ବିଧାୟକଙ୍କ ପୁଅ ନାମରେ ବୋହୂ ଆଣିଲେ ଅଭି-ଯୋଗ , କହିଲେ ଦେଇ ଚାଲିଥିଲେ ଯୌ-ତୁକ ନିର୍ଯା-ତନା

କୁହାଯାଏ ବଡ ଘର ବଡ ଗୁମର କଥା । ଆଉ ଏହି କଥା କାହାକୁ ବି ଜଣା ନଥାଏ । ଧିରେ ଧିରେ ସମୟ ଗଡିବା ସହିତ କଥା ଆସି ଦାଣ୍ଡରେ ପଡ଼ିଥାଏ ଆଉ ଲୋକ ମାନେ ତା ବିଷୟରେ ଅବଗତ ହୋଇ ପାରିଥାନ୍ତି। ଅନ୍ୟ ପକ୍ଷରେ ଆଉ ଗୋଟିଏ କଥା ମଧ୍ୟ ଆପଣ ଜାଣିଥିବେ ଯାହାର ଯେତେ ଟଙ୍କା , ତାର ସେତେ ଲୋଭ । ତେବେ ଆଜ୍ଞା ହଁ ଏଇ କଥା ଆମେ କହୁନୁ , ଘଟିଥିବା ଏପରି ଏକ ଘ-ଟଣା ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିଛି । ଯାହା ଶୁଣିବା ପରେ ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ତେବେ ଜଣେ ବିଧାୟକ ପରିବାରର ବୋହୂ ଆଣିଛନ୍ତି ଯୌ-ତୁକ ନିର୍ଯା-ତନାର ଅଭି-ଯୋଗ । ବିଧାୟକ ଶସିଭୂଷଣ ବେହେରାଙ୍କ ପୁଅ ସତ୍ୟରଞ୍ଜନ ବେହେରାଙ୍କ ସହିତ ରୋନାଲି ବେହେରାଙ୍କ ବାହାଘର ହୋଇଥିଲା । ବାହାଘର ସମୟରେ ଝିଅକୁ ଆଉ ଜ୍ଵାଇଙ୍କୁ ସବୁ ଜିନିଷ ରୋନାଲିଙ୍କ ପରିବାର ଲୋକ ଦେଇଥିଲେ । ତେବେ ଏହାପରେ ମଧ୍ୟ ଲୋଭ ଶେଷ ହୋଇ ନଥିଲା ।

ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଅନେକ ସମୟରେ ମା-ଡ଼ ମା-ରି ଚାଲିଥିଲେ । ଆଉ ତାଙ୍କ ଠାରୁ ସବୁ ସୁନା ଗହଣା ଛଡ଼ାଇ ନେଇ ଯାଇଥିଲେ । ଏପରିକି ତାଙ୍କୁ ଶାରୀ-ରିକ ଏବଂ ମାନ-ସିକ ନର୍ଯ୍ୟା-ତନା ଦେଇ ସମସ୍ତ ଘରର କାମ ମଧ୍ୟ କରାଇ ଚାଲିଥିଲେ ବୋଲି ରୋନାଲି ଥା-ନାରେ ଅଭି-ଯୋଗ ଦେଇଛନ୍ତି ।

ଏପରିକି ସେ ସ୍ୱାମୀଙ୍କ ନାମରେ ଆଣିଛନ୍ତି ସାଙ୍ଘା-ତିକ ଅଭି-ଯୋଗ । ତାଙ୍କ ସ୍ବାମୀଙ୍କ ଅନ୍ୟ ଝିଅ ମାନଙ୍କ ସହିତ ସ-ମ୍ପର୍କ ରହିଥିବା କଥା ଜାଣିବାକୁ ପାଇଥିଲେ ରୋନାଲୀ । ଆଉ ଏପରି କାମ କରିବାକୁ ସେ ସ୍ବାମୀଙ୍କୁ ବାରଣ ମଧ୍ୟ କରିଥିଲେ । କିନ୍ତୁ ସ୍ଵାମୀ କାହା କଥା ଶୁଣି ନଥିଲେ । ରାତିରାତି ଅନ୍ୟ ଝିଅ ମାନଙ୍କ ସହିତ ଫୋନ୍ ରେ କଥା ହେଉଥିଲେ । ଆଉ ଏହି କଥାର ପ୍ରମାଣ ମଧ୍ୟ ରୋନାଲି ନିଜ ଫୋନ୍ ରେ ରେ-କର୍ଡ କରି ରଖିଥିଲେ । ଆଉ ଏହି କଥା ଯାଇ ଶାଶୁ ଘର ଲୋକଙ୍କୁ କହିବା ବେଳେ ସେମାନେ ଏହାକୁ ଅଣଦେଖା କରି ଦେଇଥିଲେ ଆଉ ଗୁରୁତ୍ଵ ମଧ୍ୟ ଦେଇ ନଥିଲେ ।

ତେବେ ଏହାପରେ ରୋନାଲି ଆଉ ଏତେ ଦୁଃ-ଖ କଷ୍ଟ ସହି ପାରି ନଥିଲେ ଆଉ ସିଧା ନିଜ ବାପ ଘରକୁ ଯାଇ ସବୁ କଥା ଜଣାଇ ଦେଇଥିଲେ । ତେବେ ବାପ ଘର ଲୋକ ଯାଇ ଶାଶୁ ଘରେ ଏ ସବୁ କଥା କହିଥିଲେ । ଆଉ ସେମାନେ କହିଥିଲେ କି , ପରସ୍ପର ମଧ୍ୟରେ କଥା ସମାଧାନ କରିବା ପାଇଁ ।

ଆଉ ବାହାରକୁ କଥା ନ ଯିବା ପାଇଁ ସେମାନେ ଟଙ୍କା ମଧ୍ୟ ଯାଚି ଥିଲେ । ତେବେ ଏହାକୁ ମନା କରିଥିଲେ ରୋନାଲିଙ୍କ ବାପଘର ଲୋକେ। ତେବେ ବର୍ତ୍ତମାନ ଶାଶୁ ଘର ନାମରେ ଅଭି-ଯୋଗ ଆଣିଛନ୍ତି ରୋନାଲି ଆଉ ନ୍ୟା-ୟ ପାଇଁ ଅପେକ୍ଷା କରି ବସିଛନ୍ତି ସେ । ଦିନେ ନା ଦିନେ ସେ ନ୍ୟା-ୟ ପାଇବେ ବୋଲି ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *