ଭାଇରଲ ହେଲା ସୌମ୍ୟ ଏବଂ ସୋନାଲିଙ୍କ ଅଡିଓ କଲ , ଆ-ତ୍ମହ-ତ୍ୟା ପାଇଁ ସିଧାସଳଖ ପ୍ରବର୍ତ୍ତାଉଥିଲେ ସୋନାଲି :-

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ହ-ତ୍ୟା ମା-ମ-ଲାରେ ବର୍ତ୍ତମାନ ସମାଧାନର ବାଟ ଫିଟିଛି । କିନ୍ତୁ ଆ-ତ୍ମହ-ତ୍ୟା ମା-ମ-ଲାକୁ ଏବେ ପର୍ଯ୍ୟନ୍ତ ଅନେକ ଦିନ ପରେ ଯାଇ ହାଇକୋର୍ଟ ତରଫରୁ ଏହି ମା-ମ-ଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ମାତ୍ର ପୋ-ଲି-ସ ପାଖରେ ବି ଏହି ମା-ମ-ଲାର ଯଥେଷ୍ଟ ପ୍ରମାଣ ଥିବା ସତ୍ତ୍ୱେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ସବୁଠାରୁ ବଡ଼ ପ୍ରମାଣ ଯେ ସୌମ୍ୟ ଆ-ତ୍ମହ-ତ୍ୟା ପୂର୍ବରୁ ଏକ ହାତ ଲେଖା ଚିଠି ଛାଡ଼ି ଯାଇଛନ୍ତି ଯେଉଁଥିରେ ସେ ସୋନାଲି ନନ୍ଦଙ୍କୁ ଦାୟୀ କରିଛନ୍ତି ।

ଗତ ଜାନୁଆରୀ ୩୦ ରେ ସୌମ୍ୟଙ୍କ ଆ-ତ୍ମହ-ତ୍ୟା ପରେ ଘଟ-ଣାସ୍ଥ-ଳରୁ ମିଳିଥିବା ହାତଲେଖା ଚିଠିରେ ସୌମ୍ୟ ସବୁକିଛି ବର୍ଣ୍ଣନା କରି ଲେଖିଥିଲେ । ତେବେ ଏହା ମଧ୍ୟ ପରେ ଜଣା ପଡ଼ିଥିଲା ଯେ ସୌମ୍ୟ ଏବଂ ସୋନାଲି ପରସ୍ପରକୁ ଭଲ ପାଉଥିଲେ ଏମିତିକି ଉଭୟଙ୍କ ପରିବାରରେ ତାଙ୍କ ବିବାହ କଥା ମଧ୍ୟ ଚାଲିଥିଲା । ସୋନାଲି ସୌମ୍ୟଙ୍କ ଘରକୁ ଯାଉଥିଲେ ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ରହୁଥିବା ତାଙ୍କ ଭଉଣୀ କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ସୌମ୍ୟ ସୋନାଲିଙ୍କ ପଛରେ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି ।

କିନ୍ତୁ ସୌମ୍ୟ ଜାଣି ନଥିଲେ ଯେ କୌଣସି ସମୟରେ ସେହି ସୋନାଲି ତାଙ୍କ ସହ ଏମିତି କିଛି କରିପାରିବେ ବୋଲି । ତାଙ୍କ ଆ-ତ୍ମହ-ତ୍ୟାର କାରଣ ସୋନାଲି ଦେଇଥିବା ଧୋ-କା କାରଣରୁ ବୋଲି ସେ ନିଜେ ହିଁ କହି ଯାଇଛନ୍ତି । ତେବେ ଆ-ତ୍ମହ-ତ୍ୟା ପରେ ସୌମ୍ୟ ଏବଂ ସୋନାଲି ଏବଂ ତାସହିତ ସୌମ୍ୟଙ୍କ ସହିତ ତାଙ୍କ ସୋନାଲିଙ୍କ ମାଙ୍କର କିଛି ଅଡିଓ କଲ ଭାଇରଲ ହୋଇଥିଲା । ମାତ୍ର ବର୍ତ୍ତମାନ ସମୟରେ ଆଉ ଏକ ଅଡିଓ କଲ ବେଶ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ସୋନାଲି ସୌମ୍ୟଙ୍କୁ ଆ-ତ୍ମହ-ତ୍ୟା ପାଇଁ ଖୋଲାଖୋଲି ପ୍ରବର୍ତ୍ତାଉଥିବା ଜଣା ଯାଉଛି ।

ଭାଇରଲ ହୋଇଥିବା ଅଡିଓ କଲରେ ସୌମ୍ୟ ଗାଡ଼ି ସାମ୍ନାକୁ ଯାଇ ଆ-ତ୍ମହ-ତ୍ୟା କରିବେ ବୋଲି କହିଛନ୍ତି । ମାତ୍ର ପ୍ରତି ଉତ୍ତରରେ ସୋନାଲି କହିଛନ୍ତି ଯେ ଯିଏ ଏମିତି କୁକୁର ଭଳି ଭୋକିଥାଏ ସେ କେବେ କିଛି କରି ନଥାଏ । ଅତି ବର୍ବର ଭାବରେ ସୌମ୍ୟଙ୍କ କଥାର ଉତ୍ତର ଦେଇଛନ୍ତି ସୋନାଲି । ପୁଣି ଉଭୟଙ୍କ ବିବାହ ଠିକ ହୋଇଥିଲେ ବି ସୁଦ୍ଧା ସୋନାଲିଙ୍କ ପରିବାର ବିବାହ ଆଳରେ ଦିନ ଗଡେଇ ଚାଲିଥିଲେ । କିନ୍ତୁ ଯାହାବି ହେଉ ଏହି ଅଡିଓ କଲକୁ ଭିତ୍ତି କରି ବର୍ତ୍ତମାନ ହାଇକୋର୍ଟ ସୋନାଲି ଏବଂ ସୋନାଲିଙ୍କ ମାଙ୍କ ବି-ରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *