ଶୁଭଲକ୍ଷ୍ମୀଙ୍କ ଅଙ୍କଲ ଖୋଲିଦେଲେ ଗୁମର, ଶୁଭଲକ୍ଷ୍ମି ବାର ଯିବା କଥା ଜାଣିଥିଲେ ଶୁଭ ଲକ୍ଷ୍ମୀଙ୍କ ମା ।

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଶୁଭ ଲକ୍ଷ୍ମୀଙ୍କୁ ନେଇ ଲାଗି ରହିଛି ଅନେକ ଆଲୋଚନା । କାହିଁକି, କିପରି,କେମିତି ହୋଇଥିଲା ଶୁଭ ଲକ୍ଷ୍ମୀଙ୍କ ମୃ-ତ୍ୟୁ ତାହା ଏବେ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟଛି । ତେବେ ଏହାରି ଭିତରେ ଶୁଭ ଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଅଙ୍କଲ ଙ୍କୁ ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଅଙ୍କଲ ଗଣମାଧ୍ୟମ ସମ୍ମୁଖରେ ଓଗାଲି ଦେଇଛନ୍ତି ସବୁ ସତ । ଶୁଭ ଲକ୍ଷ୍ମୀ ତାଙ୍କ ବାପା ମାଆଙ୍କ କଥାରେ ବାର ଯାଇଥିଲେ । ଶୁଭ ଲକ୍ଷ୍ମୀ ବାର ଯାଉଛନ୍ତି ବୋଲି ଜାଣି ଥିଲେ ତାଙ୍କ ବାପା ମା । ତେବେ ଶୁଭ ଲକ୍ଷ୍ମୀ ଯେତେବେଳେ ତାଙ୍କ ଘରେ ରହୁଥିଲେ । ସେତେବେଳେ ଶୁଭ ଲକ୍ଷ୍ମୀ ପାଠ ପଢ଼ିବା ପାଇଁ ଭୁବନେଶ୍ବର ଯାଇଥିଲେ ।

ଶୁଭ ଲକ୍ଷ୍ମୀଙ୍କ ଦୂର ସମ୍ପର୍କୀୟଙ୍କ ଘରେ ଅର୍ଥାତ୍ ଭୁବନେଶ୍ୱରରେ ଶୁଭ ଲକ୍ଷ୍ମୀ ରହି ପାଠ ପଢୁଥିଲେ । ଏହା ପରେ ଶୁଭ ଲକ୍ଷ୍ମୀଙ୍କର ଗଢ଼ି ଉଠିଥିଲା ଦୁଇ ଯୁବକଙ୍କ ସହ ପ୍ରେମ ସମ୍ପ-ର୍କ । ଏହା ପରେ ଶୁଭ ଲକ୍ଷ୍ମୀଙ୍କ ଚାଲି ଚଳନି ବଦଳି ଯାଇଥିଲା । ଆଉ ଏହା ପରେ ଶୁଭ ଲକ୍ଷ୍ମୀଙ୍କୁ ତାଙ୍କ ଅଙ୍କଲ ଆଣି ତାଙ୍କ ଘରେ ଛାଡ଼ି ଯାଇଥିଲେ । ହେଲେ ଯେତେବେଳେ ଶୁଭ ଲକ୍ଷ୍ମୀ ଭୁବନେଶ୍ୱର ରେ ରହୁଥିଲେ ସେହି ସମୟରେ ତାଙ୍କର ରୋଜଗାର କରିବାକୁ ଇଚ୍ଛା ହେଲା । ଅନ୍ୟ ଉପରେ ନିର୍ଭର କରିବାକୁ ସେ ଚାହୁଁ ନଥିଲେ ତେଣୁ ସେ ଚାହୁଁ ଥିଲେ କାମ କରି ନିଜେ ଆତ୍ମ ନିର୍ଭର ଶିଳ ହେବା ସହିତ ଘରକୁ ଦୁଇ ପଇସା ସାହାଯ୍ୟ କରିବା ପାଇଁ ।

ତେଣୁ ଶୁଭ ଲକ୍ଷ୍ମୀ ବାରରେ ଯାଇ କାମ କରୁଥିଲେ । ଆଉ ଏହା ପରେ ଶୁଭ ଲକ୍ଷ୍ମୀଙ୍କ ବୟସ ହୋଇ ନଥିବାରୁ ବାରରେ ତାଙ୍କୁ ନାଚିବା ପାଇଁ ଅନୁମତି ମିଳି ନଥିଲା । ତେବେ ଅଙ୍କଲଙ୍କ କହିବା ଅନୁଯାୟୀ ଶୁଭ ଲକ୍ଷ୍ମୀଙ୍କ ବାପା ମାଆଙ୍କ ଅନୁମତି ନେଇ ଶୁଭ ଲକ୍ଷ୍ମୀ ବାର ଯାଇଥିଲେ । ହେଲେ ପରେ ତାଙ୍କ ଜୀବନର ମୋଡ ବଦଳି ଯାଇଥିଲା ସେତେବେଳେ ଯେତେବେଳେ ତାଙ୍କ ଜୀବନକୁ ଦୁଇ ଦୁଇଟି ଯୁବକ ପ୍ରବେଶ କରିଥିଲେ । ଶୁଭ ଲକ୍ଷ୍ମୀ ଏହା ପରେ ବଦଳି ଯାଇଥିଲେ ।

ଶୁଭ ଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କ କହିବା ଅନୁଯାୟୀ ଅଙ୍କଲଙ୍କ ପାଖରେ ଶୁଭ ଲକ୍ଷ୍ମୀଙ୍କ କିଛି ଭିଡିଓ ଥିଲା । ତେଣୁ ଶୁଭ ଲକ୍ଷ୍ମୀଙ୍କୁ ଅଙ୍କଲ ସବୁବେଳେ ବ୍ଲା-କମେ-ଲ କରୁଥିଲେ । ଏହାକୁ ନେଇ ଶୁଭ ଲକ୍ଷ୍ମୀ ସବୁ ବେଳେ ମାନସିକ ଚିନ୍ତାରେ ରହୁଥିଲେ । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଶୁଭ ଲକ୍ଷ୍ମୀଙ୍କ ଅଙ୍କଲ । ସେ କହିଛନ୍ତି ଶୁଭ ଲକ୍ଷ୍ମୀଙ୍କ ସହ ତାଙ୍କର କୌଣସି ଖରାପ ସ-ମ୍ପର୍କ ନଥିଲା । ସେ ଶୁଭ ଲକ୍ଷ୍ମୀଙ୍କୁ ଝିଅ ଭଳି ମାନୁ ଥିଲେ । ଆଉ ଅଙ୍କଲ ମୁଁହ ଖୋଲିବା ପରେ ବଦଳି ଯାଇଛି ଶୁଭ ଲକ୍ଷ୍ମୀଙ୍କ ମୃ-ତ୍ୟୁର ମୋଡ ।

Leave a Reply

Your email address will not be published. Required fields are marked *