ରାଜଧାନୀରେ ଅଜଣା ଜନ୍ତୁ ଆ-ତଙ୍କ,ଦିନରେ ସିଂହ ରାତିରେ ହେଉଛି ବାଘ ।

କଳି ଯୁଗର ଶେଷ ସମୟ ନିକଟ ହୋଇ ଆସିଲାଣି କି । ଅନେକ ଚକିତ କଲା ଭଳି ଘ-ଟଣା ବର୍ତ୍ତମାନ ଘଟିବାରେ ଲାଗିଛି । ରାଜଧାନୀରେ ରୂପ ବଦଳାଇ ଆ-ତଙ୍କ ରଚୁଛି ଅଜବ ଜନ୍ତୁ । ହଁ ବନ୍ଧୁଗଣ ରାତିରେ ବାଘ ଦିନରେ ହେଉଛି ସିଂହ । ଓଡ଼ିଶାରେ ଏବେ ଜନ୍ତୁ ମାନେ ମଣିଷ ଆଖିର ନିଦ ହଜାଇ ଦେଇଛନ୍ତି । କୁମ୍ଭୀର,ବାଘ, ସିଂହଙ୍କ ଆତ-ଙ୍କରେ ଲୋକେ ଏକ ଦମ୍ ଭ-ୟଭୀ-ତ ହୋଇ ପଡିଛନ୍ତି । ଏହି ଘ-ଟଣା ପରେ ଲୋକେ କହୁଛନ୍ତି ଆଉ ତ୍ରାହି ନାହି ଏବେ ନିକଟ ହୋଇ ଆସିଲାଣି କଳି ଯୁଗର ଶେଷ ସମୟ ।

ହଁ ଆଜ୍ଞା ରରାଜଧାନୀରେ ଏବେ ଖେଳି ଯାଇଛି ଅଜଣା ଜନ୍ତୁର ଆ-ତଙ୍କ । ଏହି ଅଜଣା ଜନ୍ତୁ ବଦଳାଉଛି ନିଜର ରୂପ । ଦିନରେ ବାଘ ଆଉ ରାତିରେ ସିଂହ ହୋଇ ଗ-ର୍ଜନ କରୁଛି ଅଜଣା ଜନ୍ତୁ । ଏହି ଗର୍ଜନ ଶୁଣିଲେ ଭ-ୟରେ ଥରିବାକୁ ଲାଗୁଛନ୍ତି ରାଜଧାନି ବାସୀ । ନିସ୍ତବ୍ଦ ରାତିରେ ଭ-ୟଙ୍କର ରୁପ ଧାରଣ କରି ପାଦ ଚିହ୍ନ ଛାଡ଼ି ଯାଉଛି ଅଜଣା ଜନ୍ତୁ । କିଏ ଏହି ଜନ୍ତୁ ସତରେ କଣ ଏ ରୂପ ପରିବର୍ତ୍ତନ କରି ଆ-ତଙ୍କ ରଚୁଛି । ନା ଏହା ଏକ ଗୁଜବ ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମା-ରୁଛି । ହେଲେ ଏହାର ଭିଡିଓ କୁଆଡେ ସୋସିଆଲ ମିଡିଆରେ ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଛି ବୋଲି ଲୋକେ କହୁଛନ୍ତି ।

ଆଉ ଏବେ ରାଜଧାନିରେ ଏହି ଅଜଣା ଜନ୍ତୁ ରୂପ ବଦଳାଇବା କଥା ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଲୋକେ ରାତି ହେଲେ ଘରେ ତାଟି କବାଟ ପକାଇ ଘର ଭିତରେ ରହୁଛନ୍ତି । ଗୋଟେ ପଟେ ଓଡ଼ିଶାରେ ଏବେ ଜନ୍ତୁ ମାନଙ୍କ ଆ-ତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଆପଣ ମାନେ କୁମ୍ଭୀରର ଆତ-ଙ୍କ କଥା ନିହାତି ଭାବେ ଜାଣି ଥିବେ । କୁମ୍ଭୀର କେଉଁ ଭଳି ଭାବରେ ଲୋକଙ୍କୁ କଲବଲ କରୁଛି ତାହା ମଧ୍ୟ ଶୁଣିଥିବେ । ଆଉ ବର୍ତ୍ତମାନ ପୁଣି ଲୋକେ କହୁଛନ୍ତି ରାଜଧାନୀରେ ଦେଖା ଦେଇଛି ବାଘ ଆଉ ସିଂହ ର ଆ-ତଙ୍କ । ଲୋକଙ୍କ ଅଭି-ଯୋଗ ଏକ ଘରୋଇ କଲେଜ ନିକଟରେ ଏକ ବାଘର ପାଦ ଚିହ୍ନ ପଡ଼ିଛି ।

ଆଉ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜନ୍ତୁ ଟି ଦିନରେ ବାଘ ରୂପ ଧାରଣ କରୁଥିବା ବେଳେ ରାତିରେ ସେ ସିଂହ ହୋଇ ଯାଉଛି । ହେଲେ କିନ୍ତୁ ସେପଟେ ଏହାକୁ ବନ ବିଭାଗ ଗୁଜବ ବୋଲି କହିଛି । ବନ ବିଭାଗ ଏହାକୁ ଗୁଜବ ପ୍ରଚାର କରୁଥିବା ବେଳେ ଲୋକେ ଏହାକୁ ମାନିବାକୁ ନାରାଜ । ହେଲେ ବାସ୍ତବରେ ଏହା ପଛରେ କୌଣସି ସତ୍ୟତା ନଥିବା ବନ ବିଭାଗ ସ୍ପଷ୍ଟ କରିଛି । ତେବେ ସେପଟେ କିନ୍ତୁ ଲୋକଙ୍କ ମନରୁ ଏବେ ବି ଭ-ୟ ଦୂର ହୋଇ ନଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *