ବାହାଘରକୁ ସାତ ଦିନ ପୁରୁନି , ସ୍ତ୍ରୀ ପେଟରେ ବଢୁଛି ୪ ମାସର ଛୁଆ

ଏ କଥା ଯେ କେହି ଶୁଣିବା ପରେ ବି ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ଏପରି କଥା ସହଜରେ ଗ୍ରହଣୀୟ ନୁହେଁ । ଜଣେ ସ୍ତ୍ରୀ ପେଟରେ ବଢୁଛି ୪ ମାସର ଛୁଆ । ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ସାରା ଗ୍ରାମରେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥା ଶୁଣିବା ପରେ ଜଣେ ସ୍ବାମୀଙ୍କୁ ଲାଗିଛି ଶକ୍ତ ଝଟକା । ଯାହା ମଥାରେ ସେ ସିନ୍ଦୂର ଦେଇ ସାତ ଫେରା ଲଗାଇ ସାରା ଜୀବନର ସାଥି କରି ରଖିବେ ବୋଲି କଥା ଦେଇଥିଲେ , ହଠାତ୍ ତାଙ୍କର ଏପରି କାରନାମା ଶୁଣିବା ପରେ ସ୍ଵାମୀଙ୍କ ପାଦ ତଳୁ ମାଟି ଖସି ଯାଇଛି । ସତରେ ସେ ଏହି କଥା ବିଶ୍ୱାସ କରି ପାରୁ ନାହାନ୍ତି କି , ତାଙ୍କ ସ୍ତ୍ରୀ ଏପରି କାମ କରିଛନ୍ତି ଆଉ ଆଉ କାହାର ପାପ ଛୁଆକୁ ଧରି ପେଟରେ ବୁଲୁଛନ୍ତି ।

ତେବେ ଆଜ୍ଞା ହଁ ଏପରି କିଛି ଅଭା-ବନୀୟ ଘ-ଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲାରେ । ଯାହାକୁ କେହି ସହଜରେ ବିଶ୍ୱାସ କରିବା ପାଇଁ ରାଜି ନାହାଁନ୍ତି । ଜଣେ ସ୍ଵାମୀଙ୍କ ପାଇଁ ଏହା ଏକ ଅଭି-ଶାପ ସଦୃଶ ପ୍ରମାଣିତ ହୋଇଛି । ଯେଉଁ କଥା ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣି ଦେଇଛି । ତେବେ ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଅଜିତ ନାୟକଙ୍କ ଘରେ ଏପରି ଘ-ଟଣା ଘଟି ଯାଇଛି ।

ଅଜିତ ନାୟକ ହଲାଲୁଣ୍ଡା ଗ୍ରାମର ରେବତୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ବହୁତ ଧୁମଧାମରେ ପାଳନ ହୋଇଥିଲା । ସମସ୍ତେ ଏଥିପାଇଁ ଖୁସି ଥିଲେ । ଘରକୁ ନୂଆ ବୋହୂ ଆସିବ ଆଉ ଘର ଖୁସିରେ ଭରି ହୋଇଯିବ ଆଉ ଧିରେ ଧିରେ ପରିବାର ଆଗକୁ ବଢିବ ।

ଏକଥା ଚିନ୍ତା କରି ସମସ୍ତଙ୍କ ମୁଁହରେ ଆପେ ଆପେ ହସ ଆସି ଯାଉଥିଲା । ତେବେ ବାହାଘରର ସାତ ଦିନ ପରେ ଯେତେବେଳେ ରେବତୀ ନିଜ ବାପ ଘରକୁ ଯାଇଥିଲେ ଆଉ ତାପରେ ନିଜ ବାପ ଘରକୁ ଫେରି ନଥିଲେ । ତେବେ ଶାଶୁ ଶଶୁର ବାଧ୍ୟ ହୋଇ ତାର କିଛି ଦିନ ପରେ ନିଜ ବୋହୂକୁ ଫେରିବା କଥା ପଚାରି ଥିଲେ। ଆଉ ସେତେବେଳେ ତାଙ୍କ ବୋହୂ ଦେଇଥିଲା ଏକ ଶକ୍ତ ଝଟକା ।

