ଡାକ୍ତରଙ୍କୁ ଘାରିଛି ମହିଳାଙ୍କ ପ-ରିଶ୍ରା ଘର କା-ଟିବା ନି-ଶା

ଡାକ୍ତରଙ୍କ ନାମରେ ସ୍ୱାମୀ ଆଣିଲେ ସାଙ୍ଘା-ତିକ ଅଭି-ଯୋଗ । ସ୍ୱାମୀ କହିଲେ ଡାକ୍ତରଙ୍କୁ ଘାରିଛି ପ-ରିସ୍ରା ଘର କା-ଟିବା ନି-ଶା । ଭୁଲ ଅ-ସ୍ତ୍ରୋପ-ଚାର ଯୋଗୁ ଘଟି ଯାଇଛି ଏକ ଅଭା-ବନୀୟ ଘ-ଟଣା । ଚିକିତ୍ସା ନାମରେ ଜନ ସାଧାରଣଙ୍କୁ ଠ-କି ଚାଲିଛନ୍ତି ନର୍ସିଂହୋମ । ଏବେ ମହିଳା ଜଣଙ୍କ କା-ନ୍ଦି କା-ନ୍ଦି ନ୍ୟା-ୟ ପାଇଁ ଭିକ୍ଷା କରୁଛନ୍ତି । ସେପଟେ ଲୋକଙ୍କ କହିବା କଥା ଚିକିତ୍ସା ନାମରେ ବେଆ-ଇନ ଭାବରେ ଠ-କୁଛନ୍ତି ଜନସାଧାରଣଙ୍କୁ ।

ହଁ ବନ୍ଧୁଗଣ କେନ୍ଦ୍ରାପଡାରେ ଛତୁ ଫୁଟିଲା ଭଳି ଗଢି ଉଠିଛି ଘରୋଇ ନର୍ସିଂହୋମ ଆଉ ଲୋକଙ୍କ ଜୀବନ ସହ ନର୍ସିଂହୋମ ମାଲିକ ଖେଳ ଖେଳୁଥିବା ଅଭି-ଯୋଗ ହେଉଛି । ଅଳ୍ପ ବିଦ୍ୟା ଭ-ୟଙ୍କର ଭଳି ଏବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ନିକଟରେ ଗଢିଉଠିଛି ପପୁଳାର ନର୍ସିଂହୋମ । ଆଉ ସେହି ପପୁଲାର ନର୍ସିଂହୋମ ବିରୋ-ଧରେ ଆସିଛି ସାଙ୍ଘା-ତିକ ଅଭି-ଯୋଗ ।

ସୂଚନା ଅନୁଯାୟୀ ମହାକାଳପଡ଼ା ବ୍ଳକ ଜମ୍ମୁ ପଞ୍ଚାୟତର ରାଧାରାଣୀ ମଣ୍ଡଳ ନାମକ ଜଣେ ମହିଳା ପ୍ରସବ ପାଇଁ ପପୁଲାର ନର୍ସିଂହୋମକୁ ଯାଇଥିଲେ । ତେବେ ଅସ୍ତ୍ରୋ-ପଚାର ସମୟରେ ତାଙ୍କ ପରି-ସ୍ରା ଦ୍ଵାର ଓ ମଳ ଦ୍ଵାରକୁ ଡାକ୍ତର ଭୁଲ ଅସ୍ତ୍ରୋ-ପଚାର କରିଥିଲେ ଯେଉଁଥି ପାଇଁ ରାଧାରାଣୀଙ୍କ ପ-ରିଶ୍ରା ସମୟରେ ମଳ ଆସୁଥିବା ଓ ଅଧିକ କଷ୍ଟ ହେଉଥିବା ନେଇ ରାଧାରାଣୀଙ୍କ ସ୍ୱାମୀ ଅଭି-ଯୋଗ କରିଛନ୍ତି ।

ହେଲେ ଏନେଇ ରାଧାରାଣୀ ଅନେକ ଥର ପପୁଲାର ନର୍ସିଂହୋମ ଆସିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ରାଧାରାଣୀଙ୍କ ପରିବାର ଲୋକେ ପପୁଲାର ନର୍ସିଂହୋମ ସାମ୍ନାରେ ପ୍ରତି-ବାଦ କରିଥିବା ଦେଖିବାକୁ ମିଳିଛି । ସ୍ୱାମୀ ଶଙ୍କର ମଣ୍ଡଳଙ୍କ କହିବା କଥା ସ୍ତ୍ରୀ ଙ୍କର ଯେତେବେଳେ ପ୍ର-ସବ ଯ-ନ୍ତ୍ରଣା ଆରମ୍ଭ ହୋଇଥିଲା ସେତେବେଳେ ଆମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ତ୍ରୀଙ୍କୁ ସାଥିରେ ନେଇ ଆସିଥିଲୁ ।

