ଶେଷ ହେବ ଘୋର କଳିଯୁଗ , ଏବେ ପୁରୀ ଶ୍ରୀମନ୍ଦିରରେ ବି ଲାଗିଲା ନି-ଆଁ , ମହା ବିପତ୍ତିର ପୂର୍ବ ସଙ୍କେତ

ସତରେ କଣ କଳିଯୁଗର ସମାପ୍ତି ହୋଇ ଆସିଲାଣି ? ଛୋଟ ଛୋଟ ଘ-ଟଣା ବର୍ତ୍ତମାନ ବଡ଼ ହେବାକୁ ଲାଗିଲାଣି । କାହିଁକିନା ବର୍ତ୍ତମାନ ଏଭଳି ସବୁ ଘଟଣା ଘ-ଟୁଛି ଯାହା କେହିବି କଳ୍ପନା ସୁଦ୍ଧା କରି ନଥିବେ । କିନ୍ତୁ ଅନେକ ବର୍ଷ ପୂର୍ବରୁ ମହାପୁରୁଷ ମାନେ ସେହି କଳ୍ପନା କରି ପାରିଥିଲେ , ଆଉ ଯାହା ବର୍ତ୍ତମାନ ସତ ହେଉଛି । ପୁରୀ ଶ୍ରୀମନ୍ଦିରରେ ଦେଖା ଦେଉଥିବା ବାରମ୍ବାର କିଛି କିଛି ଘ-ଟଣା ଭକ୍ତଙ୍କ ମନକୁ ବିଚଳିତ କରିଛି । ଏଭଳି ସବୁ ଦୃ-ଶ୍ୟ ଦେଖି କିଏ କାଇଁ କେଉଁ ପ୍ରକାରର ଆଶଙ୍କା ମନରେ ଆଣୁଛନ୍ତି କେଜାଣି । ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ସମୟରେ ଏକ ଘ-ଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି । କାରଣ ଯେଉଁ ଘ-ଟଣା ବିଷୟରେ ଆମେ ଆପଣଙ୍କୁ କହିବୁ ତାହା ଶୁଣିଲେ ଆପଣ ହୁଏତ ଭ-ୟଭୀ-ତ ହୋଇଯିବେ । ମିଳୁଥିବା ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ନି-ଆଁ ଲାଗିଛି । ଯେଉଁ ଦୃ-ଶ୍ୟକି ଭକ୍ତଙ୍କ ଆଖିରୁ ଲିଭି ପାରିନାହିଁ । ଘଟଣା ଅନୁଯାୟୀ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ଏବଂ ସେହି ସମୟରେ ଏକ ଭ-ୟଙ୍କର କା-ଣ୍ଡ ଘଟି ଯାଇଥିଲା ।

ଦର୍ଶକ ମାନେ ଭଗବାନଙ୍କୁ ଦେଖିବାକୁ ଯେତେବେଳେ ବ୍ୟଗ୍ର ହେଉଥିଲେ ସେତେବେଳେ ଶ୍ରୀମନ୍ଦିରର ଗୁମୁଟକଟେ ହଠାତ ନି-ଆଁ ଲାଗି ଯାଇଥିଲା । ସର୍ଟ ସର୍କିଟ କାରଣରୁ ଲାଗିଥିବା ନି-ଆଁକୁ ଆୟତ୍ତ କରିବା ପାଇଁ ମୁତୟନ ହୋଇଥିବା ପୋ-ଲିସ ପାଖକୁ ପ୍ରଥମେ ଖବର ମିଳିଥିଲା । ଶ୍ରୀମନ୍ଦିର ପରିସରରେ ନିୟୋଜିତ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଯେତେ ଚେଷ୍ଟା କଲେବି ସୁଦ୍ଧା ନି-ଆଁକୁ ଅଟକାଇ ପାରି ନଥିଲେ । ହୁତୁ-ହୁତୁ ହୋଇ ଜ-ଳୁଥିବା ନି-ଆଁ ଅନେକ ଉଦ୍ୟମ ପରେ ଯାଇ ଆୟତ୍ତକୁ ଆସିଥିଲା । ଅଗ୍ନିଶମ ବିଭାଗ ଆସିବା ବେଳକୁ ନି-ଆଁ ଲିଭି ଯାଇଥିଲା ।

କହିବାକୁ ଗଲେ ଶ୍ରୀମନ୍ଦିରଦ ଚାରି ପାଖରେ ଅନେକ ବିଦ୍ୟୁତ ତାର ସଂଯୋଗ ଥିବାରୁ ଏଭଳି କା-ଣ୍ଡ ଘଟିଥିଲା ବୋଲି କୁହାଯାଉଛି । କିନ୍ତୁ ଏଭଳି ଏକ ଅବିଶ୍ୱାସନିୟ ଘଟ-ଣା ସେହି ସ୍ଥାନରେ ଘଟିଛି ଯେଉଁଠି କେହିବି କେବେ କଳ୍ପନା କରି ନଥିଲେ । ଯାହାଦ୍ୱାରା ଭକ୍ତ ମାନେ ଏହି ଘଟ-ଣା ପରେ ଭ-ୟଭୀ-ତ ହୋଇ ଯାଇଛନ୍ତି ଏବଂ କହୁଛନ୍ତି ଯେ କୁଆଡ଼େ କଳିଯୁଗର ପରିସମାପ୍ତି ହୋଇ ଆସିଲାଣି ଆଉ କାହାର ଇଙ୍ଗିତ ଏହିସବୁ ଘ-ଟଣା ଦେଉଛି ।

Leave a Reply

Your email address will not be published. Required fields are marked *