ମ-ଦ ପିଇ ବସ ଭିତରେ ମା-ତା-ଲ ହେଲେ ଛାତ୍ରୀ :- ଦେଖନ୍ତୁ ଭିଡ଼ିଓ

ଦୁନିଆଁଟା ଏଭଳି ହୋଇଗଲାଣି ଯେ , କେହି କାହାକୁ ମାନିବାକୁ ନାରାଜ ଅଟନ୍ତି । ଏ ଦୁନିଆଁରେ କେହି କାହା କଥାରେ ମଧ୍ୟ ନୁହେଁ । ସମସ୍ତେ ନିଜ ନିଜ ଇଚ୍ଛାରେ କାମ କରିବାକୁ ଲାଗୁଛନ୍ତି । ବିଶେଷ କରି ଆଜିକାଲିର ଛାତ୍ରଛାତ୍ରୀ ମାନେ ନିଜକୁ ବହୁତ ବଡ଼ ବୋଲି ଭାବି ଦେଉଛନ୍ତି । ଆଉ ମନ ଇଚ୍ଛା କାମ କରୁଛନ୍ତି । କେଉଁଠି କାହାକୁ ବାଡେଇ ଦେଉଛନ୍ତି ତ ଆଉ କେଉଁଠି ମ-ଦ ପିଇ ମା-ତା-ଲ ହୋଇ ଯାଉଛନ୍ତି । ଜାଣି ପାରୁନାହାଁନ୍ତି ଯେ ମ-ଦ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହାନିକାରକ ଅଟେ ।

ତେବେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିଥାଏ , ଯାହାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଇଥାଏ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି , ଯାହା ସମସ୍ତଙ୍କୁ ଚମକାଇ ଦେବ । ଆପଣ ସମସ୍ତେ ଜାଣିଛନ୍ତି କି , ମ-ଦ୍ୟପା-ନ ସମ୍ପୂର୍ଣ୍ଣ ଭାବରେ ହାନିକାରକ ଅଟେ । ଏହା ଅକାରଣରେ ମଣିଷର ଜୀବନ ନେଇ ଯାଇଥାଏ । ତେବେ ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଯିବ କି , ଏହି ଛାତ୍ରୀ ମାନେ କିପରି ଅତି ଆନନ୍ଦର ସହ ମ-ଦକୁ ପିଇ ଯାଉଛନ୍ତି ।

ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ମ-ଦ ବୋତଲ ରହିଛି । ଆଉ ନି-ଶା ସମସ୍ତଙ୍କୁ ଲାଗିଯାଇଛି । ଆଉ ସେମାନେ ରାସ୍ତା ଘାଟ ମଧ୍ୟ ମାନୁ ନାହାଁନ୍ତି । ତେବେ ଏହି ଘଟ-ଣାଟି ତାମିଲନାଡୁର ଚେଙ୍ଗଲପାଟୁର ଅଟେ , ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହି ଭିଡିଓଟିକୁ ବସ ଭିତରେ ଶୁ-ଟିଂ କରାଯାଇଛି । ଆଉ ଏଥିରେ ଦେଖାଯାଉଛି କି , କିଛି ଛାତ୍ରୀ ମ-ଦ ବୋତଲ ଖୋଲି ତାକୁ ଢକ ଢକ କରି ପିଇ ଯାଉଛନ୍ତି । ତେବେ ଏମାନେ ଚେଙ୍ଗଲପାଟୁର ସରକାରୀ ବିଦ୍ୟାଳୟର ଛାତ୍ରୀ ବୋଲି କୁହାଯାଉଛି ।

ତେବେ ଏହି ଭିଡିଓଟିକୁ ବହୁତ ପୁରୁଣା ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଜଣାପଡିଛି କି , ଏହା ଗତ ମଙ୍ଗଳବାର ଦିନର ଅଟେ । ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁ-ତର ଭାବରେ ନେଇଛି । ଆହୁରି ମଧ୍ୟ ପୋ-ଲି-ସ ଘଟ-ଣାଟିର ତ-ଦ-ନ୍ତ କରୁଥିବାର ଜଣାପଡିଛି । ତେବେ ଏହି ଘଟ-ଣାଟି ଅତ୍ୟନ୍ତ ଲ-ଜ୍ଜାଜ-ନକ ଅଟେ । କାରଣ ପାଠ ପଢିବା ବୟସରେ ଏହି ଝିଅ ମାନେ ମ-ଦ ପିଇ ମା-ତା-ଲ ହୋଇ ବୁଲୁଛନ୍ତି ।

Leave a Reply

Your email address will not be published. Required fields are marked *