ହେଲେ ମୁଖ୍ୟଚିକିତ୍ସାଳୟ ରେ କୌଣସି ସୁବିଧା ବା ଉତ୍ତମ ଚିକିତ୍ସା ସୁବିଧା ନ ମିଳିବାରୁ ସେପଟେ ସ୍ତ୍ରୀ ରାଧାରାଣୀଙ୍କ ଯ-ନ୍ତ୍ରଣା ବୃଦ୍ଧି ପାଇବାରୁ ଆମେ ଘରୋଇ ହସ୍ପିଟାଲକୁ ତାଙ୍କୁ ନେଇ ଆସିଥିଲୁ । ଆଉ ଅସ୍ତ୍ରୋପଚାର ପରେ ଆମର ଏକ ଝିଅ ହୋଇଥିଲା ଆମକୁ ଡାକ୍ତର କହିଲେ ଆପଣଙ୍କ ଅପରେସନ ସଫଳ ହୋଇଛି ଓ ଆପଣଙ୍କର ଏକ ଝିଅ ହୋଇଛି ।

ମାତ୍ର ଝିଅ ହେବାର ତିନି ଦିନ ପରେ ଘରକୁ ଗଲା ପରେ ସିଲେଇ ଆପେ ଆପେ ଖୋଲିଗଲା । ଆଉ ଆମେ ଯେତେ ବେଳେ ହସ୍ପିଟାଲର ନର୍ସ ମାନଙ୍କୁ ଫୋନ ଯୋଗେ କହିଲୁ ସେ ଆମ କଥାକୁ କର୍ଣ୍ଣ ପାତ କରିଲେ ନାହିଁ । ଡାକ୍ତର ମୋ ସ୍ତ୍ରୀର ଅପରେସନ କରିବା ସମୟରେ ଏମିତି ଅପରେସନ କରିଛନ୍ତି ଯେ କା-ଟୁ କା-ଟୁ ବହୁତ କା-ଟି ଦେଇଛନ୍ତି ମୋ ସ୍ତ୍ରୀଙ୍କର ଏବେ ପ-ରିଶ୍ରା ସମୟରେ ପରି-ଶ୍ରା ଦ୍ୱାରରେ ଝାଡା ମଧ୍ୟ ଚାଲି ଆସୁଛି ।

ମୋ ସ୍ତ୍ରୀର ଜୀବନ ବ-ର୍ବାଦ କରିଦେଲେ ପପୁଲାର ଘରୋଇ ନର୍ସିଂହୋମ । ସେପଟେ ସମ୍ପ-ର୍କୀୟଙ୍କ କହିବା କଥା ଟଙ୍କା ପାଇଁ ନର୍ସିଂହୋମ ରେ ଜୀବନ ସହ ଖେଳୁଛନ୍ତି । ଅଧିକ ଟଙ୍କା ଲୋଭରେ ସଠିକ ଚିକିତ୍ସା ଦିଆ ଯାଉ ନାହିଁ । ଡାକ୍ତର ବଦଳରେ ଅସ୍ତ୍ରୋ-ପଚାର କିଏ କରୁଛି ତାହା ମଧ୍ୟ ଜଣା ନାହିଁ । ତେବେ ଏତେ ସବୁ ଅଭି-ଯୋଗ ଆସିବା ପରେ ଏଭଲି ଘଟ-ଣାକୁ ନେଇ କେନ୍ଦ୍ରାପଡା ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଲୋକେ ଏବେ ଘରୋଇ ହସ୍ପିଟାଲ ଆସିବାକୁ ମଧ୍ୟ ଭ-ୟ କରୁଛନ୍ତି । କାରଣ ଯଦି ଅସ୍ତ୍ରୋ-ପଚାର ସମୟରେ କାଟୁ କାଟୁ ଅନେକ କିଛି କା-ଟିଦେବେ ତେବେ କେତେବେଳେ ଜୀବନ ମଧ୍ୟ ଚାଲିଯିବ ତାହା କହିହେବ ନାହିଁ । ତେବେ ଏହି ପରିବାରକୁ କେଉଁଭଳି ନ୍ୟା-ୟ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *