ବୋହୂ ଖୋଲି ଦେଲେ ଶାଶୁଙ୍କ ଗୁମର , ପୁଅ ବୟସର ପିଲାଙ୍କ ସହ ରଖନ୍ତି ଶାରୀ-ରିକ ସ-ମ୍ପର୍କ

ଜଣେ ବୋହୂର ଏ ହେଉଛି ଦାବି , ନିଜ ଶାଶୁ ନାମରେ ଆଣିଛନ୍ତି ଏପରି ଅଭି-ଯୋଗ । ଯାହାକୁ ଶୁଣିବା ପରେ ଆପଣ ସେହି ଶାଶୁ ଜଣଙ୍କୁ ଛି ବୋଲି କହିବାକୁ ଲାଗିବେ । ଆଉ ଠିକ୍ ବର୍ତ୍ତମାନ ସମୟରେ ଏପରି ଜଣେ ଶାଶୁଙ୍କୁ ମଧ୍ୟ ନିନ୍ଦା କରାଯାଇଛି । ବୋହୂ ଜଣଙ୍କ ଅଭି-ଯୋଗ କି , ଶାଶୁ ହନିଟ୍ରାପ କରନ୍ତି ଆଉ ତାଙ୍କ ପୁଅ ବୟସର ପିଲା ମାନଙ୍କୁ ପ୍ରେମ ଜାଲରେ ଫସାଇ ଦିଅନ୍ତି । ଆଗରୁ ଏପରି ଅନେକ କରିଛନ୍ତି । ଆଉ ସେମାନଙ୍କୁ ବ୍ଲା-କମେ-ଲ ମଧ୍ୟ କରିଥାନ୍ତି ।

ତେବେ ଏପରି ଏକ ପରିବାରରେ ବିବାହ କରିବା ପଛରେ ସେ ସବୁ କାରଣ କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ଏପରି ପରିବାରରେ ରହୁଥିବା ତାଙ୍କ ଶାଶୁ ଜଣକ ତାଙ୍କ ସ୍ଵାମୀଙ୍କର ସାବତ ମାଆ । ସେ ପ୍ରଥମେ ତାଙ୍କ ମାଆଙ୍କ ସହିତ ବନ୍ଧୁତା କରିଥିଲେ ଆଉ ଧିରେ ଧିରେ କଥା ମଧ୍ୟ ଆଗକୁ ବଢିଥିଲା । ଦୁଇ ପକ୍ଷ ଲୋକ ଦୁଇ ଜଣଙ୍କୁ ଜାଣିଥିଲେ ଆଉ ମିଶା ମିଶି କରିଥିଲେ ଆଉ ଭଲ ଭାବରେ ମିଶିବା ପରେ ଚାରି ମାସ ପରେ ଉଭୟଙ୍କ ଅନୁମତି କ୍ରମେ ଦୁହିଁଙ୍କ ବିବାହ ହୋଇଥିଲା ।

ତେବେ ସେତେବେଳେ ତାଙ୍କ ଶଶୁର ମଧ୍ୟ ଏ ଦୁନିଆଁରେ ନଥିଲେ । ତେଣୁ କରି ଶାଶୁଙ୍କ ମନ ଆଉ ଏଠାରେ ଲାଗୁ ନଥିଲା । ସେ ଯୋଜନା କରୁଥିଲେ କିଛି ନୂଆ ନୂଆ ପିଲାଙ୍କୁ ଫସାଇବା ପାଇଁ । ଆଉ ତାହା ହିଁ କରୁଥିଲେ । ଏନଜିଓରେ ଯାଇ ମିଶି ଯାଉଥିଲେ ଆଉ ସେଠାରେ ସମସ୍ତଙ୍କ ନମ୍ବର ସଂଗ୍ରହ କରି ଆଣୁଥିଲେ ଆଉ ସେମାନଙ୍କୁ ଫସାଇବା ପାଇଁ ମଧ୍ୟ ଏପରି କରୁଥିଲେ । ମିଠା ମିଠା କଥା କହୁଥିଲେ ଆଉ ତାଙ୍କ ସହିତ ହୋଟେଲ ଯାଉଥିଲେ । ଏହାପରେ ଫୋଟ ଉଠାଇ ରଖୁଥିଲେ ।

ପରେ ସେମାନଙ୍କୁ ସେହି ଫୋଟ ଗୁଡ଼ିକ ପଠାଇ ବ୍ଲା-କେମ-ଲ କରୁଥିଲେ ଆଉ କହୁଥିଲେ ଟଙ୍କା ଦିଅ। ଏହା ଥିଲା ତାଙ୍କ କାମ । ଅନେକ ପୁଅ ମାନଙ୍କ ସହିତ ସେ ମଧ୍ୟ ଶାରୀ-ରିକ ସମ୍ପ-ର୍କ ରଖିଛନ୍ତି । ତେବେ ଏପରି କାମ ତାଙ୍କ ପୁଅ ଆଉ ବୋହୂଙ୍କୁ ଭଲ ଲାଗି ନଥିଲା ଆଉ ସେମାନେ ଘର ଠାରୁ ମଧ୍ୟ ଦୂରେଇ ଯାଇଥିଲେ । ଏହାପରେ ଘରେ ଆରମ୍ଭ ହୋଇ ଯାଇଥିଲା ସବୁ କାରନାମା । ଘରେ ଆରମ୍ଭ କରିଥିଲେ ହନିଟ୍ରାପ । ତେଣୁ ବର୍ତ୍ତମାନ ବୋହୂ ଜଣକ ନ୍ୟା-ୟ ଅପେକ୍ଷାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *