ବାପା ମା’ ର ଝ-ଗଡ଼ା ନାବାଳିକା ଝିଅ ପାଇଁ ସାଜିଲା କାଳ । ଝିଅର ତ-ଣ୍ଟି ଚିପି ହ-ତ୍ୟା କଲା ବାପ ।

ଜଣେ ମା’ ନିଜ ସନ୍ତାନର ହ-ତ୍ୟା କରିବା ଏବଂ ଜଣେ ବାପା ନିଜ ପିଲାର ହ-ତ୍ୟା କରିବା ଭଳି ଅନେକ ଘ-ଟଣା ପ୍ରାୟ ଶୁଣିବାକୁ ମିଳୁଛି । ଯାହାକୁ ହୁଏତ ଶୁଣୁଥିବା ଲୋକ କେବେବି ବିଶ୍ୱାସ କରି ପରିବେ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘ-ଟଣା ବିଷୟରେ କହିବୁ , ତାହା ଶୁଣିବା ପରେ ହୁଏତ ଆପଣଙ୍କ ଦ୍ଵନ୍ଦର ସମାଧାନ ହୋଇଯିବ ।

ଆଜିକାଲି ଲୋକଙ୍କ ମଧ୍ୟରେ ସମ୍ପର୍କର ମୂଲ୍ୟ ନାହିଁ । ଟଙ୍କା ଅଛି ତ ଦୁନିଆର ସବୁକିଛି ଅଛି ବୋଲି ଲୋକଙ୍କ ଧାରଣା ରହିଛି । ଆଉ ସେଥିରେ ହିଂ-ସା କରି ଲୋକେ ଅନ୍ୟର ଜୀବନ ନେବାକୁ ମଧ୍ୟ ଥାଇପାରେ ପଛାଉ ନାହାଁନ୍ତି । ଆଉ ବର୍ତ୍ତମାନ ସମୟରେ ଯେଉଁ ଘ-ଟଣା ସାମ୍ନାକୁ ଆସିଛି , ସେହି ଅନୁଯାୟୀ ଜଣେ ବାପ ନିଜ ନାବାଳିକା ଝିଅକୁ ତ-ଣ୍ଟି ଚି-ପି ହ-ତ୍ୟା କରିଛି ।

ପାରିବାରିକ କଲ-ହର ଏହା ଏକ କରୁଣ ପରିଣତି ଅଟେ । ପିଶାଚ ବାପା ନିଜର ୧୩ ବର୍ଷୀୟ ଝିଅକୁ ଜୀବନରୁ ମା-ରି ଦେଇଛି । ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥା-ନା କେନ୍ଦୁବାହାର ଗାଁରେ ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି । ତେଣେ କେନ୍ଦୁବାହାର ଗାଁର ବାସିନ୍ଦା ହେଉଛନ୍ତି ଗଜାନନ ମାଝୀ , ଯିଏକି ପ୍ରତ୍ୟେକ ଦିନ ମ-ଦ ପିଇ ଘରକୁ ଆସୁଥାନ୍ତି ।

ଗତକାଲି ଅପରାହ୍ଣରେ ମଧ୍ୟ ଗଜାନନ ମ-ଦ ପିଇ ଘରକୁ ଯାଇଥିଲେ । ସେହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହିତ ତାଙ୍କର ଯୁ-କ୍ତିତ-ର୍କ ହୋଇଥିଲା । କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝ-ଗଡ଼ା ହୋଇ ଯାଇଥିଲା । ଯାହାକୁ ଦେଖି ଝିଅ ଅଟକାଇବାକୁ ଯାଇଥିଲା । କିନ୍ତୁ ସେହି କାମ ତା ପାଇଁ କାଳ ସାଜିଥିଲା ।

ବାପା ମା’ ଙ୍କୁ ଝ-ଗଡ଼ା ନକରିବାକୁ ଅଟକାଇବା ସମୟରେ ବାପା ଉ-ତ୍କ୍ଷିପ୍ତ ହୋଇ ନିଜର ହିତାହାତ ଜ୍ଞାନ ହରାଇ ବସିଥିଲେ । ଯାହାଦ୍ୱାରା ବାପା ନି-ଷଶା-କ୍ତ ଅବସ୍ଥାରେ ନିଜର ନାବାଳିକା ଝିଅର ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା । ତେବେ ଏହି ସମୟରେ ମା’ ନିଜ ସହିତ ନିଜ ଝିଅର ଜୀବନ ବଞ୍ଚାଇବାକୁ ଯାଇ ପାଟି କରି ଗାଁ ଲୋକଙ୍କୁ ଡାକି ଥିଲା । କିନ୍ତୁ ଗାଁ ଲୋକ ଆସିବା ବେଳକୁ ସବୁକିଛି ସରି ଯାଇଥିଲା । ଏନେଇ ଗ୍ରାମବାସୀ ପୋଲି-ସକୁ ଖବର ଦେଇଥିଲେ । ଖବର ପାଇ ପୋ-ଲିସ ପହଞ୍ଚି ଅଭି-ଯୁକ୍ତ ଗଜାନନକୁ ଅଟକ ରଖି ପଚ-ରାଉ-ଚୁରା କରୁଛି । ଏହାସହିତ ମୃ-ତ ଶ-ବକୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି ।

Leave a Reply

Your email address will not be published. Required fields are marked *