କୋର୍ଟର ବଡ଼ ଶୁଣାଣି , ଛା-ଡ଼ପ-ତ୍ର ପରେ ସ୍ୱାମୀର ଭରଣ ପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ , ଜାଣନ୍ତୁ :-

ଆମ ଦେଶ କଥା କହିବାକୁ ଗଲେ ଦିନକୁ ପ୍ରାୟ ଅନେକ ଛା-ଡ଼ପ-ତ୍ର ମା-ମ-ଲା ସାମ୍ନାକୁ ଆସୁଛି । ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀ ଅଲଗା ରହୁଛନ୍ତି । ମାତ୍ର କୋର୍ଟରେ ଆବେଦନ ପରେ ଅନେକ ତ-ର୍ଜମା ହୋଇ ସ୍ୱାମୀ ସ୍ତ୍ରୀ ସମ୍ପର୍କରୁ ବିଚ୍ଛିନ୍ନ ହୋଇଥାନ୍ତି ଏବଂ ଶେଷରେ କୋର୍ଟ ନି-ର୍ଦେ-ଶ ଅନୁଯାୟୀ ସ୍ୱାମୀକୁ ସ୍ତ୍ରୀ ର ଭରଣ ପୋଷଣ ପାଇଁ ପ୍ରତିମାସ ଟଙ୍କା ଦେବାକୁ କୁହାଯାଏ । କିନ୍ତୁ ଏସବୁ ମା-ମ-ଲା ମଧ୍ୟରେ ଅନେକ ମା-ମ-ଲା ଏପରି ଅଛି ଯେଉଁଠି ସ୍ତ୍ରୀ ସ୍ୱାମୀର ଫାଇଦା ଉଠାଇଥାଏ ଅର୍ଥାତ ଟଙ୍କା ପାଇବା ନାମରେ ଛା-ଡ଼ପ-ତ୍ର ଦେଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏକ ଘ-ଟ-ଣା ଶୁଣା ଯାଇଛି ଯେଉଁଠି ଜଣେ ସ୍ୱାମୀ ଏ ସମ୍ବନ୍ଧରେ କୋର୍ଟରେ ମା-ମ-ଲା ଦା-ଖଲ କରିଛନ୍ତି ।

କୋର୍ଟ ଅନୁଯାୟୀ ସମାଧାନ ମଧ୍ୟ କରାଯାଇ ଉପଯୁକ୍ତ ଶୁଣାଣି ହୋଇଛି ଯେଉଁଠି ଛା-ଡ଼ପ-ତ୍ର ପରେ ସ୍ତ୍ରୀ ସ୍ୱାମୀକୁ ପ୍ରତିମାସ ଭରଣ ପୋଷଣ ଦେବେ ବୋଲି କୁହାଯାଇଛି । ତେବେ ଏହି ମା-ମ-ଲା ମହାରାଷ୍ଟ୍ର ନାନ୍ଦେଡ଼ର ଅଟେ । ମହାରାଷ୍ଟ୍ରର ଦୁଇ ପତି ପତ୍ନୀଙ୍କ ମଧ୍ୟରେ ୨୦୧୫ ରେ ଛା-ଡ଼ପ-ତ୍ରକୁ ନେଇ କୋର୍ଟରେ ମା-ମ-ଲା ଚାଲିଥିଲା ଏବଂ ଛା-ଡ଼ପ-ତ୍ର ମଧ୍ୟ ହୋଇ ଯାଇଥିଲା ।

କିନ୍ତୁ ସ୍ୱାମୀ ବର୍ତ୍ତମାନ କୋର୍ଟରେ ଆଉ ଏକ ଆବେଦନ କରିଛନ୍ତି ଯାହାର ଶୁଣାଣି ଅନୁଯାୟୀ କୋର୍ଟ ଏହି ନିର୍ଦେଶ ଦେଇଛି ଯେ ପ୍ରତିମାସ ସ୍ତ୍ରୀ ସ୍ୱାମୀଙ୍କର ଭରଣ ପୋଷଣ ପାଇଁ ୩୦୦୦ ଟଙ୍କା ଦେବେ । ସ୍ୱାମୀଙ୍କ କହିବା କଥା ଯେ ଉଭୟଙ୍କ ଛା-ଡ଼ପ-ତ୍ର କେ-ସ ଚାଲିଥିବା ସମୟରେ ସେ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ପୁଣି ନିଜ ସ୍ତ୍ରୀ ର ପାଠ ପଢ଼ା ପାଇଁ ମଧ୍ୟ ଅନେକ ଖର୍ଚ୍ଚ ବହନ କରିଥିଲେ । ଯେଉଁ କାରଣରୁ ତାଙ୍କ ସ୍ତ୍ରୀ ଭଲ ଚାକିରୀ ମଧ୍ୟ ପାଇଛନ୍ତି । ଯେହେତୁ ସ୍ୱାମୀର ଆର୍ଥିକ ଅବସ୍ଥା ଖରାପ ତେଣୁ ସେ ଚାହାଁନ୍ତି ଯେ ସ୍ତ୍ରୀ ପ୍ରତିମାସ ତାଙ୍କ ଭରଣ ପୋଷଣ ପାଇଁ ଟଙ୍କା ଦିଅନ୍ତୁ । ତେବେ ଏହି ମା-ମ-ଲା କୋର୍ଟକୁ ଯିବାପରେ ବମ୍ବେ ହାଇକୋର୍ଟ ଏଥିରେ ସହମତି ଜଣାଇଛି ଏବଂ ସ୍ତ୍ରୀ କୁ ମାସିକ ୩୦୦୦ ଟଙ୍କା ଦେବାକୁ ନିର୍ଦେଶ ଦେଇଛି ।

ସ୍ୱାମୀଙ୍କର ଏହି ଆବେଦନକୁ କୋର୍ଟ ସ୍ୱୀ-କାର କରିଛି ଏବଂ ଯେହେତୁ ସ୍ତ୍ରୀଙ୍କର ପ୍ରତିମାସ ଦରମା ୩୦୦୦୦ ଟଙ୍କା ତେଣୁ ପ୍ରତ୍ୟେକ ମାସରେ ଦରମା ଟଙ୍କାରୁ ୫୦୦୦ ଟଙ୍କା କାଟି କୋ-ର୍ଟରେ ଜମା କରିବାକୁ ବମ୍ବେ କୋର୍ଟ ନିର୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *