ଚାଞ୍ଚଲ୍ୟ ସୃଷ୍ଟି କଲା ଏପରି ଘ-ଟଣା , ନିଜ ଝିଅକୁ ବାପା ଦାଦା କରି ଚାଲିଥିଲେ ବାରମ୍ବାର ଦୁ-ଷ୍କର୍ମ

ଦୁନିଆଁରେ ଆଉ କାହାକୁ ବିଶ୍ୱାସ କରିବା । ଯଦି ନିଜ ଘରେ ଝିଅ ନିଜେ ସୁରକ୍ଷିତ ନାହିଁ , ତେବେ ଆଉ କାହା ଉପରେ ବିଶ୍ୱାସ କରିବା । ନିଜ ର-କ୍ତର ସମ୍ପ-ର୍କୀୟ ମାନେ ସାଜୁଛନ୍ତି ପି-ଶାଚ , ଆଉ କରୁଛନ୍ତି ଶୋଷଣ । କୁହାଯାଏ ନା , ଅଜାଗା ଘା ଦେଖି ହୁଏନାହିଁ କି ଦେଖାଇ ହୁଏ ନାହିଁ । ଠିକ୍ ସେହିପରି ଏପରି କଥା କାହାକୁ କହି ହୁଏନାହିଁ କି ସହି ହୁଏନାହିଁ । ନିଜ ବାପା ଆଉ ଦାଦାଙ୍କର ଏପରି କିଛି କଥା କହିଛନ୍ତି ଜଣେ ମହିଳା , ଯାହା ଶୁଣିବା ପରେ ଆପଣଙ୍କ ଦେହ ଥରି ଉଠିବ ।

ନିଜ ଜନ୍ମ କଲା ବାପା ନିଜ ଝିଅକୁ କରୁଥିଲା ଦୁ-ଷ୍କର୍ମ । ବାରମ୍ବାର ରଖି ଚାଲିଥିଲା ସ-ମ୍ପର୍କ । ଘରେ ମାଆ ନଥିବାର ସୁଯୋଗ ଉଠାଇ ବାପା ଜଣକ ଏପରି କରି ଚାଲିଥିଲେ , ଯାହା ବର୍ତ୍ତମାନ ଝିଅ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେ ଅଞ୍ଚଳରେ । ଜଣେ ଯୁବତୀ ବର୍ତ୍ତମାନ ନିଜ କଲେଜରେ ସବୁ କଥା ଗୋଟି ଗୋଟି କରି କହିଛନ୍ତି , ଯାହା ପରେ ତାଙ୍କ ବାପା ଆଉ ଦାଦାଙ୍କ ବିରୁ-ଦ୍ଧରେ କା-ର୍ଯ୍ୟାନ-ଷ୍ଠାନ ଗ୍ରହଣ କରାଯାଇଛି।

ଯୁବତୀଙ୍କ କହିବା ଅନୁଯାୟୀ , ଦୀର୍ଘ ୫ ବର୍ଷ ଧରି ତାଙ୍କ ବାପା ଆଉ ଦାଦା ତାଙ୍କୁ ଶୋଷଣ କରି ଆସୁଛନ୍ତି । ଯୁବତୀ ଜଣକ ଯେତେବେଳେ ଉତ୍ତରପ୍ରଦେଶରେ ଥିଲେ , ସେତେବେଳେ ତାଙ୍କ ଦାଦା ତାଙ୍କୁ ଅନେକ ଥର ଦୁ-ଷ୍କର୍ମ କରିଥିଲେ । ଆଉ ଯେତେବେଳେ ସେ ଏହି ବିଷୟରେ ଆଜି ନିଜ ବାପାଙ୍କୁ ଜଣାଇଥିଲେ , ସେତେବେଳେ ତାଙ୍କ ବାପା ଆଉ ଏକ ପି-ଶାଚ ବାହାରିଥିଲେ । ସେ ନିଜ ଝିଅ ଉପରେ ଖରାପ ନଜର ପକାଇ ଥିଲେ ଆଉ ଝିଅର କିଛି କଥା ନ ଶୁଣି ଆଉ ମାଆ ଘରେ ନଥିବାର ଫାଇଦା ଉଠାଇ ଝିଅ ସହିତ ଶାରୀ-ରିକ ସମ୍ପ-ର୍କ ରଖି ଆସୁଥିଲେ ।

ଝିଅ ଏହି କଥା କାହାକୁ ବି କହି ପାରୁନଥିଲା । କିନ୍ତୁ ଦିନ ଏମିତି ଆସିଲା ଆଉ ନିଜ କଲେଜରେ ଦୁ-ଷ୍କର୍ମ ବାବ-ଦରେ ଏକ କମିଟି ଗଠନ ହୋଇ ଥିବା ବେଳେ ସେଥିରେ ସାହସ କରି ମୁହଁ ଖୋଲି ଥିଲେ ଝିଅ ଆଉ ସେଥିରେ ସବୁକଥା ଗୋଟି ଗୋଟି କରି କହିଥିଲେ । ସେ କହିଥିଲେ ନିଜ ବାପା ଆଉ ଦାଦାଙ୍କ କଳା ସତ । ତେବେ ଏହାପରେ ଯୁବତୀଙ୍କ ବାପା ଆଉ ଦାଦାଙ୍କ ବିରୁ-ଦ୍ଧରେ ପୋକ୍ସ ଆଇ-ନ ଅନୁଯାୟୀ କା-ର୍ଯ୍ୟାୁନୁ-ଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କୁ ଗି-ରଫ କରି ନିଆଯାଇଛି ।

Leave a Reply

Your email address will not be published. Required fields are marked *