ସ୍ତ୍ରୀର ଡ୍ରେସ୍ ପିନ୍ଧିବା ପଡ଼ିଲା ମହଙ୍ଗା , ସବୁ ଭୁଲି ହା-ଣି ଦେଲା ସ୍ଵାମୀ

ଏମିତି ସ୍ଵାମୀ ଆପଣ ଜୀବନରେ କେବେ ବି ଦେଖି ନଥିବେ । ଯିଏ ନିଜ ଅହଙ୍କାର ଆଗରେ ସବୁକିଛି ଭୁଲି ଯାଏ ଆଉ ମାନବିକତା ହରାଇ ଏପରି କିଛି କାମ କରିଦିଏ , ଯାହା ପୁରା ଦୁନିଆଁ ପାଇଁ ଉଦାହରଣ ପାଲଟି ଯାଇଥାଏ । ଆଉ ସମସ୍ତେ ବାସ୍ ଏପରି ଘ-ଟଣା ଦେଖି ଛି ଛି କରିଥାନ୍ତି । ହେଲେ ସେହି ଅମଣିଷ ସ୍ଵାମୀ , ନିଜ କ୍ରୋ-ଧ ଆଉ ଅହଙ୍କାରକୁ ହିଁ ଶ୍ରେଷ୍ଠ ବୋଲି ଭାବି ନେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ ।

ଆମେ ଏପରି ଜଣେ ସ୍ଵାମୀଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ପସନ୍ଦ ନଥିଲା ନିଜ ସ୍ତ୍ରୀର ଡ୍ରେସ୍ ପିନ୍ଧିବା । ଆଉ ତାଙ୍କୁ ପସନ୍ଦ ନଥିଲା ନିଜ ସ୍ତ୍ରୀ ଯାଇ ଆଉ କେଉଁ ପର ପୁରୁଷ ସହିତ କଥାବାର୍ତ୍ତା କରନ୍ତୁ । ଯାହା ପରେ ତାଙ୍କ ସନ୍ଦେହ ବଢ଼ି ବଢି ଚାଲିଥିଲା ଆଉ ସେ ଭାବୁଥିଲେ କି , ସ୍ତ୍ରୀ ତାଙ୍କର ଅନ୍ୟ ପୁରୁଷ ମାନଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖିଛନ୍ତି । ଯାହା ତାଙ୍କୁ ଶାନ୍ତିରେ ଶୋଇବାକୁ ଦେଉ ନଥିଲା । ସତେ ଯେମିତି ସେ ପାଗଳ ହୋଇ ଯାଇଥିଲେ । ଆଉ ନିଜର ହିତାହିତ ଜ୍ଞାନ ଭୁଲି ନିଜ ସ୍ତ୍ରୀଙ୍କୁ ହା-ଣି ପକାଇ ଥିଲେ ।

ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି , ବଲାଙ୍ଗୀର ଜିଲ୍ଲା ଟିକିରାପଡା ଝରବହାଲି ଗାଁରେ । ଆଠ ବର୍ଷ ପୂର୍ବରୁ ବବି କନାର କୁ ବିବାହ କରିଥିଲେ ଲମ୍ବୋଦର ନାୟକ । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ଉଭୟଙ୍କ ପରିବାର ହସ ଖୁସିରେ ଚାଲିଥିଲା । କିନ୍ତୁ ଧୀରେ ଧୀରେ ବବି ଡ୍ରେସ୍ ପିନ୍ଧିବା କଥା ପସନ୍ଦ କରି ନଥିଲା ସ୍ଵାମୀ । ଆଉ ଅନେକ ଥର ଏଥିପାଇଁ ମନା ମଧ୍ୟ କରିଥିଲା । କିନ୍ତୁ ସ୍ତ୍ରୀ ଶୁଣି ନଥିଲା । ଆଉ ଏହା ପରେ ଅନେକ ଭିଡିଓ ମଧ୍ୟ କରି ନିଜ ଶାଶୁଙ୍କ ପାଖକୁ ପଠାଇ ଥିଲେ ଲମ୍ବୋଦର ଆଉ କହିଥିଲେ ଦେଖନ୍ତୁ ବବି କିପରି ନିଜ ସଂସାର ଉଜାଡି ଦେଉଛି ।

ଆଉ ଏହା ପରେ ମଧ୍ୟ ବାଟକୁ ଫେରି ନଥିଲେ ବବି । ତେବେ ଏହା ପରେ ପହରଦିନ ସ୍ଵାମୀ ସ୍ତ୍ରୀ ମିଶି କାମ କରିବା ପାଇଁ ବିଲକୁ ଯାଇଥିଲେ । ବାଟରେ ଯିବା ସମୟରେ ମଧ୍ୟ ସ୍ତ୍ରୀଙ୍କୁ ବୁଝାଇ ଥିଲେ ସ୍ଵାମୀ । କିନ୍ତୁ ପୁରାପୁରି ଅବୁଝା ଥିଲେ ସ୍ତ୍ରୀ । ଆଉ ଏହାପରେ ଦୁହିଁଙ୍କ ମଧ୍ୟରେ କିଛି ଏକ କଥାକୁ ନେଇ କଥା କଟାକଟି ହୋଇଥିଲା । ଆଉ ଏହାପରେ ଲମ୍ବୋଦରଙ୍କ ରାଗ ଯାଇ ପଞ୍ଚମ ପହଞ୍ଚି ଯାଇଥିଲା । ଆଉ ସେ କଣ କରିବେ ବୋଲି ଭାବି ପାରି ନଥିଲେ । ତେଣୁ କରି ସେଠାରେ ଥିବା ଏକ ଧା-ରୁଆ ଅ-ସ୍ତ୍ରରେ ବବିଙ୍କୁ ହା-ଣି ପକାଇ ଥିଲେ । ଘ-ଟଣା ସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ପୋ-ଲିସ ଘଟ-ଣାର ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *