୪ ପୁଅ ୨ ଝିଅ ଡ୍ରିଙ୍କସ କରି ନଦୀକୁ ଡେ଼ଇଁ ପଡିଲେ ।

ଭୁବନେଶ୍ୱର ଅଲାରପୁର ନିକଟରେ ଘଟି ଯାଇଛି ଏକ ସାଙ୍ଘା-ତିକ ଅଭା-ବନୀୟ ଘ-ଟଣା । ଚାରି ପୁଅ ଏବଂ ଦୁଇ ଝିଅ ଆସି ମ-ଦ ପିଇଲେ ଏବଂ ପରେ ପାଣି ଭିତରକୁ ଡେଇଁ ପଡିଲେ । ମ-ଦ ପିଇବା ପରେ ମଣିଷ ନିଜର ସାଧାରଣ ଜ୍ଞାନ ହରାଇ ବସେ ଏହା ସମସ୍ତେ ଜାଣିଛନ୍ତି । ମ-ଦ ପିଇବା ପରେ ମଣିଷ ନିଶାସକ୍ତ ଅବସ୍ଥାରେ ପାଣି ଭିତରକୁ ଡେଇଁ ପଡେ,ପାହାଡକୁ ଚଢ଼ିଯଏ । ସବୁ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରିପାରେ । ମାତ୍ର ସେ ଜାଣି ପାରନ୍ତି ନାହିଁ କେଉଁଠି ବି-ପଦ ଅଛି । କେଉଁ ସ୍ଥାନରେ ଜୀବନ ଯିବାର ଆଶଙ୍କା ଅଛି । ତେବେ ବନ୍ଧୁଗଣ ଏପରି ଏକ ଅଭା-ବନୀୟ ଘ-ଟଣା ବର୍ତ୍ତମାନ ଘଟିଯାଇଛି ଯାହା ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ଅଲାରପୁର ନିକଟରେ ନଦୀରେ ଅନେକ ଦୁର୍ଘ-ଟଣା ଘଟିଥିବା ଆପଣ ଜାଣିଥିବେ। କାରଣ ସେହି ନଦୀରେ ପ୍ରତିବର୍ଷ ଜଣେ ନୁହଁନ୍ତି ଅନେକ ଜଣ ବହୁ ଦୂର ଦୁରାନ୍ତରୁ ଆସି ଗାଧେଇ ଥାଆନ୍ତି । ପାଣିର ମଜା ନେଇଥାନ୍ତି ହେଲେ କେବେ କେବେ ଅଘ-ଟଣ ଘଟି ଲୋକଙ୍କ ଜୀବନ ଚାଲିଯାଇ ଥାଏ । ତେବେ ଦୁଇ ଦିନ ତଳେ ଛ ଜଣ ଆସିଥିଲେ । ସେମାନଙ୍କ ଭିତରେ ଚାରି ଜଣ ପୁଅ ଏବଂ ଦୁଇ ଜଣ ଝିଅ ଥିଲେ । ଯେଉଁ ମାନେ କି ମ-ଦ ପିଇଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା କଥା ସେମାନେ ଗଣ୍ଡ ପାଖରେ ପହଞ୍ଚି ନିଜ ନିଜ ଭିତରେ ପ୍ରତିଯୋଗିତା କରିବାକୁ ଲାଗିଲେ । କିଏ ପାଣିର ଗଭୀର ସ୍ରୋତ ଭିତରକୁ ଡେଇଁ ପାରିବ ସେନେଇ ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା । ତେବେ ଏହି ସମୟରେ ରସୁଲଗଡ଼ ଅଞ୍ଚଳର ଜଣେ ୧୭ ବର୍ଷୀୟ ଯୁବକ ପାଣିକୁ ଡେଇଁ ପଡ଼ିଥିଲେ । ଏହା ପରେ ସେ ସଙ୍ଗେ ସଙ୍ଗେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ତେବେ ଯୁବକ ଜଣଙ୍କ ଭାଷୀ ଯାଉଥିବା ଦେଖି ସାଙ୍ଗ ମାନେ ବ୍ୟସ୍ତ ହୋଇ ପଡ଼ିଥିଲେ । ଏବଂ ସେମାନେ ଯେତେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରି ନଥିଲେ ।

ପରେ ଯୁବକଙ୍କ ଘରକୁ ଖବର ଦିଆ ଯାଇଥିଲା । ଯୁବକଙ୍କ ବାପା ବିକଳରେ ଧାଇଁ ଆସି । ଚାରି ଆଡେ଼ ପଚାରି ବୁଝିଥିଲେ । ତେବେ ଘଟ-ଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୁବକଙ୍କୁ ଉ-ଦ୍ଧାର କରା ଯାଇ ପାରି ନଥିଲା । ଏପରିକି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହାନି ଘ-ଟଣା ସ୍ଥଳରେ ପହଞ୍ଚି ଯେତେ ଉ-ଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଯୁବକ ଡେଇଁ ଥିବା ସ୍ଥାନରେ ପ୍ରବଳ ସ୍ରୋତ ଥିବାରୁ ଯୁବକ ଜଣଙ୍କ ପାଣିର ପ୍ରଖର ସ୍ରୋତରେ କେଉଁ ଆଡ଼େ ଭାଷୀ ଯାଇ ନି-ଖୋଜ ଅଛନ୍ତି । ତେବେ ଯୁବକଙ୍କ ପତ୍ତା ମିଳି ନଥିବା ବେଳେ ବାପା ଚାହିଁଛନ୍ତି ପୁଅ କେତେବେଳେ ଫେରିବ ।

Leave a Reply

Your email address will not be published. Required fields are marked *