ଘରେ ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ କରୁଥିଲେ ଏଭଳି କାମ… ଦେଖନ୍ତୁ ପୁରା ଭିଡ଼ିଓ

ଆଜିକାଲିର ଦୁନିଆଁର ଏଭଳି ଅନେକ ଘ-ଟଣା ଘଟୁଅଛି ଯାହା ବିଷୟରେ ଶୁଣି ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ଏଭଳି ଘ-ଟଣା ଗୁଡିକ ବିଷୟରେ ଶୁଣି ସହଜରେ ବିଶ୍ୱାସ କରି ହେଉନାହିଁ । ଏଭଳି ଅନୁଭବ ହେଉଛି କି କଣ ଚାଲିଛି ଏ ଦୁନିଆଁରେ । ସମସ୍ତେ ନିଜ ମନ ଇଚ୍ଛାରେ କାମ କରିବାକୁ ଲାଗୁଛନ୍ତି । ଆଉ ଅନେକ ଅଭା-ବନୀୟ ଘ-ଟଣା ଘଟାଉଛନ୍ତି । ଆଜିକାଲିର ନାରୀ ମାନେ ଏଭଳି କାମ କରୁଛନ୍ତି , ସତେ କି ନାରୀ ଜାତି ନାମରେ ସେମାନେ ନି-ଆଁ ଭଳି ଅନୁଭବ ହେଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଘ-ଟଣା ବିଷୟରେ ଜାଣିବାକୁ ମିଳୁଅଛି । ଲୋକେ ଘରେ ବସି ଏଭଳି ଅନେକ ଘ-ଟଣା ବିଷୟରେ ଜାଣିବାକୁ ପାଉଛନ୍ତି । ତେବେ ବାସ୍ତବରେ ଏସବୁ ଘ-ଟଣା ଅତ୍ୟନ୍ତ ନିନ୍ଦ-ନିୟ ଅଟେ । ଏଭଳି ଅଭା-ବନୀୟ କାମ କରିବା ଦ୍ୱାରା ଆମ ସମାଜ ଉପରେ ଅନେକ ଖରାପ ପ୍ର-ଭାବ ପଡୁଅଛି । ଏବଂ ସମାଜର ଲୋକମାନେ ଏହା ଉପରେ ଅନୁପ୍ରାଣିତ ହେଉଛନ୍ତି । ତେବେ ନିକଟରେ ଏଭଳି ଏକ ଘ-ଟଣା ବିଷୟରେ ଶୁଣିବାକୁ ମିଳିଅଛି , ଯାହା ଅବିଶ୍ୱନୀୟ ଅଟେ ।

ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଅଛି , ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ଅଟେ । ବର୍ତ୍ତମାନ ସମୟରେ ଏହି ଭିଡିଓଟି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ସେ ବିଷୟରେ ଜାଣିବା । ଏ ଦୁନିଆଁରେ ପ୍ରାୟତଃ ଅନେକ ଲୋକ ଥିବେ , ଯେଉଁମାନେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିବେ । ପ୍ରେମ କରିବା ପା-ପ ନୁହେଁ , କିନ୍ତୁ ଭୁଲ୍ ମଣିଷକୁ ଭଲ ପାଇବା ଅତ୍ୟନ୍ତ ଖରାପ କଥା ଅଟେ । ଏହାଦ୍ବାରା ଅନ୍ୟ ମଣିଷ ଅସୁବିଧାର ଶି-କା-ର ହୋଇଥାଏ । ପ୍ରେମରେ ସୁଖ ସହ ଦୁଃ-ଖ ବି ରହିଛି କିନ୍ତୁ ଆଗ କାଳର ପ୍ରେମ ଆଉ ବର୍ତ୍ତମାନର ପ୍ରେମ ବିଷୟରେ ଅନେକ ପାର୍ଥକ୍ୟ ରହିଛି। ଛୋଟ ଛୋଟ ପିଲାମାନେ କିଛି ନ ଜାଣି , କିଛି ନ ବୁଝି ପ୍ରେମ କରିବାରେ ଲାଗିଛନ୍ତି ଏବଂ ଅନେକ ଖରାପ କାମ ମଧ୍ୟ କରୁଛନ୍ତି ।

ପିଲା ଠାରୁ ବିବାହିତା ମହିଳା ଏବଂ ବୃଦ୍ଧା ମାନେ ମଧ୍ୟ ପରସ୍ପରକୁ ପ୍ରେମ କରିବାରେ ଲାଗି ପଡିଛନ୍ତି । ତେବେ ସୂଚନା ଅନୁଯାୟୀ , ଜଣେ ବିବାହିତା ମହିଳା ପ୍ରେମରେ ପଡି ଯାଇଥିଲେ । ଆଉ ସେ ନିଜ ପ୍ରେମିକ ସହ ମିଶି ଏଭଳି ଏକ କା-ଣ୍ଡ ଘଟାଇଥିଲେ , ଯାହା ଅତ୍ୟନ୍ତ ଅଭା-ବନୀ-ୟ ଅଟେ । ଆଉ ବର୍ତ୍ତମାନ ସମୟରେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ତେବେ ଗଣମାଧ୍ୟମ ସୂଚନା ଅନୁଯାୟୀ , ଅନୁଗୁଳ ଜିଲ୍ଲା ଆଠମଲିକର ଟାପୋଢୋଲ ଅଞ୍ଚଳରେ ଜଣେ ବିବାହିତା ମହିଳା ଅନଲାଇନରେ ପ୍ରେମ କରିଥିଲେ ।

ଆଉ ନିଜ ପ୍ରେମିକଙ୍କୁ ସେ ରାତି ଅଧରେ ନିଜ ଘରକୁ ଡାକିଥିଲେ । ତେବେ ରାତି ଅଧରେ ନିଜ ଶାଶୁଙ୍କ ହାତରେ ଧରା ପଡ଼ିଥିଲେ । ଆଉ ତାପରେ ଗାଁ ର ଲୋକମାନେ ଏ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଦୁହିଁଙ୍କୁ ବହୁତ ମା-ଡ଼ ମା-ରିଥିଲେ । ଅନ୍ୟପକ୍ଷରେ ମହିଳାଙ୍କର ସ୍ୱାମୀ ବାହାରେ କାମ କରନ୍ତି ଏବଂ ତାଙ୍କର ଏକ ତିନି ବର୍ଷର ପୁଅ ମଧ୍ୟ ରହିଛି । ତେବେ ଗାଁ ଲୋକମାନେ ମହିଳା ଏବଂ ତାଙ୍କ ପ୍ରେମିକଙ୍କର ବିବାହ କରାଇ ଦେଇଥିଲେ । ତେବେ ଏଭଳି ଘ-ଟଣା ଅତ୍ୟନ୍ତ ଲ-ଜ୍ଜାଜ-ନକ ଅଟେ ।

Leave a Reply

Your email address will not be published. Required fields are marked *