ବିବାହ ପୂର୍ବ ଦିନ ପୁଅ ଘରେ ପହଞ୍ଚି ଗଲା ପ୍ରେମିକା , ଆଉ ଘଟାଇଲା ହାଇ ଭୋଲଟେଜ ଡ୍ରାମା

ଆଜି ଥିଲା ମଙ୍ଗନ ଆଉ କାଲି ହୋଇଥିଲା ବାହାଘର । କିନ୍ତୁ ହଠାତ୍ ଏଣ୍ଟ୍ରି ମା-ରିଥିଲେ ଜଣେ ଯୁବତୀ ଆଉ କହିଥିଲେ ଏପରି କିଛି କଥା । ଯେଉଁ କଥା ଶୁଣିବା ପରେ ସମସ୍ତଙ୍କ କାନ ଆଡ଼େ ଧୁଆଁ ବାହାରି ଯାଇଥିଲା । କେହି ବି ବିଶ୍ୱାସ କରି ପାରି ନଥିଲେ ଏପରି କରିପାରିବ ଜଣେ ପ୍ରେମିକା । ନିଜକୁ ପ୍ରେମିକାର ପରିଚୟ ଦେଇଥିଲେ ଆଉ ଖୋଲି କହିଥିଲେ ଅନେକ କଥା । ଗୋଟିଏ ପରେ ଗୋଟିଏ କଥା ଶୁଣି ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାହିଁକି ନା କାଲି ହୋଇଥାନ୍ତା ପୁଅର ବାହାଘର ଆଉ ଆଜି ଏସବୁ କିଛି ହୋଇଗଲା ।

ଆଉ ଦେଖିଲା ବେଳକୁ ସେପଟେ ଝିଅ କହୁଛି , ମୁଁ ପୁଅର ପ୍ରେମିକା ଆଉ ଆଜି ଧାରଣା ଦେଇ ବସିବି ଏବଂ କାଲି ବାହା ହୋଇ ଏଠାରୁ ଯିବି । ତେବେ ଏପରି ଏକ ଅଦ୍ଭୂତ ଘ-ଟଣା ଦେଖିବାକୁ ମିଳିଛି , ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଥା-ନା ତୋଟାସାହି ଅଞ୍ଚଳରେ । ତେବେ ସୂଚନା ଅନୁଯାୟୀ , ପୁରୀ ଟାଉନ ଥା-ନା ତିଆଡ଼ିସାହି ଅଞ୍ଚଳର ଜଣେ ଯୁବତୀ ଆସି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଥା-ନା ତୋଟାସାହି ଅଞ୍ଚଳରେ ପହଞ୍ଚି ଯାଇଥିଲେ । ଆଉ କହିଥିଲେ ଏଠାରେ କଣ ହେଉଛି ।

ମୁଁ ଥାଉ ଥାଉ ସେ ଆଉ ଜଣଙ୍କୁ ବିବାହ କିପରି କରିବେ । ଆଉ ହାତରେ ଧରି ଆସିଥିଲେ କୋର୍ଟ ଅର୍ଡର । କହିଥିଲେ ଆଜି ମୋତେ ନ୍ୟା-ୟ ନ ମିଳିଲେ ମୁଁ ଏଠାରୁ ଯିବି ନାହିଁ । ତେବେ ସମସ୍ତେ ଯେତେବେଳେ ପଚାରି ବୁଝିଥିଲେ କଣ ହୋଇଛି । ସେ ଦେଇଥିଲେ ଉତ୍ତର । ସୂଚନା ଅନୁଯାୟୀ , ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଥା-ନା ତୋଟାସାହି ଅଞ୍ଚଳର ରମେଶ ନାମକ ଜଣେ ଯୁବକ ଟାଉନ ଥା-ନା ଅଞ୍ଚଳର ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜା-ଲରେ ଫ-ସାଇ ଥିଲେ । ଆଉ ତାପରେ ବିବାହ ପ୍ରତି-ଶ୍ରୁତି ଦେଇ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ ।

କିନ୍ତୁ ପରେ ଏହାକୁ ମାନିବେ ନାହିଁ ବୋଲି କହିବାରୁ ଝିଅ ଜଣକ ଥା-ନାରେ ଅଭି-ଯୋଗ କରିଥିଲେ । ଆଉ ପରେ ସେ ବିବାହ କରିବା ପାଇଁ ଦେଇଥିଲେ ପ୍ରତି-ଶ୍ରୁତି । କିନ୍ତୁ ଏବେ ଦେଖିଲା ବେଳକୁ ପୁଅର ବିବାହ ଆଉ କେଉଁ ଜାଗାରେ ଠିକ୍ ହୋଇ ଯାଇଛି ଆଉ କାଲି ବିବାହ ହେଉଛି । ଏହି କଥା ଶୁଣି ଧାଇଁ ଆସିଥିଲେ ପ୍ରେମିକା ଆଉ କହିଥିଲେ ପୁଅକୁ କେବଳ ମୁଁ ବିବାହ ହେବି ଆଉ କେହି ନୁହେଁ । ଏହାପରେ ପରିବାର ଲୋକ ଆଉ ଝିଅ ମଧ୍ୟରେ ପା-ଟିତୁ-ଣ୍ଡ ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *