ଜନ୍ମ ଜନ୍ମର ସାଥି ହେବ କହି ପ୍ରେମିକ ସହିତ ଦେବାକୁ ଯାଇଥିଲା ଜୀବନ । କିନ୍ତୁ ଏପଟେ ପ୍ରେମିକ ମରିଯିବା ପରେ ପ୍ରେମିକା ସେଠାରୁ ଦୌଡ଼ି ପଳାଇଲା ।

ଉଭୟେ ପରସ୍ପରକୁ ଖୁବ ଭଲ ପାଉଥିଲେ ଏବଂ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । କିନ୍ତୁ ନା ପରିବାର ଲୋକେ ରାଜି ହେଲେ ନା ପ୍ରେମିକା ବାସ୍ତବ ପ୍ରେମ କଲା । ଶେଷରେ ଗୋଟିଏ ନିରୀହ ଜୀବନ ପ୍ରେମ ପାଇଁ ଜୀବନ ଦେଇଦେଲା । ହଁ ଆଜ୍ଞା !! ଦୁଇ ପ୍ରେମିକ ପ୍ରେମିକା ପରିବାରର ସହମତି ବିନା ବିବାହ କରିବାକୁ ନିଷ୍ପତ୍ତି ନେଇ ଘରୁ ଚାଲି ଯାଇଥିଲେ ସତ କିନ୍ତୁ ବିବାହ କରି ନଥିଲେ ଏବଂ ପ୍ରେମିକାର ପରିବାର ଲୋକଙ୍କ ପାଇଁ ଉଭୟେ ଆ-ତ୍ମହ-ତ୍ୟା କରିବେ ଭାବିଥିଲେ । ଏହା ନିଷ୍ପତ୍ତି ନେଇ ପ୍ରେମିକ ଜଣକ ଜୀବନ ହାରି ଦେଇଥିଲେ ମାତ୍ର ପ୍ରେମିକା ଜଣକ ସେଠାରୁ ଖସି ଦୌଡ଼ି ପଳାଇ ଯାଇଥିଲେ ଏବଂ ତାଙ୍କ ପ୍ରେମିକର ମୃ-ତ୍ୟୁ ପାଇଁ ତାଙ୍କର କିଛି ଭୁଲ ନଥିବା ମଧ୍ୟ କହିଛନ୍ତି ।

ଏପଟେ ଭେଣ୍ଡିଆ ପୁଅର ମୃ-ତ୍ୟୁ ପରେ ପରିବାର ସାହି ପଡ଼ିଶା ବନ୍ଧୁ ସମସ୍ତେ ପୁଅକୁ ନ୍ୟା-ୟ ଦେବା ପାଇଁ ରାସ୍ତା ଅବରୋଧ କରି ବସିଛନ୍ତି ଏବଂ ଉକ୍ତ ପ୍ରେମିକା ଏବଂ ତାର ପରିବାର ଲୋକଙ୍କ ନାମରେ ଅଭି-ଯୋଗ କରି ନ୍ୟା-ୟ ଦାବି କରିଛନ୍ତି । ମୃ-ତ ଯୁବକଙ୍କ ମା’ ଭଉଣୀ ଏବଂ ଅନ୍ୟ ପରିବାର ଲୋକେ କିଭଳି ଯୁବତୀ ଜଣକ ତାଙ୍କ ପୁଅକୁ ପ୍ରେମ ଜା-ଲରେ ଫସାଇ ହ-ତ୍ୟା କରିଛନ୍ତି ତାହା ମଧ୍ୟ କହିଛନ୍ତି ।

ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାୟଗଡ଼ା ଜିଲ୍ଲା ଆମ୍ବଦୋଳା ଥା-ନା ନିକଟସ୍ଥ ପୋଖରୀ ଗାଁ ନିକଟରେ ଘଟି ଯାଇଛି । ଉ-ଦ୍ଧାର ହୋଇଥିବା ମୃ-ତ ଯୁବକ ଜଣକ ହେଉଛନ୍ତି ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଦିଶୁନାଥପୁର ଥା-ନା ଅନ୍ତର୍ଗତ ଟିମିରିମୁଣ୍ଡା ଗାଁର ତରୁଣ ନାଗ । ଯାହାଙ୍କର ବୟସ ୨୩ ବର୍ଷ ବୋଲି ଜଣା ପଡ଼ିଛି ।

ତରୁଣ ଦୀର୍ଘ ଦିନ ହେବ ସେହି ଗାଁର ଜଣେ ନାବାଳିକା ଝିଅକୁ ଭଲ ପାଉଥିଲେ ଯାହାର ଭିନ୍ନ ଜାତି ହୋଇଥିବାରୁ ପରିବାର ଲୋକେ ତାଙ୍କ ବିବାହ ପାଇଁ ରାଜି ହେଉ ନଥିଲେ । ତେଣୁ ଉଭୟେ ଘର ଛାଡ଼ି ଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାପରେ ଯୁବକ ଏବଂ ନାବାଳିକା ପ୍ରେମିକା ସହିତ କିଛି ଏଭଳି ଘଟି ଯାଇଥିଲା । ଦୁହେଁ ଘର ଛାଡ଼ି ଯିବା ପରେ ପରିବାର ଲୋକଙ୍କ ସମ୍ମତି ନଥିବାରୁ ଦୁହେଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ।

ଦୁହେଁ ଦୁହିଁଙ୍କୁ ଏଭଳି ପ୍ରତି-ଶୃତି ଦେବା ପରେ ଘଞ୍ଚ ଜଙ୍ଗଲକୁ ଚାଲି ଆସିଥିଲେ । ମାତ୍ର ଜଙ୍ଗଲରେ ପ୍ରେମିକର ମୃ-ତ୍ୟୁ ହୋଇଥିବା ବେଳେ ପ୍ରେମିକା ସେଠାରୁ ଖସି ଚାଲି ଯାଇଛି । ମାଜିଷ୍ଟ୍ରେଟ ତହସିଲଦାର ଏସଡିପିଓ ସନ୍ତୋସିନୀ ଓରାମ ଘଟ-ଣାସ୍ଥଳରେ ପହଞ୍ଚି ଉତ୍କ୍ଷିପ୍ତ ଲୋକଙ୍କୁ ନ୍ୟା-ୟ ପ୍ରଦାନ କରିବାର ପ୍ରତି-ଶ୍ରୁତି ଦେଇ ବୁଝାସୁଝା କରିବା ପରେ ରାସ୍ତାରୋକରୁ ଉଠି ଶ-ବ ଉ-ଦ୍ଧାର କରିବା ସହିତ ଶ-ବ ବ୍ୟବ-ଚ୍ଛେଦ ପାଇଁ ମୁନିଗୁଡ଼ାକୁ ପଠାଇ ଦେବା ସହିତ ପୋ-ଲିସ ମାମ-ଲାରେ ଅଧିକ ତ-ଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *