ବାପା ମାଙ୍କୁ ମା-ରିଦେଇ ଖିଲି ଖିଲି ହସୁଥିଲା ପୁଅ ।

ବାପା ମାଙ୍କୁ କଟୁ-ରୀରେ ହାଣି ପୁଅ ମନାଉ ଥିଲା ଖୁସି । ବାପା ମା ଯନ୍ତ୍ର-ଣାରେ ଛଟପଟ ହେଉଥିବା ବେଳେ ପୁଅ ଖାଲି ଖିଲି ଖିଲି ହୋଇ ହସୁଥିଲା । ଯେମିତି ଶତ୍ରୁକୁ ମାରି ଶୁଆଇ ଦେଇଛି ସେମିତି ଅନୁଭବ କରି ପୁଅ ଖୁସିରେ ଆ-ତ୍ମହରା ହୋଇ ପଡ଼ୁଥିଲା । ବାପା ମାଆଙ୍କ ଜୀବନ ଯିବା ସମୟରେ ପୁଅ ର-କ୍ତରେ ଭୋଜି କରିବା କଥା ଚିନ୍ତା କରୁଥିଲା । ବାପା ମା କା-ନ୍ଦି କା-ନ୍ଦି ଚି-ତ୍କାର କରୁଥିଲେ । ଆଉ କୁଳାଙ୍ଗାର ସୈ-ତାନ୍ ପୁଅ ହା ହା କରି ହସୁଥିଲା । ସତେ ଯେପରି ଏମିତି ଲାଗୁଥିଲା ପୁଅ ଆଜି ବହୁତ୍ ଦିନ ପରେ ଖୁସି ମନାଉଛି।

ବନ୍ଧୁଗଣ ବାପା ମା ପୁଅ ଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ପୁଅ ଟିଏ ପାଇଁ ମା ସଞ୍ଜ ସକାଳେ ଗ୍ରାମ ଦେବତୀଙ୍କ ପାଖରେ ଘିଅ ଦୀପ ଜାଲୁଥାଏ । ହେଲେ ସେହି ପୁଅ ଯେତେବେଳେ ବଡ ହୋଇ ମଣିଷରୁ ଅମଣିଷ ହୋଇଯାଏ । ସେହି ପୁଅ ଯେତେବେଳେ ବଡ ହୋଇ ନର ରା-କ୍ଷସ ସାଜେ ସେତେବେଳେ ବାପା ମାଆଙ୍କ ଆଖିର ନିଦ ହଜି ଯାଏ । ଠିକ୍ ଏପରି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ ।

ବାପା ମାଙ୍କୁ ମା-ରି ପୁଅ ପାଳନ କରୁଛି ସାଙ୍ଘା-ତିକ ଖୁସି । ପୁଅ ଏତେ ଖୁସି ଅଛି ଯେ ପୁଅ ଖୁସିର ସୀମା ନାହିଁ । ସୂଚନା ଅନୁଯାୟୀ ପୁଅ ଅଙ୍କିତ ସବୁବେଳେ PUBG ଖେଳି ଥାଆନ୍ତି । ପୁଅ ପାଇଁ ଗେମ୍ ଏତେ ଗୁରୁତ୍ୱପୂର୍ଣ୍ଣ କି ତାହା କଳ୍ପନାର ବାହାରେ । କାରଣ ପୁଅ ସବୁବେଳେ ଗୋଟିଏ ଘରେ ବସି ରହି କେବଳ PUBG ଖେଳରେ ସମୟ କା-ଟି ଥାଆନ୍ତି । ଆଉ ଗେମ୍ ନ ଖେଳିବା ପାଇଁ ଯିଏ ବାରଣ କରେ ଅଙ୍କିତ ତାଙ୍କ ଉପରେ ରା-ଗି ଯାଇ ଥାଆନ୍ତି ।

ଏହା ପରେ ଅଙ୍କିତ ଙ୍କୁ ତାଙ୍କ ବାପା ମା ସବୁବେଳେ ଗେମ୍ ଖେଳିବାକୁ ବି-ରୋଧ କରି ଆସୁଥିଲେ । ଯାହା ରା-କ୍ଷସ ପୁଅକୁ ଭଲ ଲାଗୁ ନଥିଲା । ଗେମ୍ ଖେଳିବାକୁ ନେଇ ଅଙ୍କିତ ଓ ବାପା ମାଙ୍କ ଭିତରେ ଝ-ଗଡା ହେବାରୁ ଅଙ୍କିତ ଧା-ରୁଆ ଅ-ସ୍ତ୍ରରେ ବାପା ମାଆଙ୍କୁ ଆକ୍ର-ମଣ କରି କେବଳ ଖୁସି ମନାଉ ଥିଲା । ବାପା ମା ଦୁହେଁ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଅଙ୍କିତ ସେମାନଙ୍କୁ ପାଣି ଟୋପେ ଦେଇ ନଥିଲା । ଶେଷରେ ପୁଅ ପାଇଁ ଆଖି ବୁଝିଥିଲେ ବାପା ମା ଦୁହେଁ ।

Leave a Reply

Your email address will not be published. Required fields are marked *