ମାଡ଼ି ଆସୁଛି ଘୋର ବିପଦ । ହୀରାକୁଦ ବନ୍ଧରୁ ବାହାରି ଆସିଛି ମଣିଷ ଖିଆ ବଉଳା କୁମ୍ଭୀର ।

ଏମିତିରେ ତ ନାନା ପ୍ରାକୃତିକ ଦୈବୀ ଦୁର୍ବିପାକ ଏବଂ କରୋନା ମହାମାରୀକୁ ନେଇ ଲୋକେ ମନରେ ଅନେକ ଭ-ୟକୁ ସୃଷ୍ଟି କରି ସାରିଲେଣି । ଆଉ ଏଭଳି ସମସ୍ୟା ସବୁ ଦେଖା ଦେବା ମାତ୍ରକେ ଲୋକେ ମାଳିକା ବଚନ କଥା ମନେ ପକାଇ ସାରିଲେଣି । ଲୋକେ ଏହାକୁ ଅନୁମାନ କରୁଛନ୍ତି ଯେ ମାଳିକା ବଚନର ସବୁ କଥା ସତ ହେଉଛି । ଆଉ ସେଥିରେ ଏହା ମଧ୍ୟ ଲେଖା ହୋଇଥିଲା ଯେ କଳିଯୁଗର ଶେଷରେ କୁଆଡ଼େ ମଣିଷ ଖିଆ ବଉଳା କୁମ୍ଭୀର ମଣିଷ ମାନଙ୍କୁ ଖାଇବ । ଯାହାକି ବର୍ତ୍ତମାନ ଲୋକଙ୍କୁ ଲାଗୁଛି ଯେ ସତ ହେଉଛି ବୋଲି । ଆଜ୍ଞା ହଁ !! ହୀରାକୁଦ ବନ୍ଧରେ କୁମ୍ଭୀର ଦେଖି ଲୋକେ ଭ-ୟଭୀ-ତ ହୋଇ ଯାଇଛନ୍ତି ।

ଆଗତ ଭବିଷ୍ୟତ ସମ୍ବନ୍ଧରେ ମହାପୁରୁଷ ମାନେ ଯାହା କହି ଯାଇଛନ୍ତି ତାହାକୁ ମାଳିକା କୁହାଯାଏ । ମାଳିକା ବଚନରେ ପଞ୍ଚସଖା ମାନେ ହେଉଛନ୍ତି ଅନ୍ୟତମ । ମାଳିକାରେ ଏହା ଲେଖା ରହିଥିଲା ଯେ ଓଡ଼ିଶା ପ୍ରଦେଶ ହୋଇବ ଜଳ ପ୍ରଳୟ , ଭାସିବ ରାଇଜ ସ୍ଥିତି ହେବ ଅସମ୍ଭାଳ । ହୁରକୁଦ ବନ୍ଧ ଦିନେ ଉଛୁଳିବ ସାରା ରାଇଜକୁ ପାଣିରେ ବୁଡ଼ାଇ ଲୋକଙ୍କୁ କଲବଲ କରି ମା-ରିବ ।

କାରଣ ବର୍ତ୍ତମାନ ହୀରକୁଦକୁ ମାଡ଼ି ଆସୁଥିବା ବି-ପଦ ବେଶ ଭଲ ଭାବରେ ଦେଖିବାକୁ ମିଳୁଛି । ବର୍ଷା ନହେଉଣୁ ମହାନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଯେଉଁ କାରଣରୁ ନଦୀ କୁଳ ଲୋକଙ୍କର ଚିନ୍ତା ବଢ଼ି ଯାଇଛି । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ବଢ଼ୁଥିବାରୁ ନଦୀ କୁଳିଆ ଲୋକେ ଚିନ୍ତାରେ ପଡ଼ିଛନ୍ତି ।

କାରଣ ମାଳିକା ବଚନ ମଧ୍ୟ ସତ ହେବାରେ ଲାଗିଛି । ଆଉ କଳିଯୁଗ ଶେଷ ବେଳକୁ ଯେଉଁ ସବୁ ଘ-ଟଣା ଦେଖିବାକୁ ମିଳିବ ବୋଲି ଲେଖା ଯାଇଥିଲା , ସେହିସବୁ ଘ-ଟଣା ଦେଖିବାକୁ ମିଳୁଛି । ଗୋଟିଏ ମହାବଳ କୁମ୍ଭୀର ମଧ୍ୟ ଦେଖିବାକୁ ମିଳୁଛି ଯାହାକି କିଛି ଲୋକଙ୍କୁ ମା-ରିବା ସହିତ ଆଉ କିଛି ଲୋକଙ୍କୁ ଦେଖା ଦେଇ କୁଆଡ଼େ ଚାଲି ଯାଇଛି ।

ଆଗକୁ ମଧ୍ୟ ସେହି କାରଣରୁ ଆଉ ଲୋକଙ୍କ ଜୀବନ ନେବ ବୋଲି ମାଳିକାରେ ଲେଖା ଯାଇଛି । ମାଳିକାରେ ବର୍ଣ୍ଣନା ହୋଇଥିବା ବଉଳା କୁମ୍ଭୀର କଥା ସମ୍ପୂର୍ଣ୍ଣ ସତ ହୋଇ ଯାଇଛି ଏବଂ ତାହା ଆଉ କେତେ ଲୋକଙ୍କୁ ମାରିବ ତାହା ନେଇ ଲୋକଙ୍କ ମନର ଭ-ୟ ସୃଷ୍ଟି ହୋଇଛି । ମାଳିକା ଅନୁଯାୟୀ କଳିଯୁଗ ଶେଷ ହେଲେ ହୀରାକୁଦ ବନ୍ଧ ଭାଙ୍ଗିଯିବ ଏବଂ ଏବଂ ତାପୂର୍ବରୁ ଅନେକ ସଙ୍କେତ ଏବଂ ଏବଂ ଘ-ଟଣା ମଧ୍ୟ ଦେଖାଦେବ । ଯାହା ବର୍ତ୍ତମାନ ଧୀରେ ଧୀରେ ସ୍ପଷ୍ଟ ଦେଖା ଯାଉଛି ।

Leave a Reply

Your email address will not be published. Required fields are marked *