ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥଙ୍କ ଆଖିରୁ ଲୁ-ହ । ମର୍ମନ୍ତୁଦ ରେଳ ଦୁର୍ଘ-ଟଣା ପରେ ପରେ ଆସିଲା ଏଭଳି ଏକ ଦୃଶ୍ୟ ।

ଗତ ତିନି ଦିନ ତଳେ ଓଡ଼ିଶାରେ ଯେଉଁ ମର୍ମନ୍ତୁଦ ରେଳ ଦୁର୍ଘ-ଟଣା ଘଟି ଯାଇଥିଲା ତାହା କୌଣସି ଦୁଃ-ସ୍ୱପ୍ନ ଠାରୁ କମ ନୁହେଁ । ଲୋକଙ୍କ ମୁହଁରେ ବର୍ତ୍ତମାନ ସୁଦ୍ଧାବି ସେହି ଚର୍ଚ୍ଚା । ଆଖି ସାମ୍ନାରେ କେତେ କେତେ ଜୀବନ ଗଲା । ଆଉ ଏଭଳି ଏକ ଦୁଃ-ଖଦ ସମୟରେ ସମସ୍ତଙ୍କ ମୁହଁରେ ଏହି କଥା ଶୁଣିବାକୁ ମିଳୁଥିଲା ଶ୍ରୀଜଗନ୍ନାଥ କାହିଁକି ଏଭଳି ଏକ ଘଟ-ଣାକୁ ଅଟକାଇଲେ ନାହିଁ । ମହାପ୍ରଭୁଙ୍କୁ ଲୋକେ ଅନେକ କିଛି କହି ନିଜର ଦୁଃ-ଖ ବ୍ୟକ୍ତ କରୁଛନ୍ତି । କାରଣ ଅନେକ ଲୋକ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ହିଁ ଟ୍ରେନ ଯୋଗେ ଆସୁଥିଲେ ।

ଏହାରି ମଧ୍ୟରେ ଆଉ ଏକ ଘଟ-ଣା ଶୁଣିବାକୁ ମିଳୁଛି ଯେ ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ କୁଆଡ଼େ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଖିରେ ଲୁ-ହ ଦେଖିବାକୁ ମିଳିଥିଲା । ଏଭଳି ଦୃ-ଶ୍ୟ ପ୍ରାୟତଃ ଦେଖା ଯାଇ ନଥିଲା । କୁହାଯାଏ ଭକ୍ତକୁ କଷ୍ଟ ଦେଇ ଭଗବାନ ଯେ ଶାନ୍ତିରେ ରହନ୍ତି ତାହା ନୁହେଁ ଭଗବାନବି ଦୁଃ-ଖରେ ରହନ୍ତି । କେତେ କେତେ ଲୋକଙ୍କର ଅକାଳ ମୃ-ତ୍ୟୁ ।

ମା’ ସାମ୍ନାରେ ପୁଅ ଝିଅ , ପୁଅ ସାମ୍ନାରେ ବାପା ମା’ , ଭାଇ ସାମ୍ନାରେ ଭାଇ ଏଭଳି କେତେ କେତେ ଜୀବନ ଚାଲିଗଲା । ଲୋକେ ଚାହିଁଲେ ବି କାହାକୁ ଠିକ ସମୟରେ ଉ-ଦ୍ଧାର କରି ପାରିଲେନି । ଠିକ ସମୟରେ ଉ-ଦ୍ଧାର ନକରି ପାରିବା କାରଣରୁ ମଧ୍ୟ ଅନେକ ଲୋକଙ୍କ ଜୀବନ ଆଖି ସାମ୍ନାରେ ଚାଲିଗଲା ।

ଏଭଳି ଦୃଶ୍ୟ କଣ ଶ୍ରୀଜଗନ୍ନାଥଙ୍କୁ ଅଛପା । କିନ୍ତୁ ବିଧିର ବିଧାନକୁ ବା କିଏ ଅଟକାଇ ପାରିବ । ପୁଣି ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତ ଶ୍ରୀକ୍ଷେତ୍ରରେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ପ୍ରା-ଣ ହରାଇଥିବା ଘ-ଟଣା ଶୁଣିବାକୁ ମିଳିଥିଲା । କେତେ ଆଶା ନେଇ ଯେ ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସନ୍ତି । ନିଜର ଶେଷ ଇଚ୍ଛା ଭଳି ପୂରଣ କରି ଦୁନିଆ ଛାଡ଼ି ଚାଲି ଯାଇଛି ସେହି ଭକ୍ତ । ଆଉ ବୋଧହୁଏ ଏଭଳି ସବୁ ମହାପ୍ରଭୁଙ୍କୁ ଆଉ ସହ୍ୟ ହେଉ ନାହିଁ । ଯେଉଁ କାରଣରୁ ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ମହାବାହୁଙ୍କ ଆଖିରେ ଲୁ-ହ ଆସିଛି । ଆଉ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଏହାହିଁ କହୁଛନ୍ତି ।

Leave a Reply

Your email address will not be published. Required fields are marked *