ଜ୍ବାଇଁର ଲୋଭ ଛଡେଇ ଦେଲେ ଶଶୁର ଘର ଲୋକେ।

ଜ୍ବାଇଁ ପୁଅ ବୋଲି ତୁମର ବହୁତ ଖାତିର ଥିଲା। ଜ୍ବାଇଁ ପୁଅ ବୋଲି ନିଜକୁ ମନେ ମନେ ରଜା ପୁଅ ଭାବୁଥିଲ । ଏଥର ତୁମ ଜ୍ବାଇଁ ପୁଅ ମଜା ଛାଡିଯିବ। ଏଥର ତୁମ ଦାଦା-ଗିରି ବି ଛାଡିଯିବ। ଆଉ ଏଥର ତୁମେ ଜ୍ବାଇଁ ପୁଅ ହୋଇ ଶଶୁର ଘର ନୁହେଁ ଏଥର ତୁମେ ଜ୍ବାଇଁ ପୁଅ ହୋଇ ଯିବ ମାମୁ ଘର। ନିଜକୁ ଏ ଘରର ଜ୍ବାଇଁ ବୋଲି ମନେ ମନେ ବହୁତ ଗ-ର୍ବ କରୁଥିଲ ନା। ତୁମ ଗ-ର୍ବ ଏଥର ଛାଡିଯିବ। ଆଉ ତୁମ ଗ-ର୍ବ ଛାଡିବା ସହିତ ଏଥର ତୁମ ରଙ୍ଗ ମଧ୍ୟ ଛାଡିଯିବ। ନା-ଳୁଆ ଦୋ-ଷ ବି ଛାଡିବ। ଆମେ ସିନା ନା-ଳୁଆ ଦୋ-ଷ ଛଡାଇ ପାରିଲୁ ନାହିଁ ଜେ-ଲ ଭିତରେ ତୁମ ନା-ଳୁଆ ଦୋ-ଷ ଛଡ଼ାଇବେ ତୁମ ମାମୁଁ। ବନ୍ଧୁଗଣ ଜ୍ବାଇଁ ନିଜକୁ ମନେ ମନେ ଭାବୁଥିଲା ରାଜା ହେଲେ ବର୍ତ୍ତମାନ ଜ୍ବାଇଁ ଭୋଗିବ ଜେ-ଲରେ ଭ-ୟଙ୍କର ସଜା।

ମନେ ମନେ ଜ୍ବାଇଁ ବୋଲି ଜ୍ବାଇଁ ବାବୁଙ୍କର ଯେଉଁ ରଙ୍ଗ ଥିଲା ତାହା ଏବେ ବେରଙ୍ଗ ହୋଇଯିବ। ଜେଲରେ ସୋଇ ଜ୍ବାଇଁ ବାବୁ ମଶା ମା-ରି ନିଜ କଲା କର୍ମ ପାଇଁ ଅନୁତାପ କରୁଥିବେ। ଜ୍ବାଇଁ ବାବୁ ତୁମେ ଆମ ପରିବାରକୁ କମ ରଙ୍ଗ ଦେଖାଇନ। ତୁମର ସବୁ ରଙ୍ଗ ଆମ ପରିବାର ଲୋକେ ଦେଖିଛନ୍ତି। ତୁମକୁ ଝିଅ ଦେଲୁ ବୋଲି ତୁମେ ମନେ ମନେ ନିଜକୁ ରାଜା ସାହାଵ ଭାବି ଆମ ଉପରେ ଚଢ଼ିଗଲ। ଆଉ ତୁମେ କଣ କହୁଥିଲ କି ଝିଅ ଦେଇଛୁ ମାନେ ତୁମେ ଆମ ଝିଅ ଉପରେ ଦୟା ଦେଖାଉଛ। ତୁମେ ବୋଧେ ଜାଣିନ। ସବୁକିଛି ସହିବାର ଗୋଟେ ସୀମା ଥାଏ। ତୁମକୁ କନ୍ୟା ଭଳି ଆମ ଘରର ଲକ୍ଷ୍ମୀ ଦେଲୁ। ଆମ ଘରର ଝିଅକୁ ତୁମେ ବିବାହ କଲ । ହେଲେ ବିବାହ କରି ସାରିବା ପରେ କଣ କହୁଛ ନା ଆମେ ଝିଅ ଦେଇଛୁ ମାନେ ତୁମକୁ ଆମ ଘରର ଅଧା ସମ୍ପତ୍ତି ଦେବୁ।

