ଗୋଟିଏ ସ୍କୁଟିର କଟିଛି ୭୦ ଥର ଚା-ଲାଣ ।

ଏବେ ସରକାରଙ୍କ ତରଫରୁ ବାଇକ୍ ଏବଂ ସ୍କୁଟି ଚାଳକଙ୍କ ପାଇଁ ଅନେକ କଡା ନିୟମ ଲାଗୁ କରାଯାଇଥିବା ଆପଣ ମାନେ ଜାଣିଥିବେ । ପ୍ରତି ବର୍ଷ ଓ କିଛି ମାସର ବ୍ୟବଧାନରେ ଅନେକ କିଛି ନିୟମ ପରିବର୍ତ୍ତନ କରାଯାଇଥାଏ ବାଇକ୍ ଓ ସ୍କୁଟି ଚାଲକଙ୍କ ପାଇଁ । ହେଲେ ଯେତେବେଳେ ଚାଳକ ସେହି ନି-ୟମ ଉଲ-ଘଂନ କରିଥାନ୍ତି ସେତେବେଳେ ଚାଳକଙ୍କ ଉପରେ ଲାଗିଥାଏ ମୋଟା ଅଙ୍କର ଫାଇନ । ହେଲେ ବନ୍ଧୁଗଣ ଏପରି ଏକ ଘ-ଟଣା ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଆଷ୍ଟର୍ଯ୍ୟ ହୋଇଯିବେ ।

ହିଁ ଆଜ୍ଞା ଗୋଟିଏ ସ୍କୁଟିର କଟିଛି ୭୦ ଥର ଚା-ଲାଣ । ତେବେ ଆସନ୍ତୁ ଜାଣିବା କାହିଁକି କଟିଛି ଏତେ ଥର ଚା-ଲାଣ । ଏଭଳି ଘ-ଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର‌ରେ ଏକ ସ୍କୁଟିର ମାତ୍ର ଦେଢ଼ବର୍ଷ ଭିତରେ ୭୦ଥର ଚା-ଲାଣ କ-ଟିଛି। ଚା-ଲାଣ କଟିଥିବା ସ୍କୁଟିର ମୂଲ୍ୟ ୮୦ହଜାର ଟଙ୍କା ପାଖାପାଖି ରହିଥିବା କୁହାଯାଉଥିବା ବେଳେ ଚା-ଲାଣ ରାଶି ଏଯାବତ ୭୦୫୦୦ଟଙ୍କା ରହିଛି। ତେବେ ସୂଚନା ଅନୁଯାୟୀ ଗୋରଖପୁର ଅଞ୍ଚଳରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ୨୦୨୨ ମସିହାରେ ସ୍କୁଟିର ୩୭ ଥର ଚା-ଲାଣ କଟିଥିବା ବେଳେ ୨୦୨୩ରେ ୩୩ ଥର ଚା-ଲାଣ କଟି ସାରିଥିବା ସୂଚନା ମିଳିଛି ।

ତେବେ ସ୍କୁଟି ଚାଳକ ଜଣଙ୍କ ଉପରେ ୩୭ଥର ଚା-ଲାଣ କଟିବା ପରେ ପୈଠ ରାଶି ୩୬୫୦୦ ଥିବା ‌ବେଳେ ଚଳିତ ବର୍ଷ ୩୪୦୦୦ଟଙ୍କାର ଚା-ଲାଣ କ-ଟିଛି।ତେବେ ଦେଢ଼ ବର୍ଷ ଭିତରେ ୭୦ ଥର ଚା-ଲାଣ କଟିଥିବା ସ୍କୁଟି ଚାଳକ ଜଣଙ୍କ ହେଲେ ଆକାଶ ଜୈନ । ତେବେ ଏହି ଘ-ଟଣା ଲୋକେ ଜାଣିବା ପରେ ଚକିିତ ହେଉଛନ୍ତି । କି ଏମିତି କଣ ହେଲା ଯେ ସ୍କୁଟି ଚାଳକଙ୍କ ନାମରେ ଏତେ ଥର ଚା-ଲାଣ କଟିଲା । ହେଲେ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଟି ଚାଳକ ଜଣଙ୍କ ଏକ ଟଙ୍କା ମଧ୍ୟ ପୈଠ କରି ନାହାନ୍ତି । ତେଣୁ ପୋ-ଲିସ ବାଧ୍ୟ ହୋଇ ସ୍କୁଟି ଚାଳକଙ୍କ ପାଖକୁ ନୋଟିସ ଜାରି କରିଛି ।

ତେବେ ପୋ-ଲିସ ନୋଟିସ ଜାରି କରିବା ସହିତ ତୁରନ୍ତ ଟଙ୍କା ପୈଠ କରିବାକୁ ସୂଚିତ କରିଛି । ଯଦି ସ୍କୁଟି ଚାଳକ ଯଥା ଶୀଘ୍ର ଟଙ୍କା ପୈଠ ନକରନ୍ତି ତେବେ ସ୍କୁଟି କୁ ବାଧ୍ୟ ହୋଇ ପୋ-ଲିସ ଜ-ବତ କରିବ ବୋଲି କୁହାଯାଉଛି । ତେବେ ଏତେ ଥର ଚା-ଲାଣ କ-ଟିବା ପଛରେ କାରଣ ରହିଛି । କି ଟ୍ରାଫିକ ନିୟମ ଉଲ-ଘଂନ କରିବା ସହିତ ହେଲମେଟ ନ ପିନ୍ଧି ଗାଡ଼ି ଚଳାଉ ଥିବାରୁ ଏଭଳି ଘଟିଥିବା କୁହାଯାଉଛି । ତେବେ ବର୍ତ୍ତମାନ ଏହି ନୋଟିସ ପାଇବା ପରେ ଚାଳକ ମଧ୍ୟ ଚକିତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *