ରାତିରେ ଶୌଚ ପାଇଁ ଯାଇଥିଲେ, ଲୁଗା ଭିତରେ ପଶି ଚୋ-ଟ ମା-ରିଲା ସାପ।

ସାପ ନା ଶୁଣିଲେ ସମସ୍ତେ ଡ-ରି ଯାଆନ୍ତି। ସାପ ଯେତେ ଦୂରରେ ଥିଲେବି ଲୋକ ସାପ ଠାରୁ ଦୂରେଇ ରୁହନ୍ତି। କିନ୍ତୁ ବେଳେବେଳେ ଜାଣିଶୁଣି ହଉ କିମ୍ବା ଅଜାଣତରେ ହଉ ଆମେ ସାପ ଆଗକୁ ଚାଲିଆସୁ। ଯଦି ବେଳା ଖରାପ ଥାଏ ତେବେ ସାପ କା-ମୁଡି ଦିଏ। ସାପ କାମୁଡି ଦେଲେ ଲୋକ ଭ-ୟଭୀ-ତ ହେଇ ଅଧିକ ଅସୁସ୍ଥ ହେଇପଡନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ପେଟଚିଲା ପଞ୍ଚାୟତ ଆଦିବାସୀ ବହୁଳ ଶବର ପଡ଼ା ଗାଆଁ ର କଳ୍ପନା ନାୟକ ଘରର ସବୁ କାମ ସାରି ରାତିରେ ଅଚିନ୍ତା ନିଦରେ ଶୋଇଥିଲା। ହଠାତ୍ ରାତ୍ରି ଅଧରେ ତାଙ୍କୁ ଶୌଚ ଲାଗିଲା ସେଥିପାଇଁ ସେ ଆଉ ଘର ଲୋକ କାହାକୁ ନ ଡ଼ାକି ଅନ୍ଧାର ରାତିରେ ଶୌଚ କରିବାକୁ ବାହାରକୁ ଗଲେ ଠିକ୍ ସେତିକି ବେଳେ ଗୋଟେ ସାପ ତାଙ୍କୁ ଚୋ-ଟ ମା-ରିଦେଲା।

କଳ୍ପନା ବହୁତ୍ ଜୋରେ ଚି-ତ୍କାର କଲେ ରାତି ଅଧରେ କଳ୍ପନାଙ୍କ ଚି-ତ୍କାର ଶୁଣି ଘର ଲୋକ ଦୌଡ଼ି ତାଙ୍କ ପାଖକୁ ଯିବା ପରେ ରଣା ସାପକୁ ଦେଖିଲେ ସେମାନେ ସାପକୁ ମାରି କଳ୍ପନାଙ୍କ ସହିତ ସାପକୁ ମଧ୍ୟ ଗୋଟେ ଡବାରେ ପୁରେଇ ମେଡିକାଲ ନେଇଗଲେ। ମେଡିକାଲରେ ଡ଼ାକ୍ତର ଏବଂ ଅନ୍ୟ ରୋଗୀମାନେ ସାପକୁ ମେଡ଼ିକାଲ ଦେଖି ଆଶ୍ଚଯ୍ୟ ହେଇଗଲେ। କିଛି ସମୟ ପରେ କଳ୍ପନାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଉଚ୍ଚ ମେଡ଼ିକାଲକୁ ସ୍ଥାନାନ୍ତର କରାଗଲା।

Leave a Reply

Your email address will not be published. Required fields are marked *