ତୁମେ ଜ୍ବାଇଁ ନୁହେଁ ତୁମେ ଗୋଟେ ରା-କ୍ଷାସ। ତୁମକୁ ଆମେ ଆଉ ଆମ ପରିବାର ଲୋକେ କେବଳ ବର-ଦାସ୍ତ କରିଛନ୍ତି ନହେଲେ ତୁମକୁ ଆଉ ତୁମ ନୀତିକୁ କେହି ହେଲେ ସୁଦ୍ଧା ସହିବେ ନାହିଁ। ଛି ଛି ଛି ତୁମକୁ ନିଜର ଜ୍ବାଇଁ ବୋଲି କହିବାକୁ ଆମକୁ ଲାଜ ଲାଗୁଛି। ତୁମେ ଏତେ ଲୋଭି ବୋଲି ଆମେ କି ଆମ ପରିବାର ଲୋକେ ଆଦୌ ଜାଣି ନଥିଲୁ। ଯଦି ଆମେ ଜାଣିଥାନ୍ତୁ ତୁମେ ଲୋଭି ବୋଲି ତାହାଲେ କେବେ ହେଲେ ଆମେ ଆମ ଝିଅକୁ ତୁମକୁ ଦେଇ ନଥାନ୍ତୁ। ହେଲେ ଆମର ଭୁଲ ହେଇଗଲା ତୁମକୁ ଆମେ ଆମ ଝିଅକୁ ଦେଇ। ବନ୍ଧୁଗଣ ଜ୍ବାଇଁ କୁଆଡେ ପ୍ରତି ମାସରେ ମାଗୁଥିଲେ ନୂଆ ନୂଆ ମଟର ସାଇକେଲ ନୂଆ ନୂଆ ଚେନ ଆଉ ଜ୍ବାଇଁଙ୍କ ଦାବି ଯଦି ପୁରଣ ନହେବ ତାହାଲେ ଜ୍ବାଇଁ କୁଆଡେ କହୁଥିଲେ ମୋ ଠୁ ଖରାପ ଆଉ କେହି ହେବେ ନାହିଁ।

ସବୁବେଳେ ଶଶୁର ଘର ଲୋକଙ୍କୁ ଦାବି କରୁଥିବା ଡିମାଣ୍ଡ ଯେତେବେଳେ ଝିଅର ପରିବାର ଲୋକେ ଦେଇ ପାରିଲେ ନାହିଁ ସେତେବେଳେ ଜ୍ବାଇଁ ରା-କ୍ଷାସ ସାଜି ନେଇଗଲା ଝିଅର ଜୀବନ। ଝିଅ କୁ ହରାଇ ପରିବାର କା-ନ୍ଦ ବୋବାଲିରେ ଫାଟି ପଡୁଥିବା ବେଳେ। ଏବେ ଜ୍ବାଇଁଙ୍କୁ ଗି-ରଫ କରିଛି ପୋ-ଲିସ। ତେବେ ଏଭଳି ଘଟ-ଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ଏହି ଘ-ଟଣା ଯିଏ ଶୁଣୁଛି ସେ ଛି ଛିକାର କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଝିଅକୁ ହରାଇ ଥିବା ପରିବାରକୁ ପୋ-ଲିସ କି ପ୍ରକାର ନ୍ୟା-ୟ ଦେଉଛି। ଆଉ ରାକ୍ଷାସ ସ୍ୱାମୀଙ୍କୁ ମଧ୍ୟ କେଉଁ ପ୍ରକାର ଦ-ଣ୍ଡ ଦେଉଛି।

Leave a Reply

Your email address will not be published. Required fields are marked *