ବିବାହ ସରୁ ସରୁ ବି-ଧବା ହେଲେ ମହିଳା , ସ୍ଵାମୀ ଚାଲିଗଲେ ଆରପାରିକୁ

ଏ ଦୁନିଆଁରେ ଏପରି କିଛି ଘ-ଟଣା ଘଟି ଯାଇଥାଏ , ଯାହା ଶୁଣିବା ପରେ ପାଦ ତଳୁ ମାଟି ଖସି ଯାଇଥାଏ । ଏପରି କିଛି ଅଘ-ଟଣ ଯାହା ବିଷୟରେ ଶୁଣିବା ପରେ କେହି ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ବାସ୍ତବରେ ଏପରି କଥା ଘଟି ଯାଇଥାଏ , ଆଉ ଯାହାକୁ ଲୋକେ ଅଙ୍ଗେ ନିଭାଇ ଥାଆନ୍ତି । ତେବେ ଆଜ୍ଞା ହଁ ବର୍ତ୍ତମାନର ସୋସିଆଲ ମିଡ଼ିଆ ଜଗତରେ ଏପରି କିଛି ଘଟ-ଣା ପ୍ରତିଦିନ ଭାଇରାଲ ହୋଇଥାଏ , ଯାହା ବିଷୟରେ ଶୁଣିବା ପରେ ଲୋମ ଟାଙ୍କୁରି ଉଠିଥାଏ ।

ତେବେ ଆଜି ବି ଆମେ ଆପଣଙ୍କୁ ସେହିପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ । ଆଉ ଯାହା ଲାଗୁଛି ଏପରି ଘ-ଟଣା ବିଷୟରେ ଆପଣ ଜୀବନରେ କେବେ ବି ଶୁଣି ନଥିବେ। ହଠାତ୍ ଏପରି କା-ଣ୍ଡ ଘଟିଯିବ ବୋଲି କେହି ସ୍ୱପ୍ନରେ ବି ଭାବି ନଥିଲେ ଆଉ କୁହାଯାଏ ନା ଯାହା ଭାବି ନଥିବ , ତାହା ହିଁ ଘଟିବ । ଠିକ୍ ଏପରି କିଛି ଘଟ-ଣା ଘଟି ଯାଇଥିଲା ଯାହାକୁ କେହି ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କରି ପାରି ନଥିଲେ ।

ହଠାତ୍ ଏକ ସୁଖର ପରିବାର ଭିତରେ ମାଡ଼ି ଆସିଥିଲା କଳା ବାଦଲ । ସମସ୍ତେ ଖୁସି ଥିଲେ ଘରକୁ ନୂଆ ବୋହୂ ଆସିବ , ଘର ହସ ଖୁସିରେ ଫାଟି ପଡିବ। ସମସ୍ତେ ବହୁତ ମଜା ମସ୍ତି କରି ବରଯାତ୍ରୀ ନେଇ ଆଉ ଡିଜେ ଗୀତରେ ନାଚି ନାଚି କନ୍ୟା ଘରକୁ ଯାଇ ପହଞ୍ଚି ଯାଇଥିଲେ । ତେବେ ସେଠାରେ ଖାଇବା ପିଇବା ସରିବା ପରେ ସମସ୍ତେ ବିବାହ ସମୟକୁ ଅପେକ୍ଷା କରିଥିଲେ ଆଉ ସେହି ସମୟ ମଧ୍ୟ ଆସି ପହଂଚି ଯାଇଥିଲା ।

କିନ୍ତୁ ହଠାତ୍ ଏପରି କିଛି ଘଟି ଯାଇଥିଲା ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ଆଉ ଘଟ-ଣାଟି ଦେଖିବାକୁ ମିଳିଚି ବିହାରର ଭାଗଲପୁରରେ । ତେବେ ବର କନ୍ୟା ବେଦୀରେ ଯାଇ ବସିଥିଲେ ଆଉ ଦୁହିଁଙ୍କ ବିବାହ ହୋଇଥିଲା । ତେବେ କନ୍ୟାକୁ ସିନ୍ଦୂର ପିନ୍ଧାଇ ସାରିବା ପରେ ହଠାତ୍ ବରର ଦେ-ହ ଖରାପ ହୋଇ ଯାଇଥିଲା ଆଉ ବରକୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷିତ କରିଥିଲେ । ତେବେ ଏହି ଘ-ଟଣା ପରେ ଚାରି ଆଡ଼େ ଶୋ-କର ଛା-ୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *