ସ୍ତ୍ରୀ ନଥିବା ବେଳେ ୨୦୦୦ ଟଙ୍କା ନେଇ ସେ-କ୍ସ୍ କରିବାକୁ ଡାକିଥିଲେ ଯୁବତୀଙ୍କ ଦେହ ଦେଖୁ ଯୁବକ ରାଗରେ ହା-ଣି ଦେଲେ।

ମଣିଷର ରାଗ ତାର ସବୁଠୁ ବଡ଼ ଶତ୍ରୁ। ଥରେ ମଣିଷ ରାଗି ଗଲାପରେ ସେ କଣ କରିଦିଅ ସେ କିଛି ଜାଣିପାରେନି। ଆଉ ତା ରାଗ ଶାନ୍ତ ହେଲା ବେଳକୁ ଆଉକିଛି ବାକି ନଥାଏ। କେତେବେଳେ ରାଗରେ ମଣିଷ କାହାକୁ ଗାଳି ଗୁଲଜ କରିଦିଏ ତ କେତେବେଳେ କାହାର ଜୀବନ ନେଇ ଯାଏ। ଇନ୍ଦୋର ସହରରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।

ଇନ୍ଦୋର ସହରର ନୂର୍ ମହମ୍ମଦଙ୍କ ସ୍ତ୍ରୀ କିଛି କାମ ପାଇଁ ନିଜ ମାଙ୍କ ଘରକୁ ଯାଇଥିଲେ। ସେ କହିଲା ଯାଇଥିଲେ ତାଙ୍କୁ ମାଆ ଙ୍କ ଘରୁ ଫେରିବାକୁ କିଛି ଦିନ ସମୟ ଲାଗିଯିବ। ନୂର୍ ମହମ୍ମଦ ଜଣେ ମିସ୍ତ୍ରୀ। ସେ ଦିନ ସାରା କାମ କରନ୍ତି କିନ୍ତୁ ରାତିରେ ଘରକୁ ଫେରିଲା ବେଳକୁ ତାଙ୍କୁ ବହୁତ୍ ଏକୁଟିଆ ଲଗେ ସେଥିପାଇଁ ସେ କାହା ସହ ଶାରୀରିକ ସମ୍ପର୍କ ରଖିବେ ବୋଲି ଭାବନ୍ତି। ସେ ଶାରୀରିକ ସମ୍ପର୍କ ରଖିବା ପାଇଁ ଫେସ୍ ବୁକ୍ ରେ ଝିଅ ମାନଙ୍କୁ ଫ୍ରେଣ୍ଡ୍ ରିକେଷ୍ଟ ପଠାଇ ତାଙ୍କ ସହ ଚାର୍ଟିଂ କରନ୍ତି ଏବଂ ସେକ୍ସ୍ ପାଇଁ କୁହନ୍ତି।

ନୂର୍ ମହମ୍ମଦଙ୍କ କଥାରେ କେହି ରାଜି ହୁଅନ୍ତୁ ନାହିଁ କିନ୍ତୁ ଦିନ ଜୟା ନାମକ ଜଣେ ଝିଅ ତାଙ୍କ ଅଫର୍ ରେ ରାଜି ହେଇ ଗଲେ। ସେ ନୂର ଙ୍କୁ ସେକ୍ସ୍ କରିବା ପାଇଁ ୨୦୦୦ ଟଙ୍କା ମାଗିଲେ ଜୟା କଥାରେ ନୁର୍ ଟିକେ ରାଗି ଗଲେ କାରଣ ସେ ଜୟା କୁ କିଛି ଦିନ ଭିତରେ ଭଲପାଇ ଯାଇଥିଲେ। କିନ୍ତୁ ସେ କିଛି କହି ନ ପାରି ତାଙ୍କୁ ଆଗୁଆ ୫୦୦ ଟଙ୍କା ଦେଲେ ତାପରେ ଜୟା ଆସି ନୂରଙ୍କ ଘରେ ପହଞ୍ଚିଲା।

ଜୟା ନୂରଙ୍କ ଘରେ ପହଞ୍ଚିଲା ପରେ ବାକି ଟଙ୍କା ଫୋନ୍ ପେ ରେ ନୂର ଜୟାଙ୍କୁ ଦେଇ ଯେତେବେଳେ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କ ଡ୍ରେସ୍ ଖୋଲିଲେ ସେ ଜାଣିବାକୁ ପାଇଲେ ଯେ ଜୟା ଜଣେ କିନ୍ନର ସେଥିପାଇଁ ସେ ରାଗରେ ଜୟା ର ତଣ୍ଡି ଚିପିଦେଲେ ସେ ଭାବିଲେ ଯଦି ଜୟା ବାହାରକୁ ଗଲା ସବୁ କଥା କହିଦେବା ସେଥିପାଇଁ ସେ ଜୟା କୁ କାଟି ଦୁଇ ଖଣ୍ଡ କରି ଗୋଟେ ଖଣ୍ଡକୁ ସହରର ବାହାରେ ପକେଇଲେ ଏବଂ ଅନ୍ୟ ଖଣ୍ଡକୁ ଗୋଟେ ବକ୍ସ ରେ ପୁରେଇ ପକେଇବାକୁ ନେବାବେଳେ ପୋଲିସ ସିସିଟିଭିରୁ ନୂର୍ ମହମ୍ମଦଙ୍କ ଉପରେ ସନ୍ଦେହ କରି ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *