକା ଜଣକ ଅନେକ ସ୍ଥାନରେ ସାହାଯ୍ୟ ମାଗି ନିରାଶ ହେବା ପରେ ଏକ ଆଶ୍ରମ ନିକାଟରେ ପହଞ୍ଚିଥିଲେ । ଆଶ୍ରମର ଆଚାର୍ଯ୍ୟ ରାହୁଲ ଶର୍ମା ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଏକ ଟାୱେଲ ଯୋଗେ ଘୋଡ଼ାଇ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ । ଡାକ୍ତରୀ ମାଇନା ପରେ ଝିଅଟି ଦୁଷ୍କ-ର୍ମର ଶି-କାର ହୋଇଥିବା ସ୍ପଷ୍ଟ ହୋଇଥିଲା ।

ଯୌନା-ଙ୍ଗରେ ଗଭୀର କ୍ଷତ ସହିତ ଦେହରୁ ଅତ୍ୟଧିକ ର-କ୍ତସ୍ରା-ବ ଯୋଗୁଁ ପୀଡ଼ିତାଙ୍କ ଅବସ୍ଥା ଗୁରୁ-ତର ହେବାରୁ ତାଙ୍କୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଡାକ୍ତରୀ ଟିମ ଅସ୍ତ୍ରୋପଚାର କରିଥିବା ବେଳେ ଏବେ ପୀ-ଡ଼ିତା ନାବା-ଳିକାଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ନାବା-ଳିକା ଜଣକ ଅ-ର୍ଦ୍ଧନ-ଗ୍ନ ଏବଂ ର-କ୍ତାକ୍ତ ଅବସ୍ଥାରେ ରାସ୍ତାରେ ସାହାଯ୍ୟ ମାଗୁଥିବା ବେଳେ ମଧ୍ୟପ୍ରଦେଶ ପୋ-ଲିସ ନିଜ ଆଡୁ ଏକ ମାମ-ଲା ରୁ-ଜ୍ଜୁ କରିବା ସହିତ ତଦ-ନ୍ତ ପାଇଁ ଏସଆଇଟି ଗଠନ କରିଥିଲା ।

ଏହି ଘଟ-ଣାରେ ଭାରତ ସୋନି ନାମକ ଜଣେ ଯୁବକଙ୍କୁ ଗି-ରଫ କରାଯିବା ପରେ ସେ ନିଜ ଦୋ-ଷ ସ୍ୱୀକାର କରିଥିଲା । ତେବେ ୧୨ ବର୍ଷର ଝିଅଟିକୁ ଭରତ କେଉଁଠି ଏବଂ କେତେବେଳେ ଦୁ-ଷ୍କର୍ମ କରିଥିଲା ତାହାକୁ ଜାଣିବା ପାଇଁ ପୋ-ଲିସ ଅଭି-ଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଥିଲା । କିନ୍ତୁ ଏହି ସମୟରେ ଅଭି-ଯୁକ୍ତ ଜଣକ ଫେ-ରାର ହେବାକୁ ଚେଷ୍ଟା କରି ଆ-ହତ ହୋଇଥିଲା । ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭି-ଯୁକ୍ତ ଭରତର ବାପା ନିଜ ପୁଅର ଅପ-ରାଧ ବିଷୟରେ ଜାଣିବା ପରେ କହିଛନ୍ତି ଯେ ତାକୁ ଅଧିକ ଦିନ ଜେ-ଲରେ ନରଖି ସିଧା ଫା-ଶୀ ଦିଆଯାଉ ବୋଲି । ଏ ପର୍ଯ୍ୟନ୍ତ ପୀ-ଡ଼ିତା ନାବାଳିକାଙ୍କର ପରିଚୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଅଭି-ଯୁକ୍ତଙ୍କ ବିରୋ-ଧରେ ବର୍ତ୍ତମାନ କେଉଁ କା-ର୍ଯ୍ୟାନୁ-ଷ୍ଠାନ ନିଆଯାଉଛି ।

Leave a Reply

Your email address will not be published. Required fields are marked *