ଯାହା ତାଙ୍କ ଶାଶୁ , ଶଶୁର , ସ୍ଵାମୀ ଆଉ ପୁରା ପରିବାର ଲୋକ ସହି ପାରି ନଥିଲେ । କାହିଁକି ନା ବୋହୂ କହିଥିଲେ କି , ସେ ୩ ରୁ ୪ ମାସର ଗର୍ଭ-ବତୀ ଅଛନ୍ତି ଆଉ ତାଙ୍କ ପେଟର ଗୋଟିଏ ନିରୀହ ଜୀବନ ବଢୁଛି । ତେଣୁ ସେ ଆଉ ଶାଶୁ ଘରକୁ ଫେରିବେ ନାହିଁ । ବାସ୍ ସାରା ଜୀବନ ନିଜ ବାପ ଘରେ ରହିଯିବା କଥା କହି ଦେଇଥିଲେ । ଯାହା ପରେ ଶାଶୁ ଶଶୁରଙ୍କ ପାଦ ତଳୁ ମାଟି ଖସି ଯାଇଥିଲା

ନୂଆ ବୋହୂଟିଏ ଆସିଥିଲା , ଯାହାକୁ ପୁରା ଗ୍ରାମ ମନ ପୁରାଇ ମଧ୍ୟ ଦେଖି ନଥିଲେ । ତା ଘରୁ ଆସିଥିବା ମିଠା ମଧ୍ୟ କାହା ଘରକୁ ବାଣ୍ଟି ନଥିଲେ କି ବୋହୂକୁ ସମସ୍ତେ ଗହଣା ମଧ୍ୟ ଦେଇ ନଥିଲେ । ଆଉ ହଠାତ୍ ଏପରି ଖବର ଶୁଣିବା ପରେ ସମସ୍ତେ ଅବାକ୍ ହୋଇ ଯାଇଥିଲେ । ପ୍ରଥମେ ସେମାନେ କଣ କରିବେ ବୋଲି ଚିନ୍ତା କରି ପାରି ନଥିଲେ । ତାଙ୍କ ବୋହୂ ଏପରି କାମ କରିବ ବୋଲି କେବେ ଭାବି ପାରି ନଥିଲେ ।

ତେବେ ଶେଷରେ ଏହା ହୋଇଥିଲା ଅଜିତ ଆଉ ନିଜକୁ ସମ୍ଭାଳି ପାରି ନଥିଲେ । ସେ ବାଧ୍ୟ ହୋଇ ପୋ-ଲିସ ଥା-ନାକୁ ଯାଇଥିଲେ । ଆଉ ନିଜ ସ୍ତ୍ରୀଙ୍କ ବିରୁ-ଦ୍ଧରେ ଅଭି-ଯୋଗ ଦାୟର କରିଥିଲେ । କେବଳ ଏତିକି ନୁହେଁ , ସେ କୋର୍ଟରେ ହାତ ଯୋଡ଼ି ପ୍ରାର୍ଥନା କରିଛନ୍ତି କି , ଦୟାକରି ତାଙ୍କ ସ୍ତ୍ରୀଙ୍କ ଠାରୁ ତାଙ୍କୁ ଛା-ଡପ-ତ୍ର ଦେଇ ଦିଅନ୍ତୁ । କାହିଁକି ନା ଯେଉଁ ସ୍ତ୍ରୀ ହଠାତ୍ ଏପରି କାମ କରି ଦେଇ ପାରିଲା , ସେଭଳି ସ୍ତ୍ରୀ ତାଙ୍କର ଆଦୌ ଦରକାର୍ ନାହିଁ ।

Leave a Reply

Your email address will not be published. Required fields are marked *