ଓଡ଼ିଶାରେ ଧରା ପଡ଼ିଲା ଆତ-ଙ୍କବାଦୀ , ରଖିଛି ସାତୋଟି ସ୍ତ୍ରୀ । ଆଉ ଗି-ରଫ ପରେ ……..

ଏସଡିଏଫ କବ୍ଜାରେ ବର୍ତ୍ତମାନ ଏକ ଆତ-ଙ୍କବାଦୀ ଗି-ରଫ ହୋଇଥିବାର ସୂଚନା ମିଳିଛି । ଯାହାକି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ରହିଛି । ତେବେ ଏହି ଆତ-ଙ୍କବାଦୀକୁ ବହୁରୂପୀ ଆତ-ଙ୍କବାଦୀ କୁହାଯାଉଛି କାରଣ କେତେବେଳେ ସେ ଡାକ୍ତର , କେତେବେଳେ ଆର୍ମି ଅଫିସର ତ କେତେବେଳେ ପିଏମଓ କାର୍ଯ୍ୟାଳୟର ଅଫିସର ବୋଲି ନିଜକୁ କହୁଥିଲା , ଯାହାସବୁ ସାମ୍ନାକୁ ଆସିଛି । ଆଉ ଆଜି ଏସଡିଏଫ ତାକୁ ଗି-ରଫ କରିଛି । ଯେଉଁ ସାତ ଜଣଙ୍କୁ ସେ ବିବାହ କରିଛି ସେମାନେ ବିଭିନ୍ନ ରାଜ୍ୟର ଝିଅ ହୋଇଥିବା ସୂଚନା ମିଳିଛି । ଆଉ ବର୍ତ୍ତମାନ ଏସଡିଏମ କବ୍ଜାକୁ ଆସିବା ପରେ ଲୋକେ କହୁଛନ୍ତି ଏହି ଆତଙ୍କବାଦୀର ସାତ ଜଣ ସ୍ତ୍ରୀ ବର୍ତ୍ତମାନ କୁଆଡ଼େ କାନ୍ଦୁଥିବେ ।

କାଶ୍ମୀର , ଉତ୍ତରପ୍ରଦେଶ , ମହାରାଷ୍ଟ୍ର ଏବଂ ଓଡ଼ିଶାର ଝିଅକୁ ବିବାହ କରିଥିବା ବର୍ତ୍ତମାନ ଚର୍ଚ୍ଚା କରାଯାଉଛି । ଆଉ ସବୁଠାରୁ ବଡ଼ କଥା ହେଲା ଯେ ପାକିସ୍ତାନ ଲୋକଙ୍କ ସହିତ ଏହି ବ୍ୟକ୍ତିଙ୍କର ଲିଙ୍କ ରହିଛି । ଏହି ବ୍ୟକ୍ତି ଜଣକ ବିଭିନ୍ନ ୱେବସାଇଟ ଏବଂ ଏପରେ ଝିଅକୁ ଭଲପାଇ ଫ-ସାଉ ଥିଲା ଏହି ବ୍ୟକ୍ତି ଜଣକ । ଖାଲି ସେତିକି ନୁହେଁ ୬ – ୭ ଟି ସ୍ତ୍ରୀ ମଧ୍ୟ ରଖିଛି ।

ଆଉ ଆତ-ଙ୍କବାଦୀ ଗି-ରଫ ହେବା ପରେ ଏହି ୭ ଜଣ ସ୍ତ୍ରୀ କରିବେ କଣ ବୋଲି ପ୍ରଶ୍ନ ଉଠୁଛି । କାଶ୍ମୀର ପୋଲି-ସର ମୋଷ୍ଟ ୱା-ଣ୍ଟେଡ଼ ତାଲିକାରେ ଏହି ଆସମୀ ଥିବା ମଧ୍ୟ ବର୍ତ୍ତମାନ ସୂଚନା ମିଳିଛି । ତେବେ ଏହି ଆତ-ଙ୍କବାଦୀର ନାମ ହେଉଛି ସୟଦ ଇସାନ ବୁଖାରି ଯାହାକୁ ଲୋକେ ବହୁମୁଖୀ ବୁଖାରି ବୋଲି ଡାକୁଛନ୍ତି ।

ଏହି ବ୍ୟକ୍ତି ଜଣଙ୍କର ଅନେକ ରୂପ ବର୍ତ୍ତମାନ ଧୀରେ ଧୀରେ ସାମ୍ନାକୁ ଆସୁଛି । ଏହି ବ୍ୟକ୍ତିର ପାକିସ୍ତାନ ଲିଙ୍କ ଥିବା ମଧ୍ୟ ଜଣା ପଡ଼ିଛି । ଲୋକେ କହୁଛନ୍ତି ଯେ ଓଡ଼ିଶାରେ ଆତ-ଙ୍କବାଦୀ ଏବଂ କାଶ୍ମୀର ପୋଲି-ସର ମୋଷ୍ଟ ୱା-ଣ୍ଟେଡ଼ ତାଲିକାରେ ଥିବା ନାଁ ମଧ୍ୟରୁ ଏ ମଧ୍ୟ ଗୋଟିଏ ନାଁ ଥିଲା । ଯାହାକୁ ବର୍ତ୍ତମାନ ଏସଡିଏଫ ଭିଡ଼ିଛି । ଅଭି-ଯୁକ୍ତ ଆତ-ଙ୍କବାଦୀର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୭ ଟି ସ୍ତ୍ରୀ ଥିବା ଜଣା ପଡ଼ିଛି ।

ଆଉ ସବୁଠାରୁ ବଡ଼କଥା ହେଉଛି ଯେ ଏହି ଆତ-ଙ୍କବାଦୀର ଓଡ଼ିଶାରେ ମଧ୍ୟ ସ୍ତ୍ରୀ ରହିଛି । କାଶ୍ମୀର ପୋ-ଲିସ ଏହି ଆତ-ଙ୍କବାଦୀକୁ ପରିଚୟ କରିବା ପରେ ସୂଚନା ମଧ୍ୟ ଦେଇଛି ଯେ କାଶ୍ମୀର ପୋଲି-ସଟ ୱା-ଣ୍ଟେଡ଼ ତାଲିକାରେ ଏହି ଆତ-ଙ୍କବାଦୀ ସୟଦ ଇସାନ ବୁଖାରିର ନାଁ ଥିଲା । ତେବେ କହିରଖିବୁ ଯେ ଏହି ବ୍ୟକ୍ତିର ପାକିସ୍ତାନ ଲୋକଙ୍କ ସହିତ ଲିଙ୍କ ଥିବା କୁହାଯାଉଛି । ଯାହାକୁ ନେଇ ପୋ-ଲିସ ତାକୁ ଗି-ରଫ କରିବା ସହିତ ଅଧିକ ଛାନଭିନ କରୁଛି ।

Leave a Reply

Your email address will not be published. Required fields are marked *