ଦୋ-ଷୀ ମାନଙ୍କ ଉପରେ ଲାଗି ପାରେ ଦେଶ ଦ୍ରୋ-ହୀ ମା-ମଲା , ହୋଇପାରେ ଫା-ଶୀ

ଭ-ୟଙ୍କର ରାତି ଆଉ ଭ-ୟାନକ ଦୁର୍ଘ-ଟଣା । ଆଜି ବି ସେହି ରାତିର କଥା ଭାବିଲା ବେଳକୁ ଦେହ ଶୀତେଇ ଯାଉଅଛି । ଏତେ ବଡ ଅଘ-ଟଣ ଘଟିଗଲା ଯେ , ଯାହାକୁ କେହି ବି ଭାବି ନଥିଲେ କି ଜୀବନରେ ଆକଳନ କରି ନଥିଲେ । ବିଶ୍ଵ ଦେଖି ନଥିଲା ଏତେ ବଡ ଦୁର୍ଘଟଣା । ସେଦିନର ରାତି କ-ନ୍ଦାଇ ଦେଲା ପୁରା ବିଶ୍ବକୁ । ଟ୍ରେନ ଭିତରେ ଖାଲି ଓଡ଼ିଶାର ଲୋକ ନଥିଲେ , ଥିଲେ ସାରା ଭାରତର ଲୋକ । ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରି ଯାଉଥିଲେ । କିଏ ଜାଣି ଥିଲା ସେଦିନର ରାତି ହିଁ ହୋଇଯିବ ସେମାନଙ୍କ ପାଇଁ ଶେଷ ରାତି ।

ଆଉ ଏତେ ବଡ ଦୁର୍ଘ-ଟଣା ପଛରେ ଯାହାର ହାତ ଥିବ , ସେ ତ ନିଶ୍ଚିତ ଭାବରେ ମାଷ୍ଟରମାଇଣ୍ଡ ହୋଇଥିବ । କଦାପି ସାଧାରଣ ଲୋକ ହୋଇ ନଥିବ ବୋଲି ସମସ୍ତେ କହିଥିଲେ । ଧିରେ ଧିରେ ସମସ୍ତଙ୍କ ସ-ନ୍ଦେହ ବଢ଼ି ଚାଲିଥିଲା । ଜୁନ ୨ ତାରିଖରେ ଘଟିଥିଲା ଅଘ-ଟଣ , ଯେଉଁଥିରେ ଯାଇଥିଲା ୨୯୩ ଲୋକଙ୍କ ଜୀବନ । କିନ୍ତୁ ସାଧାରଣ ଲୋକଙ୍କ ଆକଳନ ଅନୁଯାୟୀ ଏହା ୧୦୦୦ ରୁ ଅଧିକ ଥିଲା । କେବଳ ଏତିକି ନୁହେଁ , ୧୦୦୦ ରୁ ଅଧିକ ଲୋକ ହୋଇଥିଲେ ଆହତ ଆଉ ସେମାନଙ୍କ ଚିକିତ୍ସା ଚାଲିଥିଲା ବାଲେଶ୍ଵର ତଥା ଭୁବନେଶ୍ଵରର ଅନେକ ହସ୍ପିଟାଲରେ ।

ତେବେ ଏତେ ବଡ ଦୁର୍ଘ-ଟଣା କେବେ ବି ଭୁଲରେ ଘ-ଟିବ ନାହିଁ । ସମସ୍ତେ କହିଥିଲେ କି , ସିଗନାଲରେ ତ୍ରୁ-ଟି ଯୋଗୁଁ ଏପରି ହୋଇଥିଲା । କାହିଁକି ନା ଗୋଟିଏ ଟ୍ରେନ ଆଉ ଗୋଟିଏ ଉପରେ ଚଢ଼ି ଯାଇଥିଲା। ତେବେ ଏହାପରେ ଜୁନ ୫ ତାରିଖରେ ରେଳ ବାଇ ସିବିଆଇ ଉପରକୁ ଛାଡି ଦେଇଥିଲା ଏହି ଦୁର୍ଘ-ଟଣା ପଛର କାରଣ ଅନୁସ-ନ୍ଧାନ କରିବା ପାଇଁ । ଆଉ ଶେଷରେ ସିବିଆଇ ହାତରେ ଧରା ପଡିଛନ୍ତି ତିନି ଜଣ ମାଷ୍ଟର ମାଇଣ୍ଡ । ଯେଉଁ ମାନେ ରଚିଥିଲେ ହ-ତ୍ୟାର କା-ଣ୍ଡ । ସିନିୟର୍ ସେକ୍ସନ ଇଞ୍ଜିନିୟର ଏବଂ ଇଞ୍ଜିନିୟର ଇତ୍ୟାଦି ରଚିଥିଲେ ମୃ-ତ୍ୟୁର ଭ-ୟାନକ କା-ଣ୍ଡ ଆଉ ସେଦିନ ହୋଇ ଯାଇଥିଲେ ଚ-ମ୍ପଟ ।

ତେବେ ସେହି ମାନଙ୍କୁ ବର୍ତ୍ତମାନ ପୋ-ଲିସ ଗି-ରଫ କରିବା ସହିତ ସିବିଆଇ ସେମାନଙ୍କୁ ରିମା-ଣ୍ଡରେ ନେଇ ପଚରା ଉଚରା କରିବାକୁ ଲାଗିଥିଲା । ଆଉ ଏବେ ୫ ଦିନ ବିତି ଗଲାଣି ଆଉ ସେମାନଙ୍କ ଅବଧି ମଧ୍ୟ ସରି ଗଲାନି । ବର୍ତ୍ତମାନ ହୁଏତ ସେମାନଙ୍କ ରି-ମାଣ୍ଡ ଅବଧି ବୃଦ୍ଧି କରା ଯାଇପାରେ କିମ୍ବା ସେମାନଙ୍କୁ କୋର୍ଟ ଚା-ଲାଣ କର ଯାଇପାରେ । ତେବେ ଏହା ମଧ୍ୟରେ ଶୁଣିବାକୁ ମିଳୁଛି ଏପରି କିଛି ବଡ କଥା । କୁହାଯାଉଛି କି , ଏହି ତିନି ଜଣ ଉପରେ ଦେଶ ଦ୍ରୋ-ହି ଆରପ ଲାଗି ପାରେ ଆଉ ଏମାନଙ୍କୁ ଫା-ଶୀ ଖୁଣ୍ଟରେ ଝୁ-ଲାଇ ଦିଆ ଯାଇପାରେ । ତେବେ ଦେଖାଯାଉ ଆଗକୁ କଣ ହେଉଚି ।

Leave a Reply

Your email address will not be published. Required fields are marked *